ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଏକ ଘଟଣା ଯାହା ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି ଆଉ ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ ସହିତ ଜଡିତ ଥିବା କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି କ୍ରାଇମବ୍ରାଞ୍ଚ ର ପୋଲିସ ତରଫରୁ ଗୋପାଳ ଦାସ ଙ୍କର ଘର ଲୋକ ଙ୍କୁ ପୋଲିସ ପଚରା ଉଚରା କରିବା ସହିତ ତାଙ୍କର ବନ୍ଧୁ ପ୍ରଦୀପ ବେହେରା ଙ୍କୁ ମଧ୍ୟ ପଚାରି ଥିଲେ କ୍ରାଇମବ୍ରାଞ୍ଚ ପୋଲିସ | ଆଉ ଗୋପାଳ ଦାସ ଙ୍କ ସହିତ ତାଙ୍କର କେତେ ଦିନ ର ବନ୍ଧୁତା ଓ ଶେଷ ଥର ପାଇଁ କେବେ ଗୋପାଳ ଙ୍କ ସହିତ ତାଙ୍କର ଦେଖା ହୋଇଥିଲା ବୋଲି ପଚାରିବାକୁ ଲାଗିଥିଲେ |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଯାହା କୁହାଯାଉଛି କି ଗୋପାଳ ଦାସ ଙ୍କର ସାଙ୍ଗ ଯିଏ କି ତାଙ୍କ ସହିତ ମିଳା ମିଶା କରନ୍ତି ସେ ହେଉଛନ୍ତି ପ୍ରଦୀପ ବେହେରା ବିଶିଷ୍ଟ ଆଇନ ଜୀବି | ଆଉ ତାଙ୍କୁ କ୍ରାଇମ ବ୍ରାଞ୍ଚ ତରଫରୁ ଡ଼କା ଯାଇଥିଲା, ତାହା ସହିତ ଦୁଇଜଣ ବିଶିଷ୍ଟ ଅଧିକାରୀ ଥିଲେ ଯିଏ କି ପିଚାରୁଥିଲେ | ଜଣେ ଡ଼ି ଏସ ପି ଓ ଜଣେ ତଳ ପୋଷ୍ଟ ରେ ଥିବା ଅଧିକାରୀ ଜଣଙ୍କ | ଆଉ ପ୍ରଦୀପ ଙ୍କର କହିବା କଥା କି ଶାନ୍ତ ଭାବରେ ଗୋପାଳ ଙ୍କ ବିଷୟରେ ପଚାରିବାକୁ ଲାଗିଥିଲେ କ୍ରାଇମ ବ୍ରାଞ୍ଚ ପୋଲିସ |
ଆଉ ଯେଉଁଠି ଗୋପାଳ କେମିତି ଓ ତାଙ୍କ ସହିତ ସେ କେମିତି ମିଶିଥିଲେ ଓ ଶେଷ ଥର ପାଇଁକି କେବେ ଗୋପାଳ ଙ୍କ ସହିତ ତାଙ୍କର ଦେଖା ହୋଇଥିଲା ବୋଲି କହିଥିଲେ | ଆଉ ଯାହାର ପ୍ରତି ଉତ୍ତର ରେ ଗୋପାଳ ଙ୍କର ବନ୍ଧୁ ପ୍ରଦୀପ କହିଥିଲେ କି ସ୍କୁଲ ରେ ତାଙ୍କ ସହିତ ସେ ପଢ଼ିଛନ୍ତି | ଆଉ ଗୋପାଳ ଜଣେ ବହୁତ ଭଲ ବ୍ୟକ୍ତି ସହିତ ସ୍ପୋର୍ଟ୍ସ ମେନ ମଧ୍ୟ | ସେ ଫୁଟବଲ ଖେଳିବାକୁ ମଧ୍ୟ ଭଲ ପାଇଥାନ୍ତି ଓ ଭବିଷ୍ୟତ ରେ ଜଣେ ବହୁତ ବଡ଼ ପୋଲିସ କର୍ମଚାରୀ ହେବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ଥିଲା |
ଏହା ବ୍ୟତୀତ ପ୍ରଦୀପ ବେହେରା ମଧ୍ୟ କହିଥିଲେ କି ଗୋପାଳ ଙ୍କ ସହିତ ତାଙ୍କ ଶେଷ ସମୟ ପାଇଁ ASI ପଦ କୁ ବଦଳି ହେବା ପରେ ଦେଖା ହୋଇଥିଲା ବୋଲି | ତାହା ସହିତ ଗୋପାଳ ଦାସ ସତରେ ଦୋଷୀ କି ନୁହଁ ତାହା ଘଟଣା ର ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି ତାଙ୍କର ବନ୍ଧୁ |ତେବେ ବନ୍ଧୁ ଙ୍କ ସହିତ ଗୋପାଳ ଙ୍କର ବଡ଼ ଭାଇ ସତ୍ୟ ନାରାୟଣ ଦାସ ଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ ତଦନ୍ତ ଚଳାଇଛି |
ଆଉ ସମସ୍ତ ଘଟଣା ର ତଦନ୍ତ ପରେ ଗୋପାଳ ଙ୍କ ମୃତ୍ୟୁ କୁ ନେଇକି ସତ ଜଣା ପଡିବ ବୋଲି କହିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।