ମୁହଁ ଖୋଲିଲେ ବୁଢ଼ୀ ମାଉସୀ ! ନବ ଦାସ ମରିଛି ଭଲ ହୋଇଛି, ଗୋପାଳଙ୍କ ହସ ହସ ମୁଁହ ଦେଖିଲେ, ଲାଗେ ସେ ଶ୍ରୀ କୃଷ୍ଣଙ୍କ ଅବତାର। ଦେଖନ୍ତୁ ଭିଡ଼ିଓ..

. ହଁ ଦର୍ଶକ ବନ୍ଧୁ ବେଶ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଗୋଟିଏ ମାତ୍ର ଘଟଣା ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନବ ଦାସ ଙ୍କ ଉପରକୁ ଗୁଳି ମାଡ଼ କୁ ନେଇକି କିଛି ଘଟଣା | ତେବେ ବର୍ତ୍ତମାନ ସେହିଁ ନବ ଦାସ ଙ୍କ ଉପରକୁ ଗୁଳି ମାଡ଼ କୁ ନେଇକି ଏମିତି କିଛି କଥା ଶୁଣିବାକୁ ମିଳୁଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଏହି ଘଟଣା ରେ ଦେଖିବାକୁ ମିଳିଛି କି ମହିଳା ଜଣଙ୍କ କହିଛନ୍ତି କି ନବ ଦାସ ମରିଯାଇଛନ୍ତି ଭଲ ହୋଇଛି ଆଉ ଯେଉଁଥିପାଇଁ ସେ ସହି ପଡିଶା ଲୋକଙ୍କୁ ଖାଇବାକୁ ଦେଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ମହିଳା ଜଣଙ୍କ କହିଛନ୍ତି କି ଜଣେ ଜନ ନେତା ଯିଏ କି ଲୋକ ମାନଙ୍କର ସାହାଯ୍ୟ କରୁଥିଲେ ଆଉ ଲୋକ ମାନଙ୍କର ସେବା ପାଇଁ ସବୁବେଳେ ଲାଗୁଥିଲେ | ସେହି ବିଧାନ ମୋୖଦାନ ଙ୍କୁ ନବ ଦାସ ଙ୍କର ଲୋକ ମାନେ ଅର୍ଥାତ 3 ଜନ ଲୋକ ଆସି ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ | ଆଉ ଯାହା ଫଳରେ ବିଧାନ ଙ୍କ ମୃତ୍ୟୁ ଘଟିଥିଲା | ତେବେ ମହିଳା ମିନତୀ ମୋୖଦାନ ଜଣଙ୍କ କହିଛନ୍ତି କି ଗୋପାଳ ଦାସ ଯାହା ବି କରିଛନ୍ତି ବହୁତ ଭଲ କାମ କରିଛନ୍ତି |

ଆଉ ସ୍ୱୟଂ ଶ୍ରୀକୃଷ୍ଣ ଧରା ପୃଷ୍ଠ କୁ ଅଲ୍ହାଇ ଆସିଛନ୍ତି ଆଉ ଲୋକ ମାନ ଙ୍କୁ ଗୋଟିଏ ବଜାରୀ ଦୃଷ୍ଟ ଲୋକଙ୍କ ଠାରୁ ଉଦ୍ଧାର କରିକି ବହୁତ ଭଲ କାମ କରିଛନ୍ତି ବୋଲି ମଧ୍ୟ କହିବାକୁ ଲାଗିଛନ୍ତି |ତାହା ସହିତ ମହିଳା ଜଣଙ୍କ କହିଛନ୍ତି କି କେଉଁ ଭଳି ଭାବରେ ଏହି ଭଳି ଏକ ବଦମାସ ଲୋକ ଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଛନ୍ତି ସେ କଥା ସେ ଭାବୁଛନ୍ତି |ତାହା ସହିତ ନବ ଦାସ ଙ୍କ ଉପରକୁ ଗୁଳି ହେବା କଥା ଶୁଣି ସେ ବହୁତ ଖୁସି ହୋଇଛନ୍ତି ବୋଲି କହିଥିଲେ |

ଆଉ ସେ କହିଛନ୍ତି କି ଚିକେନ ସେତେ ସେ ଖାଆନ୍ତି ନାହିଁ କିନ୍ତୁ ସେ ଦିନ ଚିକେନ ଓ ମିଠା ଖାଇଥିଲେ ଟିଭି ରେ ନବ ଙ୍କର ମୃତ୍ୟୁ କଥା କୁ ଶୁଣିଲା ପରେ | ଆଉ ତାହା ସହିତ ସହି ପଡିଶା ଲୋକ ମାନଙ୍କୁ ମଧ୍ୟ ମୋଟନ, କଲଡ୍ରିଂକ୍ସ ସହିତ ପୁରି ଖାଇବାକୁ ମଧ୍ୟ ଦେଇଥିଲେ | ତାହା ବ୍ୟତୀତ ନବ ଙ୍କର ମୃତ୍ୟୁ କୁ ନେଇକି ଖୁସି ମଧ୍ୟ ମନାଇଥିଲେ , ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗୁଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment