ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଚାରିଆଡେ ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି କୁ ନବ ଦାସ ଙ୍କର ଏହି ଭଳି ହଠାତ ଗୁଳି ରେ ମୃତ୍ୟୁ କୁ ନେଇକି ଖୁସି ହୋଇ ଯାଇଛନ୍ତି ମିନତୀ | ଆଉ ସେ ମାଂସ ଓ ମିଠା ଖାଇଛନ୍ତି ସେ ଦିନ ବୋଲି କହିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଆପଣ ନବ ଦାସ ଙ୍କର ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ସତ ସାମ୍ନା କୁ ଆସୁଛି | ତାହା ସହିତ କ୍ରାଇମ ବ୍ରାଞ୍ଚ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ତଦନ୍ତ ଚଳାଇବାକୁ ଲାଗିଛନ୍ତି | ତେବେ ଏହି ଘଟଣା କୁ ନେଇକି କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଖୁସି ଅଛନ୍ତି ମିନତୀ | ଆଉ ତାଙ୍କର କହିବା କଥା କି ବିଧାନ ବୈଦାର ଙ୍କୁ ବୋମା ପକାଇ ହତ୍ୟା କରାଯାଇଥିଲା | ଆଉ ଯାହା କହିଛନ୍ତି ମୀନତି କି ତାଙ୍କର ଭାଇ ଜଣେ ଜନ ନେତା ଥିଲେ |
ଆଉ ଯିଏ କି 1500 ପରିବାର କୁ ସମ୍ଭାଳୁଥିଲେ |ଯେତେବେଳେ 2004 ମସିହା ରେ ହାରି ଯାଇଥିଲେ ନବ ଦାସ ଆଉ ସେଥିପାଇଁ ଜନ ନେତା ଙ୍କୁ ମାରିବା ପାଇଁ ଚାହିଁଥିଲେ | ଆଉ ତାହା ସହିତ କିଶୋର ମହାନ୍ତି ଙ୍କ ସମେତ ନବ ଦାସ ଏହି ଦୁଇଜଣ ଙ୍କ ମଧ୍ୟରୁ ଜଣେ ତାଙ୍କର ଭାଇ ଙ୍କୁ ମାରିଛନ୍ତି ବୋଲି ସେ ଜାଣିଥିଲେ | ଆଉ ସେ କହିଥିଲେ କି ଯିଏ କେହି ଏହି ଭଳି ଭାବରେ ଗୁଳି ଵା ଏକ୍ସିଡେଣ୍ଟ ରେ ମରିବା ସେ ତାଙ୍କର ଭାଇଙ୍କୁ ମାରିଛନ୍ତି ବୋଲି ସେ ଜାଣିଯିବେ | ସେଥିପାଇଁ ନବ ଦାସ ଙ୍କର ମୃତ୍ୟୁ କଥା କୁ ଶୁଣିକି ସେ ଖୁସି ହୋଇ ଯାଇଥିଲେ |
ଆଉ ତାହା ସହିତ ଚିକେନ ଓ ମିଠା ମଧ୍ୟ ଖାଇବା ପାଇଁ ଲାଗିଥିଲେ | ତେବେ ମିନତୀ ଙ୍କର କହିବା କଥା ଯେଉଁ ନେତା ସାଂସଦ ରେ ବସିକି ବ୍ଲୁ ଫ୍ଲିମ ଦେଖେ ତାହାକୁ କେମିତି ମୁଖ୍ୟମନ୍ତ୍ରୀ ବିଜେଡି ର ନେତା କରିଦେଲେ ବୋଲି ପ୍ରଶ୍ନ ଉଠିଛି | ଆଉ ଏହି ଘଟଣା କୁ ନେଇକି ମୀନତି ଦାସ ବେଶ ଖୁସି ଅଛନ୍ତି ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।