ଦେଖନ୍ତୁ shocking ଭିଡିଓ.-ଶେଷରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ ,ଇଡିର ରିମାଣ୍ଡରେ ଯିବା ପୂର୍ବରୁ କହିଲେ… ମୋ ସହିତ କିଏ କିଏ ରାତି କଟାଇଛନ୍ତି ତାର ଭିଡିଓ ଅଛି….

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କିଛି ଦିନ ହେବ ଚର୍ଚ୍ଚା ରେ ଥିବା ଅର୍ଚନା ନାଗ ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଘଟଣା ର ଯେତେ ତଦନ୍ତ ଚଳୁଛି ଗୋଟିଏ ପରେ ଗୋଟିଏ ସତ ର ଖୁଲାସା ମଧ୍ୟ ହେଉଛି | ବର୍ତମାନ ଅର୍ଚନା ନାଗ ଅଛନ୍ତି ଇଡି ର ତଦନ୍ତ ଘେର ଭିତରେ ତାହା ସହିତ ଅର୍ଚନା ନାଗ କୁ ରିମାଣ୍ଡ ରେ ମଧ୍ୟ ନେଉଛନ୍ତି ଇଡି ଓ ତାଙ୍କ ସହିତ ସାହାଯ୍ୟ କରିବାକୁ ଲାଗିଛନ୍ତି ସମ୍ପୂର୍ଣ୍ଣ ପୋଲିସ ଟିମ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଅର୍ଚ୍ଚନାଁ ଙ୍କୁ କଡା ସୁରକ୍ଷା ବଳୟ ଭିତରେ ଇଡି ସହିତ ସମ୍ପୂର୍ଣ୍ଣ ପୋଲିସ ଟିମ ଆଣିଛି ରିମାଣ୍ଡ ପାଇଁ |ଆଉ ଯାହା କୁହାଯାଉଛି କି ଅର୍ଚନା ଙ୍କୁ 6 ଦିନ ଧରିକି ମାରାଥନ ଜେରା କରିବ ଇଡି |ଆଉ ତାହା ସହିତ ଇଡି ଏହି ରିମାଣ୍ଡ ରେ ଆଣିବାର କାରଣ ହେଉଛି କି ସେ ଜାଣିବାକୁ ଚାହୁଁଛି କି ଅର୍ଚ୍ଚନା ଙ୍କର ବେଆଇନ ଅର୍ଥ କାରବାର ରେ ଆଉ କିଏ କିଏ ସମ୍ପୃକ୍ତ ହେଇକି ଅଛି | ଏହି ସବୁ କାମ ପଛରେ କେବଳ ଅର୍ଚ୍ଚନା ଙ୍କର ହାତ ଅଛି ନାଁ ଆଉ କିଏ କିଏ ମଧ୍ୟ ଏଥିରେ ସାମିଲ ଅଛନ୍ତି |

ଆଉ ଯାହା କୁହାଯାଉଛି କି କଡା ସୁରକ୍ଷା ବଳୟ ଭିତରେ ମାରାଥନ ଜେରା କରିବା ପାଇଁ ଅର୍ଚ୍ଚନା ନାଗ ଙ୍କୁ ଇଡି କାର୍ଯ୍ୟାଳୟ ଭିତରକୁ ନିଆଯାଉଛି | ଏହା ସହିତ ଆହୁରି ମଧ୍ୟ କୁହାଯାଉଛି କି ଜେରା ସାରିଲା ପରେ ସମସ୍ତ ଘଟଣା ର ସତ୍ୟା ସତ୍ୟ ଜଣା ପଡିବ | ତେବେ ବର୍ତ୍ତମାନ ଗୋଟିଏ ମାତ୍ର କଥା ଉଠୁଛି କି କଣ ସେହି କଥା ଯାହାକୁ ଅର୍ଚନା ନାଗ 30 ମିନିଟ ସମୟ ନେଇ କହିବେ ବୋଲି କହିଛନ୍ତି | ଆଉ ତାହା ସହିତ ସମସ୍ତ ସତ୍ୟ କୁ ସାମ୍ନା କୁ ଆଣି ତାଙ୍କ ନାଁ ରେ ଥିବା ସମସ୍ତ ମିଛ ଆଉ କଳଙ୍କ କୁ ପୋଛି ଦେବେ ବୋଲି ମଧ୍ୟ କହିଛନ୍ତି |

କୁହାଯାଉଛି କି 15 ଦିନ ଧରିକି ସମସ୍ତ ଘଟଣା ର ଛାନ ବିନ ହେବ ଓ ତାହା ସହିତ କୁହାଯାଉଛି କି 6 ଦିନ ଧରିକି ଅର୍ଚ୍ଚନା ଙ୍କୁ ଜେରା କରିବ ଇଡି ଓ 9 ଦିନ ଧରି ଜଗବନ୍ଧୁ ଙ୍କୁ ଇଡି ଜେରା କରିଛି ବୋଲି କୁହାଯାଉଛି | ଏହା ସହିତ କମ ଦିନ ଭିତରେ କେମିତି ଅର୍ଚ୍ଚନା ନାଗ ଏତେ କୋଟି କୋଟି ତାଙ୍କର ମାଲିକାଣୀ ହେଲେ ସେ ସମସ୍ତ ବିଷୟରେ ମଧ୍ୟ ତଦନ୍ତ କରିବ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave a Comment