ଦେଖନ୍ତୁ Socking ଭିଡ଼ିଓ – ମୁହଁରେ ଷ୍ଟିଜ୍, ହାତରେ ମାଇକ୍ ଧରି , ଯାତ୍ରା ପେଣ୍ଡାଲରେ hot ଡ୍ୟାନ୍ସ କଲେ ରାନୀ ପଣ୍ଡା….

ଯାତ୍ରା ମଞ୍ଚରେ ରାଣୀ ପଣ୍ଡା। ମୁହଁରେ ଷ୍ଟିଚ୍ ଆଉ ହାତରେ ମାଇକ। ଏପରି ଅବସ୍ଥାରେ ଯାତ୍ରା ମଞ୍ଚରେ ପହଁଚି ଛନ୍ତି ରାଣୀ ପଣ୍ଡା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟକୁ ଭଲ ଭାବରେ ଦେଖନ୍ତୁ ରାଣୀ ପଣ୍ଡା ଙ୍କ ମୁହଁରେ ଷ୍ଟିଚ୍ ଲାଗିଛି ଆଉ ସେ ହାତରେ ମାଇକ ଧରି ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି।

କିଛି ଦିନ ତଳେ ରାଣୀ ପଣ୍ଡା ଇନଷ୍ଟାଗ୍ରାମରେ ଲାଇଭ ଆସି ତାଙ୍କ ଫ୍ୟାନସ୍ ମାନଙ୍କୁ ତାଙ୍କ ଦୁଃଖ ଜଣାଇ ଥିଲେ। ଆଉ ତାଙ୍କର କିଛି ଭୁଲ ନାହିଁ ବୋଲି କହି ସାରା ଓଡିଶା ବାସୀଙ୍କ ପାଖରେ ଭୁଲ ମାଗିଥିଲେ। ଆଉ ଆଜି ରାଣୀ ପଣ୍ଡା ଯାତ୍ରା ମଞ୍ଚରେ ନିଜେ ଅଭିନୟ କରୁଛନ୍ତି। ଯାହାର ଫୋଟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଆଉ କ୍ୟାପସନ୍ ରେ ଲେଖିଛନ୍ତି ମୁଁ ଗୋଟିଏ କଳାକାର। ତେଣୁ ମୋର୍ କଳା ପରିବେଷଣ କରିବା ନିହାତି ଦରକାର। ହୃଦୟରେ ଯେତେ କଷ୍ଟ ଥାଉ ଦର୍ଶକ ମାନଙ୍କୁ ମତେ ହସାଇବାକୁ ପଡ଼ିବ।

ତେବେ ପୂର୍ବରୁ ରାଣୀ ପଣ୍ଡା ଯେତେବେଳେ ଇନଷ୍ଟାଗ୍ରାମରେ ଲାଇଭ ଆସି ତାଙ୍କ ଫ୍ୟାନସ୍ ମାନଙ୍କୁ ତାଙ୍କ ଦୁଃଖ ଜଣାଇ ଥିଲେ ସେତେବେଳେ ତାଙ୍କ ମୁହଁରେ ଷ୍ଟିଜ୍ ନଥିଲା। ଆଉ ଏବେ ସେ ଯେତେବେଳେ ଯାତ୍ରା ପେଣ୍ଡାଲରେ ଅଭିନୟ କରୁଛନ୍ତି ସେତେବେଳେ ତାଙ୍କ ମୁହଁରେ ରହିଛି ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ ହେଲେ ଏହା ସତ ସବୁ ଦୁଃଖକୁ ଛାତିରେ ଚାପି ଧରି ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ପାଇଁ ପୁଣି ପେଣ୍ଡାଲ ରେ ଛିଡା ହୋଇଛନ୍ତି ରାଣୀ।

ତେବେ ଗତ କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ୱରରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତାର ଡାଳଖାଇ ଛକରେ ତାଙ୍କ କାର ସହ ଏକ ବାଇକର ମୁହାଁ ମୁହିଁ ଧକ୍କା ହୋଇ ଥିଲା।ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେଉଁଥିରେ ଗାଡି ଦୁଇଟି ଭାଙ୍ଗି ପୁରା ଖଣ୍ଡ ବିଖଣ୍ଡ ହୋଇ ଯାଇଛି ଏହା ସହିତ ବାଇକ୍ ଚାଳକଙ୍କ ଅବସ୍ଥା ବି ସାଙ୍ଘାତିକ ହୋଇ ପଡ଼ିଥିଲା।ବାଇକ୍ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତେବେ ମୃତ ବାଇକ୍ ଚାଳକ ଜଣଙ୍କ ହେଉଛନ୍ତି ରାଜନଗର ଜିଲ୍ଲାର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା। ସୁକାନ୍ତଙ୍କ ପରିବାର ଲୋକେ ରାଣୀ ପଣ୍ଡାଙ୍କୁ ନିଜର ପୁଅର ମୃତ୍ୟୁ ପାଇଁ ଦାୟୀ କରି ଗିରଫ ଦାବୀ କରୁଥିବା ରାଣୀ ପଣ୍ଡା ମୃତ ସୁକାନ୍ତଙ୍କର ସବୁ ଦାୟିତ୍ଵ ନିଜେ ବହନ କରିବେ ବୋଲି କହୁଛନ୍ତି ଆଉ ସୁକାନ୍ତଙ୍କ ପିଲା ମାନଙ୍କୁ ମଣିଷ କରିବେ ବୋଲି କଥା ଦେଇଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment