ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ କେବଳ ଗୋଟିଏ ଘଟଣା ବେଶ ଚର୍ଚ୍ଚା ଓ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି ତଦନ୍ତ କାରୀ ଟିମ ଦ୍ୱାରା ଘଟଣା ର ତଦନ୍ତ କରିବାରେ ଲାଗିଛି ପୋଲିସ | ଏହା ସହିତ କାହିଁକି ଓ କଣ ପାଇଁ ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଛନ୍ତି ଘଟଣା ପଛରେ କଣ ରହିଛି ପ୍ରକୃତ କାରଣ ତାହାର ମଧ୍ୟ ତନା ଘୋନା କରୁଛି ପୋଲିସ | କିନ୍ତୁ ଯାହା ସୂଚନା ମିଳିଛି କି ଗୋପାଳ ଙ୍କ ଆଖିରେ ଡର ଦେଖା ଯାଉନି କି ବିଚଳିତ ହେବା ଭଳି କୌଣସି ଲକ୍ଷଣ ମଧ୍ୟ ଦେଖା ଯାଉନି ଆଉ ଯାହାକୁ ନେଇ ପୋଲିସ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ପୋଲିସ ASI ଗୋପାଳ କୃଷ୍ଣ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲେ | ତେବେ ଝାଡ଼ସୁଗୁଡା ର ଗାନ୍ଧିଛକ ନିକଟରେ ଏହି ଭଳି ଏକ ଅଭାବନୀୟ ଘଟଣା ଟି ଘଟି ଯାଇଥିଲା | ଆଉ ଯେଉଁ ଘଟଣା କୁ ନେଇକି ପୋଲିସ ମଧ୍ୟ ଗୋପାଳ ଙ୍କୁ ଗିରଫ କରିଥିଲା ଆଉ ଘଟଣା ର ତଦନ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚ ପୋଲିସ ଟିମ ମଧ୍ୟ ଗୋପାଳ ଙ୍କୁ ପଚାରିବାକୁ ଲାଗିଥିଲେ ଘଟଣା ବିଷୟରେ |
ଆଉ ଗୋପଳ ଦାସ ମଧ୍ୟ ନବ ଙ୍କ ଉପରକୁ ଗୁଳି କରିଥିଲେ ବୋଲି ସତ ମାନି ଯାଇଥିଲେ | ତାହା ସହିତ କୁହାଯାଉଛି କି କେଉଁ ଠାରେ ଓ କେଉଁ ଭଳି ଭାବରେ ଗୋପାଳ ଗୁଳି ଚଳାଇଥିଲେ ତାହା ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି | ଆର୍ମ ପୋଲିସ ରିଜର୍ଭ ରେ ମଧ୍ୟ ଗୋପାଳ ଙ୍କୁ ରଖା ଯାଇଛି ଓ ବିଶିଷ୍ଟ ଆଇ ପି ଏସ ଅଫିସର ଅରୁଣ ମଧ୍ୟ ତଦନ୍ତ କରିଛନ୍ତି ଘଟଣା କୁ ନେଇକି କିନ୍ତୁ ଯାହା କୁହାଯାଉଛି କି ଗୋପାଳ ଙ୍କ ମୁହଁ ରେ କିଛି ପରିବର୍ତ୍ତନ ଦେଖା ଯାଉନି |
ଏତେ ବଡ଼ ଘଟଣା ପରେ ମନରେ ଡର ଭୟ ଭଳି କୌଣସି କଥା ଦେଖିବାକୁ ମିଳିନାହିଁ ଗୋପାଳ ଙ୍କ ପାଖରେ ବୋଲି କୁହାଯାଉଛି | ତାହା ସହିତ ଯାହା ବି ପ୍ରଶ୍ନ ଗୋପାଳ ଙ୍କୁ ପଚାରା ଯାଉଛି ତାହାର ଉତ୍ତର ବହୁତ ସଂକ୍ଷେପରେ ରଖୁଛନ୍ତି ଗୋପାଳ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି | ଆଉ ପୋଲିସ କର୍ମଚାରୀ ମାନେ ତଦନ୍ତ କାରୀ ଟିମ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।