ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ସବୁ ଜନ୍ତୁଙ୍କ ଠାରୁ ମଣିଷ ଏମିତି ଏକ ପ୍ରାଣୀ ଯିଏ କିଏ ନିଜର ଭାବକୁ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି, ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ, କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ, ହୋଇଥାଏ। ଏହି ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ ମିଳେ ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ। ଏଭଳି ଏକ ଦୁଃଖଦ ଖବର ଦେଖିବା ପାଇଁ ମିଳିଛି।
ଲିପ୍ସା ବାଲେଶ୍ଵର ରେ ଜ୍ୟାତି ହସ୍ପିଟାଲରେ ରହନର୍ସ ପାଠ ପଡୁଥିଲେ। ରୋଗୀ ମାନଙ୍କ ସେବା କରିବା ପାଇଁ ସେ ନିଜକୁ ନିୟଜିତ କରିଥିଲେ। ସବୁଦିନ ସନ୍ଧ୍ୟାରେ ସେ ବାପାଙ୍କ ସହିତ ଫୋନ ରେ କଥା ହୁଅନ୍ତି। ସବୁଦିନ ଭଳି କାଲି ମଧ୍ୟ ଫୋନ ରେ କଥା ହୋଇଥିଲେ। ତେବେ ବାପା ତାଙ୍କର ପାଠ ପଢ଼ା ବିଷୟରେ ପଚାରିଥିଲେ। ଝିଅ ମଧ୍ୟ ବାପାଙ୍କୁ କହିଥିଲେ ଯେ ସେ କ୍ଲାସ ରେ 5 ନମ୍ବର ସ୍ଥାନରେ ରହିଛନ୍ତି। ପାଠ ପଢ଼ା ସରିବା ପରେ ମଧ୍ୟ ମୋତେ ବହୁତ ଭଲ ଚାକିରୀ ମିଳିଯିବ।
ଏହାପରେ ବାପା କହିଥିଲେ ଝିଅ କଣ ଖାଇଛୁ। ମେସରେ ଚିକେନ୍ ହୋଇଛି ଗିନାରେ ଆଣିଛି । ହେଲେ ଖାଇବା ପାଇଁ ଇଚ୍ଛା ହେଉନାହିଁ , ଏଭଳି କହି ଖାଇବା ଖାଇନଥଲେ। ତାପରେ ହସ୍ପିଟାଲରେ ହଠାତ କୋଲ ଆସିଲା ଯେ ତମ ଝିଅ ବର୍ତ୍ତମାନ icu ରେ ଅଛନ୍ତି। ତାଙ୍କର ଦେହ ବହୁତ ଖରାପ ଅଛି ଜଲ୍ଦି ଆସି ଦେଖା କରିବା ପାଇଁ କହିଲେ। ଏହାପରେ ପରିବାବର୍ଗ ଆସି ଦେଖିଲେ ତାଙ୍କର ସେଠାରେ ଅବସ୍ଥା ଖରାପ ହୋଇଯାଇଛି ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ତେବେ ମୃତୁ ହେବା ପଛରେ କାହାର ହାତ ରହିଛି କିଛି ଜଣା ପଡ଼ିନାହିଁ। ଏହାପରେ ତାଙ୍କର ପରିବାର ଲୋକ ମାନେ କଲେଜ ରେ ରାଗିଂ କଥା ମଧ୍ୟ ଉଠାଇ ଛନ୍ତି। ତେବେ ବର୍ତ୍ତମାନ ସମୟରେ ତଦନ୍ତ ଚାଲିଛି ଯେ କଣ ହେଉଛି ବର୍ତ୍ତମାନ କିପରି ମଲା ତାଙ୍କୁ ପୋଲିସ ଚାଂନ ଭିନ ଜାରି ରଖିଛନ୍ତି। ଯାହାବି ହେଉ ବର୍ତ୍ତମାନ ତାଙ୍କର ମୃତ୍ୟୁ କିପରି ହେଲା ସନ୍ଦେହ ଘେରରେ ରହିଛି। ଏହା ପୂର୍ବରୁ ମଧ୍ୟମେଧାବୀ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥଲେ। ବର୍ତ୍ତମାନ ସୁଧା ତାହାର ତଦନ୍ତ ଜାରି ରହିଛି। ଦୋଷୀକୁ ଖୁବ ଶିଘ୍ର ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଯାହାବି ହେଉ ଯିଏ ଦୋଷୀ ଦଣ୍ଡପାଇବା ଉଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।