ମୁହଁ ଖୋଲିଲେ ସ୍ୱାମୀଙ୍କ ଭିଣୋଇ… ମୁ ଦେଖିଛି ସେ ରାତିରେ ତା ମାମୁଁ ସହ… ଦେଖନ୍ତୁ Video

ତେବେ ବନ୍ଧୁଗଣ ଆଜି କାଲି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଛି | ଆଉ କିଛି ଏଭଳି ଘଟଣା ବର୍ତ୍ତମାନ ଦେଖିବାକୁ ମିକିଛି ସୋସିଆଲ ମିଡ଼ିଆରେ ଯାହା କୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରବେ ଯଦି ସମ୍ପର୍କ ରେ ସନ୍ଦେହ ଆସିଯାଏ ତାହେଲେ ତାହା ଆଉ ବେଶି ଦିନ ତିଷ୍ଠିକି ରୁହେନି |ବର୍ତ୍ତମାନ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ | ଆଉ ଯେଉଁଠି ସନ୍ଦେହ କୁ ଆଧାର କରିକି ନିଜ ସ୍ତ୍ରୀ ଙ୍କୁ ଘରୁ ବାହାର କରି ଘରେ ତାଲା ପକାଇ ପଳେଇ ଯାଇଥିଲେ, ଆଉ ବୋହୂ ର କଳା କାରନାମା ବିଷୟରେ ଆଜି ପ୍ରକାଶ କରୁଛନ୍ତି ପୁଅ ର ଭିଣେଇ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସନ୍ଦେହ କୁ ନେଇକି ସୃଷ୍ଟି ହୋଇଛି ଫାଟ ଆଉ ଯାହା ସୂଚନା ମିଳିଛି କି ରୀନା ମାଝୀ ଆଉ ଲୁଟୁନା ମାଝୀ ଦୁଇଜଣ ଗତ ଜୁଲାଇ ମାସ 7 ତାରିଖରେ ବିବାହ କରିଥିଲେ | ଆଉ ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଙ୍କ ମଧ୍ୟରେ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ମଧ୍ୟ ବେଶ ଭଲ ଭାବରେ ଚାଲିଥିଲା | କିନ୍ତୁ ଯାହା ଜଣା ପଡିଛି କି ସେହି ସମ୍ପର୍କ ରେ ସୃଷ୍ଟି ହେବାକୁ ଲାଗିଥିଲା ଫାଟ ତାହା ପୁଣି ସାମାନ୍ୟ ଫୋନ କଲ କୁ ନେଇକି | ଆଉ ତାହା ବ୍ୟତୀତ ରୀନା ଙ୍କର ଯାହା କହିବା କଥା କି ତାଙ୍କୁ ତାଙ୍କ ଶାଶୂ ଘର ଲୋକ ଯୌତୁକ ନିର୍ଯାତନା ଦେଉଥିଲେ |

ତେବେ ଏହି କଥା କୁ ନେଇକି ପୁଅ ର ଭିଣେଇ କହିଛନ୍ତି କି ଆଉ କହିଛନ୍ତି କି ପଇସା ଦେଇକି ପାଠ ପଢ଼ିଥିଲେ ତ ତାଙ୍କ ମୁଣ୍ଡରେ କିଛି ବୁଦ୍ଧି ଥାଆନ୍ତା, ତାହେଲେ ସିଏ ଏମିତି କଥା ସବୁ ଆଉ କୁହନ୍ତେ ନାହିଁ | ତାହା ବ୍ୟତୀତ ଅଡ଼ିଓ କୋଲ ବିଷୟରେ କହିଛନ୍ତି କି ଯାହା ସେ ଅଡ଼ିଓ କୋଲ ରେ କହିଛନ୍ତି ତାହା ତ କହି ହବନି | କେବଳ 2 ଟି କଥା ସେ କହିଛନ୍ତି ପ୍ରଥମ ଟି ହେଉଛି ତାର 7 ତାରିଖ ରେ ବାହାଘର ଥିଲା ଆଉ ସେ 6 ରେ ଫ୍ଲାଇଟ ଟିକଟ କରିକି ଆସିଥିଲେ ବୋଲି | ତେଣୁ ତାଙ୍କର ଫ୍ଲାଇଟ ଟିକଟ କୁ ଯାଞ୍ଚ କରା ଯାଉ|

ତେବେ ତାଙ୍କର ଦ୍ଵିତୀୟ କଥା ଟି ହେଉଛି କି 8 ତାରିଖ ଦିନ ବିମିଲ ବଙ୍ଗାଳି ର ଜମି ରେଷ୍ଟି ହେବା କଥା |ସେ ବିମଳ ବଙ୍ଗାଳି କିଏ ଆଉ ସେ ଜମି ରେଷ୍ଟି ହେଇଛି କି ନାହିଁ ସେ କଥାକୁ ମଧ୍ୟ ଯାଞ୍ଚ କରିବାକୁ କହିଛନ୍ତି ପୁଅ ର ଭିଣେଇ |ତାହା ବ୍ୟତୀତ ତାଙ୍କ ବାପ ଘରେ 10 ଲକ୍ଷ ଟଙ୍କ ଦେବା,ଆଉ ରୀନା ଙ୍କର ବାପ ଘର ଲୋକ ତାଙ୍କୁ 2 ଲକ୍ଷ ଟଙ୍କା ଦେଇଥିଲେ ବୋଲି ଯେଉଁ କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ଅଟେ ବୋଲି କହିଛନ୍ତି | ଆଉ ସମ୍ପୂର୍ଣ୍ଣ ଘଟଣା କୁ ତଦନ୍ତ କରିକି ଦୋଷୀ କୁ ଉଚିତ ଶାସ୍ତି ଦେବାକୁ କହିଛନ୍ତି ପୁଅର ଭିଣେଇ, ଆଉ ତାଙ୍କ ପାଖରେ ଅଡ଼ିଓ କୋଲ ର ପ୍ରମାଣ ଅଛି ବୋଲି କହିଛନ୍ତି | ଯାହା ଏବେ ଏହି ଘଟଣା ଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment