ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପରିବାର ର ଅନୁମତି ନ ହେବାରୁ ବଞ୍ଚି ଥାଉ ଥାଉ ଏକାଠି ହୋଇ ପାଟି ନ ଥିଲେ ପ୍ରେମୀ ଯୁଗଳ | ଆଉ ଯେଉଁଠି ପାଇଁ ଦୁଇଜଣ ଆର ପାରିକୁ ମଧ୍ୟ ଚାଲି ଯାଇଥିଲେ | ଆଉ ମୃତ୍ୟୁ ର 6 ମାସ ପରେ ପୁଣି ଏକାଠି ହେବାକୁ ଯାଉଛନ୍ତି ପ୍ରେମୀ ଯୁଗଳ ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଭିଡ଼ିଓ ଟି ଗୁଜୁରାଟ ର ଟୋପି ଅଞ୍ଚଳରେ ବୋଲି କୁହାଯାଉଛି | ଆଉ ସେହି ଅଞ୍ଚଳରେ ଗଣେଶ ଓ ରଚନା ନାମକ ଯୁବକ ଆଉ ଯୁବତୀ ରହୁଥିଲେ | ଆଉ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ମଧ୍ୟ ଗଢ଼ି ଉଠିଥିବା ବୋଲି କୁହାଯାଉଛି | ଏହା ସହିତ କୁହାଯାଉଛି କି ସେମାନେ ପରସ୍ପର କୁ ଭଲ ପାଉଥିବାରୁ ସତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଇଚ୍ଛା କରୁଥିଲେ | ଆଉ ଏହି କଥା କୁ ପରିବାର କୁ ଜଣାଇ ମଧ୍ୟ ଥିଲେ |
ଆଉ ଯେଉଁଠି ଝିଅ ର ଜେଜେ ବାପା ଜଣଙ୍କ ଦୂର ସମ୍ପର୍କୀୟ ବୋଲି କହିବା ସହିତ ଏହି ପ୍ରସ୍ତାବ ରେ ରାଜି ହୋଇ ନ ଥିଲେ | ତେବେ ଝିଅ ପୁଅ ଦୁଇଜଣ ବହୁତ ବୁଝାଇବାକୁ ଲାଗିଥିଲେ ତାଙ୍କର ପରିବାର ଲୋକ ଙ୍କୁ | କିନ୍ତୁ ସେମାନଙ୍କ ପରିବାର ରାଜି ନ ହେବାରୁ ସେମାନେ ମୃତ୍ୟୁ କରିବାକୁ ଉଚିତ ମନେ କରିଥିଲେ | ଆଉ ଆର ପାରିକୁ ମଧ୍ୟ ଚାଲୁ ଯାଇଥିଲେ ସେମାନେ, ଆଉ ପୁଅ ଝିଅ କୁ ହରାଇବା ପରେ ଦୁଇ ପରିବାର ଲୋକ ନିଜର ଭୁଲ କୁ ବୁଝି ପାରିଥିଲେ ଆଉ ଯାହା ଫଳରେ ସେମାନଙ୍କର ଆତ୍ମ କୁ ଶାନ୍ତି ଦେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ |
ଆଉ ଯାହା ଫଳରେମୃତ୍ୟୁ ର 6 ମାସ ପରେ ସେମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ | ଆଉ ଯାହା କୁହାଯାଉଛି କି ଦୁଇ ପରିବାର ମିଶି ପୁଅ ଓ ଝିଅ ଙ୍କର ମୂର୍ତ୍ତି ତିଆରି କରିଥିଲେ ଆଉ ବୌ ଦିକ ରୀତିନୀତି ରେ ସେମାନଙ୍କର ବିବାହ କରିଥିଲେ ବୋଲି କୁହାଯାଉଛି | ଆଉ ଯାହା ବାର୍ତ୍ତାମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।