ଆଜିର ଦିନରେ ନିଜ ଫେସ ପାଇଁ ଅଧିକ ଚିନ୍ତିତ ରହୁଛନ୍ତି ଏବଂ ଫେସ୍ ର ସମସ୍ତ ପ୍ରାକାର ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରାକାର କସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ସେସବୁ ର ବ୍ୟବହାର ଆମ ଫେସ୍ କୁ ଅଧିକ କ୍ଷତି ପହଞ୍ଚାଇଥାଏ । ତେବେ ଆଜି ଆମେ ଆପଣମାନଙ୍କୁ ଏକ ଘରୋଇ ଉପତାର ବିଷୟରେ ଜଣେଇବୁ , ଯାହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଫେସରେ ଥିବା ସମସ୍ତ ଦାଗ ଦୂର ହେବା ସହ ଆରଣଙ୍କ ଫେସ କୁ ଗ୍ଲୋ ମଧ୍ୟ କରାଇବ । ତେବେ ପ୍ରଥମେ ଆସନ୍ତୁ ଜାଣିବା ଡାଗ ସରକଲ ହେବାର କାରଣ ଗୁଡିକ ବିଷୟରେ ।
ସାଧାରଣତଃ ଆଖି ତଳେ ଯେଉଁ ଡାର୍ଗ ସରକଲ ରହିଥାଏ , ଏହା ରାତି ଅନିଦ୍ରା ହେବା ଯୋଗୁଁ ଏମିତି ସମସ୍ୟା ଦେଖାଯାଏ । ତେଣୁ ଆପଣମାନେ ଚେଷ୍ଟା କରନ୍ତୁ ମେକ୍ସିମମ୍ 8 ଘଣ୍ଟା ଶୋଇବା ପାଇଁ । ଏହାଛଡା ଆଉକିଛି ଲୋକଙ୍କ ଠାରେ ବ୍ରଣର ସମସ୍ୟା ରହିଥାଏ , ବ୍ରଣ ଦୂର ହେବା ପରେ ଦାଗ ଗୁଡିକ ଆମ ଫେସ୍ ରେ ରହି ଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇବା ପାଇଁ ଚାହୁଁଥିଲେ କ୍ରିବା ବା ଜେଲ ବ୍ୟବହାର କରିବା ବନ୍ଦ କରନ୍ତୁ । କାରଣ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବାହର କରିବା ଦ୍ୱାରା ଆମ ଫେସରେ ତାହା ରିଆକ୍ସନ କରିଥାଏ । ପରବର୍ତ୍ତୀ ସମୟରେ ଏହା ଆମ ଫେସ ପାଇଁ ବହୁତ ହାନୀକାରକ ହୋଇଥାଏ ।
1. ଫେସୱାସ :-
ପ୍ରାକୃତିକ ଉପାୟରେ ଆପଣ ମାନେ ନିଜର ଫେସୱାସ ପ୍ରସ୍ତୁତ କରିପାରିବେ , ସେଥିପାଇଁ ଆପଣ ଦେଶୀ ଗାଈ କ୍ଷୀର ଦୁଇ ତିନି ଚାମତ ନିଅନ୍ତୁ । ଏହାକୁ ଫେସ୍ ରେ ଭଲ ଭାବରେ ମସାଜ କରନ୍ତୁ ଏହାପରେ ଅଧଘଣ୍ଟା ଛାଡିଦିଅନ୍ତୁ । ଏହା ଭଲ ଭାବରେ ଶୁଖିଯିବା ପରେ ଥଣ଼଼୍ଡା ପାଣିରେ ଧୋଇ ନିଅନ୍ତୁ , ଦେଖିବେ ଆପଣଙ୍କ ସ୍କିନ ଗ୍ଲୋ କରିବାକୁ ଲାଗିବ ।
2. ଡାର୍ଗ ସରକଲ ଦୂର ପାଇଁ :-
ସକାଳୁ ପ୍ରଥମେ ଉଠିବା ମାତ୍ରେ ପାଟିରେ ଥିବା ଲାଳ କୁ ସଂଗ୍ରହ କରି ଆଙ୍ଗୁଳି ସାହାର୍ଯ୍ୟରେ ଆଖିତଳେ ଥିବା ଡାର୍ଗ ସରକଲରେ ମସାଜ କରନ୍ତୁ । ଏହାକୁ ଲଗାତାର ଏକ ମାସ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ , ଦେଖିବେ ଡାର୍ଗ ସରକଲ ଧୀରେ ଧୀରେ ଦୂର ହେବାକୁ ଲାଗିବ ।
3. ବ୍ରଣ ସମସ୍ୟା ଦୂର ପାଇଁ :-
ଅନେକ ସମୟରେ ମୁହଁରେ ବ୍ରଣ ସମସ୍ୟା ଦୂର ହେବା ପରେ ଦାଗ ଗୁଡିକ ରହିଯାଏ । ସେହି ଦାଗକୁ ଦୂର କରିବା ପାଇଁ ଆପଣ ମାନେ ସକାଳୁ ଉଠିବା ମାତ୍ରେ ପାଟିରେ ଥିବା ଲାଳକୁ ଆଣି ଦାଗ ହୋଇଥିବା ସ୍ଥାନରେ 15 ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ମସାଜ କରି ସାରିବା ପରେ 30 ମିନିଟ ଛାଡିଦିଅନ୍ତୁ , ଏହାପରେ ପାଣି ସାହାର୍ଯ୍ୟ ରେ ଧୋଇ ନିଅନ୍ତୁ । ଏହିପରି ନିୟମିତ ଭାବରେ କରନ୍ତୁ , ଦେଖିବେ ଆପଣଙ୍କର ସମସ୍ତ ଦାଗ ଦୂର ହେବା ସହ ଫେସ୍ ରେ ଗ୍ଲୋ ମଧ୍ୟ ଆସିବ ।
ଏହାଛଡା ଆପଣ 15 ଦିନକୁ ଥରେ ପିଲା ଜନ୍ମ କରି ନଥିବା ଗାଈର ମୂତ୍ରକୁ ସଂଗ୍ରହ କରି , ତାକୁ ଭଲ ଭାବରେ ଛାଣି ଫେସ୍ ରେ ଲଗାନ୍ତୁ ଏହା ମଧ୍ୟ ଆମ ଫେସ୍ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।