ମୃତ୍ୟୁ ର ଲାଇଭ ଦୃଶ୍ୟ- ରେଙ୍ଗାଲି ଜଳ ଭଣ୍ଡାରକୁ ଡେଇଁ ଜଣେ ମୃତ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ସମାଜରେ ଅନେକ ପ୍ରକାର ଘଟଣା ଦେଖିବା ପାଇଁ ମିଳିଥାଏ। ଆଜିକାଲିର ସଭ୍ୟ ସମାଜରେ ଦିନକୁ ଦିନ ଅନେକ ଖବର ଦେଖିବା ପାଇଁ ମିଳିଥାଏ। କେଉଁଠି କିଏ ଚୋରି କଲାଣି, ତୋ ଆଉ କିଏ କେଉଁଠି ମର୍ଡର କରି ଜେଲ ଯାଉଛି। ଏପରି ଭାବରେ ନୀତି ଦିନ ଏଭଳି କିଛି କିଛି ଖବର ଦେଖି ଥାଉ। ବର୍ତ୍ତମାନ ଲୋକ ନିଜ ପରିବାର ମଧ୍ୟରେ ଠିକ ଭାବରେ ସମୟଜନ ହୋଇ ଚଳି ପାରୁନାହାନ୍ତି, ଫଳରେ ରାଗି ଯାଇ ସେମାନେ ଅନେକ ଭୂଲ କରିଥାନ୍ତି। ଅଧିକାଂଶ ଲୋକ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜର ଜୀବନ ହାରିବାକୁ ପଛଇ ନଥାନ୍ତି।

ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୌଣସି କାରଣରୁ ନିଜକୁ ଶେଷ କରିବା ପାଇଁ ପାଣିକୁ ଡେଇଁ ଥିଲେ, ମୃତ୍ୟୁ ର ଲାଇବ ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏହି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅବଗତ କରାଇବୁ। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ରଙ୍ଗଲି ଡ୍ୟାମ ରେ ଜଣେ ଲୋକ ଡ୍ୟାମ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ତା ପରେ ସେ ପିଲୋର କୁ ଆଙ୍ଗୁଠି ରେ ଧରି କିଛି ସମୟ ରହିଥିଲେ। ଉପରେ ଲୋକ ଛିଡା ହୋଇ ଭିଡ଼ିଓ କରୁଛନ୍ତି, ଏବଂ ଡେଇଁ ଥିବା ଯୁବକ ଜଣଙ୍କୁ କହୁଛନ୍ତି ସେଭଳି ଧରି ରହିବା ପାଇଁ ଏବଂ ତାଙ୍କୁ ମଧ୍ୟ ପ୍ରତିଶୃତି ଦେଉଛନ୍ତି ବ୍ୟସ୍ତ ହୁଅନା ଡ଼ଙ୍ଗା ଶୀଘ୍ର ପହଂଚି ଯିବ।

ତିନି ଜଣ ଡ଼ଙ୍ଗା ଧରି ତାଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିଲେ। ଯୁବକ ଜଣଙ୍କ ନିଜ ହାତ ଛାଡି ଦେଇଥିଲେ, ଏବଂ ପରେ ସେ ପାଣି ପିଇ ବୁଡି ଯାଇଥିଲେ ଉପରେ ଭିଡ଼ିଓ କରୁଥିବା ଲୋକ ଟିକିଏ ହେଲେ ବି ଚେଷ୍ଟା କରୁନଥିଲେ ଚେଷ୍ଟା କରୁଥିଲେ ହୁଏତ ଲୋକଟି ବଂଚି ଯାଇ ପାରିଥାନ୍ତା।

ସମସ୍ତଙ୍କ ସାମ୍ନାରେ ଲୋକଟି ପାଣି ପିଇ ମୃତ୍ୟୁ ବରଣ କରିଥିଲେ। ତେବେ ଲୋକଟି ଏଭଳି କଣ ପାଇଁ କଲେ , ଏହାର କୌଣସି ସୂଚନା ମିଳି ପାରି ନାହିଁ। ଏନେଇ ପୋଲିସ ଖୋଲଟାଲ ଜାରି ରଖିଛି, ଲୋକଟି କିଏ, କେଉଁଠି ଆସିଛି, କଣ ପାଇଁ ଆତ୍ମହତ୍ୟା କଲେ , ଆତ୍ମହତ୍ୟା କରିବାର କାରଣ କଣ ପୋଲିସ ଯାଞ୍ଚ କରୁଛି।

ତେବେ ଏଭଳି ଘଟଣାକୁ ସେଠାରେ ଥିବା ଲୋକ ମାନେ ଭିଡ଼ିଓ ବନେଇ ଥିଲେ, ଲାଇବ ମୃତ୍ୟୁ ଦେଖି ଲୋକମାନେ ଠିକ ଭାବରେ ଗ୍ରହଣ କରି ନାହାନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ କି ଲୋକଟି କଣ ପାଇଁ ଡ୍ୟାମ କୁ ଡେଇଁ ଜୀବନ ହାରିଲେ, ଏଥି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।