“ମୁଁ ଆଜି ଏଇଠି ସୁଇସାଇଡ କରିବି, ମୋ ଦୋକାନ ଭାଙ୍ଗିଦେଲେ, ମୁଁ ବଞ୍ଚିବାକୁ ଚାହୁଁନାହିଁ ” କଣ କହୁଛନ୍ତି ଏହି ବେସାହାରା ମହିଳା ଜଣକ… ଦେଖନ୍ତୁ Video

ଏହିଠାରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଯେଉଁଠି ମହିଳା ମାନେ ରାସ୍ତା ମଝିରେ କାନ୍ଦି କାନ୍ଦି ଗଡୁଛନ୍ତି। କହିବାକୁ ଗଲେ ସମାଜ ରେ ବର୍ତ୍ତମାନ ସମୟରେ ଏମିତି ମହିଳା ଙ୍କ ପ୍ରତି ଅବହେଳା ଯାହା ଏକ ନିନ୍ଦନୀୟ। ଆଉ ଏଠାରେ ସେ କହିଛନ୍ତି ଯେ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି ଯାହା ତାଙ୍କର ପେଟ ର ଭରଣ ପୋଷଣ ଏକ ପ୍ରକାର ବନ୍ଦ କରା ଯାଇଛି ଯାହା ପାଇଁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ସେହି ମହିଳା ଜଣଙ୍କ କଣ କହୁଛନ୍ତି।

ଏହି ଘଟଣା ଟି ଏବେ ଆମ ରାଜ୍ୟରେ ଦେଖା ଦେଇଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଆଉ କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ଏହିପରି ଘଟଣା ଦେଖା ଯାଇଥିବା ବେଳେ ଆଜି ଏଠାରେ ଦେଖା ଦେଇଛି। ଏହି ଘଟଣା ରେ ଅନେକ ଲୋକ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିବାର ନଜର ରେ ଆସୁଛନ୍ତି। ଏମିତି ପଦକ୍ଷେପ ସରକାରଙ୍କ ଯାହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡିଛି ଏବଂ ତାଙ୍କର ଜୀବିକା ଉପରେ ସିଧାସଳଖ ପ୍ରଭାବ ପଡି ଥିବାରୁ ଏଠାରେ ଏହିଭଳି ପରିସ୍ଥିତି ଉପୁଜୁଛି। ପ୍ରତ୍ୟେକ ମଣିଷର ଜୀବନ ଓ ଜୀବିକା ନିହାତି ଆବଶ୍ୟକ ରହିଥାଏ।

ଜଣେ ମଣିଷର ଯଦି ଜୀବିକା ବନ୍ଦ କରା ଯିବ ତାହାହେଲେ ତାହାର ସବୁ କିଛି ବନ୍ଦ ହୋଇଯିବ ଏବଂ ତାର ପରିବାର ଓ ନିଜ ପେଟ କୁ ଟିକିଏ ଖାଦ୍ୟ ବି ଯାଇ ପାରିବ ନାହିଁ। ଏହିଠାରେ ଏକ ମହିଳା ନଜର ରେ ଆସିଛନ୍ତି ଯେଉଁଠାରେ ସେ କାନ୍ଦି କାନ୍ଦି ରାସ୍ତା ସାରା ଗଡୁଛନ୍ତି ଏବଂ ରାସ୍ତା ରେ ଏକ ଉତ୍ତେଜନା ସୃଷ୍ଟି ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ର ଏମିତି ପରିସ୍ଥିତି ହେଲେ ସେମାନେ ଘର ର ଭରଣ ପୋଷଣ କେମିତି କରିବେ। ଯେଉଁମାନେ ସମ୍ପୂର୍ଣ୍ଣ ମାତ୍ରାରେ ତାଙ୍କର ବ୍ୟବସାୟ ଉପରେ ନିର୍ଭର କରି ଥାଆନ୍ତି। ଆଉ ଏଠାରେ ସେହି ମହିଳା ଜଣଙ୍କ କହୁଛନ୍ତି ଯେ” ସୁଇସାଇଡ଼ କରିଦେବେ ଏବଂ ବଞ୍ଚିବାକୁ ଚାହୁଁ ନାହାଁନ୍ତି” ଏମିତି କିଛି କହି ଭେଁ ଭେଁ ହୋଇ କାନ୍ଦୁଛନ୍ତି। ଆଉ ମଧ୍ୟ ଏଠାରେ ଶୁଣିବାକୁ ମିଳିଛି ଯେ ମୁଁ କଣ ଭୁଲ କରିଲି ଆଜି ମୋ ସହ ଏମିତି କରାଗଲା।

ଏହିପରି ଜଣେ ମହିଳା ରାସ୍ତା ମଝିରେ ଏବଂ ତାଙ୍କ ସହିତ ଅନେକ ମହିଳା ମଧ୍ୟ ନିଜର ଅସୁବିଧା ସମ୍ପର୍କରେ କହୁଛନ୍ତି। ସେମାନଙ୍କର ଅସୁବିଧା ଯେ ସେମାନେ ଏହି ଦୋକାନ କରି ନିଜର ପେଟ ର ପୋଷଣ କରୁଥିଲେ ଏବେ ସେହି ଦୋକାନ ସବୁ ଭାଙ୍ଗି ଦିଆ ଯାଇଛି ଯାହା ଦ୍ୱାରା ବ୍ୟବସାୟ ଠପ ହୋଇ ଯାଇଛି। ଏଠାରେ ମହିଳା ମାନେ ରାସ୍ତାରେ ଏମିତି ଦେଖି ସମାଜ ଉପରେ ପ୍ରଶ୍ନ ଉଠୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment