ପୁଣି ନୂଆ ଷ୍ଟାଇଲରେ ” ମୁ ରାଣୀ ପଣ୍ଡା ଦେବୀ ୫ ଟି ଅଣ୍ଡା ”Rani PANDA ଙ୍କ ନିଉ hot ସିନ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥୁବେ ନିଶ୍ଚିତ, ହେଲେ ମୁଁ ଆଜି ଆପଣକୁ ଏମିତି ଏକ ସୁନ୍ଦର ଭିଡିଓ ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ଖୁସି ହେବେ |ମୁଁ ଆଜି ଆପଣଙ୍କ ପ୍ରିୟ କଳାକାର ରାଣୀ ପଣ୍ଡାଙ୍କ ସୁନ୍ଦର ଅଭିନୟ ସହିତ ତାଙ୍କର ସୁନ୍ଦର ଡାଇଲକ ବିଷୟରେ ଜଣେଇବି |ରାଣୀ ପଣ୍ଡା ଜଣେ ଭଲ କଳାକାର ସହିତ ଦୁଃଖୀ ମାନଙ୍କ ବହୁତ ସାହାଯ୍ୟ କରିବା ନାଁରେ ସେ ସାରା ଓଡିଶା ବାସୀ ମାନଙ୍କ ପାଖରେ ବହୁତ ପରିଚିତ |ତାଙ୍କର ସୁନ୍ଦର ସୁନ୍ଦର କଥା ଦର୍ଶକ ମାନଙ୍କ ମନ କିଣି ନେଇଥାଏ, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଯାତ୍ରା ସିନରେ ରାଣୀ ପଣ୍ଡାଙ୍କ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ରାଣୀ ପଣ୍ଡା ଜଣେ ଭଲ କଳାକାର ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସେ ସାରା ଓଡିଶା ବାସୀଙ୍କ ମନରେ ଏକ ସୁନ୍ଦର ଘର ତିଆରି କରି ପାରିଛନ୍ତି |ରାଣୀ ପଣ୍ଡା ଆଇଟମ ସଙ୍ଗରେ ମଧ୍ୟ ଡ୍ୟାନ୍ସ କରନ୍ତି, ଅନେକ ବ୍ୟକ୍ତିମାନଙ୍କ ବିପଦ ସମୟରେ ରାଣୀ ପଣ୍ଡା ତାଙ୍କ ପାଖରେ ଛିଡା ହୋଇ ସେମାନଂକୁ ବହୁତ ସାହାଯ୍ୟ କରନ୍ତି |ରାଣୀ ପଣ୍ଡାଙ୍କ ଏହି ପରୋପକାରୀ ଗୁଣ ପାଇଁ ତାଙ୍କୁ ବହୁତ ପ୍ରସଂଶା ମଧ୍ୟ ମିଳିଥାଏ ଯେଉଁଥି ପାଇଁ ରାଣୀ ପଣ୍ଡା ବହୁତ ଖୁସି ହୋଇଯାନ୍ତି |ରାଣୀ ପଣ୍ଡାଙ୍କ ଅନେକ କଥା ଆପଣ ଆଗରୁ ସୋସିଆଲ ମିଡିଆରେ ଦେଖିବାକୁ ପାଈଥିବେ |

ବର୍ତମାନ ରାଣୀ ପଣ୍ଡାଙ୍କ ଏକ ସୁନ୍ଦର ଅଭିନୟ ଯାତ୍ରା “ସ୍ବର୍ଣ୍ଣ ମନ୍ଦିର “ରେ ଦେଖିବାକୁ ମିଳିଛି, ସେ ଏହି ସିନରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି |ତାଙ୍କର ସୁନ୍ଦର ଅଭିନୟରେ ସେ ନିଜର ଇଜତକୁ ବଂଚିବାକୁ ପାଇଁ ଯାଇ ଜଣେ ଗଣ୍ଡକୁ ଥାପଡ଼ ଉପରେ ଥାପଡ଼ ମାରି ତାଙ୍କ ମୁହଁରେ କଡା ଜବାବ ଦେଉଥିବାର ଦେଖିବାକୁ ମିଳିଛି |ସେ ସେହି ଭିଲିଆନଙ୍କୁ ଶିକ୍ଷା ଦେବାପାଇଁ ତାଙ୍କର ମା ଭଉଣୀଙ୍କ ଇଜତକୁ ହାଟରେ ବିକ୍ରି କଲେ ତାଙ୍କୁ କେମିତି ଲାଗିବ ବୋଲି କହିଛନ୍ତି |”ମୁଁ ରାଣୀ ପଣ୍ଡା ଦେବି ଦୁଇଟି ଅଣ୍ଡା “ଏହି ପରି ସୁନ୍ଦର ଡାଇଲଗ ଶୁଣି ଦର୍ଶକ ତାଳି ନମାରି ରହି ପାରୁନାହାନ୍ତି |

ଏହି ଯାତ୍ରା ଦେଖିବା ପାଇଁ ବହୁତ ଦର୍ଶକଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଥିଲା ତାହା ସହିତ ଯାତ୍ରା ଷ୍ଟେଜ ମଧ୍ୟ ବହୁତ ସୁନ୍ଦର ଭାବରେ ସଜା ଯାଇଥିଲା |ଏହି ରାଣୀ ପଣ୍ଡାଙ୍କ ସିନରେ ତାଙ୍କର ସୁନ୍ଦର ସୁନ୍ଦର ଡାଇଲଗ ଶୁଣି ଦର୍ଶକ ମାନେ ଖୁସିରେ ହେବା ସହିତ କର ତାଳି ଦେଇ ତାଙ୍କୁ ଆହୁରି ଉତ୍ସାହିତ କରିଛନ୍ତି |ରାଣୀ ପଣ୍ଡାଙ୍କ ଏହି ଯାତ୍ରା ସ୍ବର୍ଣ୍ଣ ମନ୍ଦିରରେ ଅଭିନୟ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment