ହଁ ଦର୍ଶକ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ସେହି ଭଳି ଏକ ଘଟଣା ଟି ବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କି କୋରାପୁର ର ଏକ କଲେଜ ରେ ଆୟୋଜିତ ହେଉଥିବା ସଭା ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ଆଉ ସେଠାରେ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଜନସାଧାରଣ ଙ୍କ ଉପସ୍ଥିତି ରେ ସୁନ୍ଦର ଭାବରେ ଭାଷଣ କହି ସମସ୍ତଙ୍କର ମନ କୁ କିଣି ନେଇଛନ୍ତି ଜିଲ୍ଲା ପରିଷଦ ଅଧକ୍ଷା | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଓଡିଶା ଏକ କଳା ଆଉ ସଂସ୍କୃତି ର ରାଜ୍ୟ | ତାହା ସହିତ ଆମ ଓଡିଶା ରେ ଥିବା ଜିଲ୍ଲା ଗୁଡିକ ମଧ୍ୟ ପ୍ରାକୃତିକ ସମ୍ପଦ ରେ ପରିପୂର୍ଣ୍ଣ ହେଇକି ରହିଛି ବୋଲି କୁହାଯାଉଛି | ତେବେ ଯାହା ଦେଖିବାକୁ ମିଳିଥିଲା କି କୋରାପୁର ଅଞ୍ଚଳ ଯେଉଁଠି ଅଧିକ ପରିମାଣରେ ଜନ ଜାତିର ଲୋକ ମାନେ ରହିଥାନ୍ତି ସେହି ଠାରେ ଦେଖା ଯାଇଛି କି ବିକ୍ରମ ଦେବ କଲେଜ ରେ ଆୟୋଜିତ ହୋଇଛି ପ୍ଲାଟିନମ ଯୁଗଲି |ଆଉ ଯେଉଁ ସଭା ରେ ଯୋଗ ଦେବା ପାଇଁ ଆସିଛନ୍ତି ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ସମେତ ମୁଖ୍ୟମନ୍ତ୍ରୀ |
ଆଉ ସେହି ସଭା ରେ କୋଳପୁଟ ରେ ଜିଲ୍ଲାପରିଷଦ ଅଧକ୍ଷା ସୁସ୍ମିତା ମେଲେକା ତାଙ୍କର ସୁନ୍ଦର ଭାଷଣ ପିଲାମାନ ଙ୍କ ପାଇଁ ଓ ବିଶେଷ କରିକି ମୁଖ୍ୟମନ୍ତ୍ରୀ ଙ୍କ ପାଇଁକି କହିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ତେବେ ଜନଜାତି ସମ୍ପ୍ରଦାୟ ରେ ହୋଇ ମଧ୍ୟ ସୁନ୍ଦର ଭାବରେ ଇଂରାଜୀ ରେ ନିଜର କୋରାପୁଟ ଜିଲ୍ଲା ବିଷୟରେ କହିବା ସହିତ କୋରାପୁର ରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ବିଷୟରେ କହିବା ସହିତ କୋରାପୁଟ ରେ ଥିବା ବିକ୍ରମ ଦେବ କଲେଜ ରେ ପଢୁଥିବା ପିଲାମାନଙ୍କ ବିଷୟରେ ମଧ୍ୟ କହିବା ପାଇଁ ଲାଗିଛନ୍ତି ବୋଲି କୁହାଯାଉଛି |
ଏହା ସହିତ କେଉଁଭଳି ଭାବରେ କୋରାପୁଟ ରେ କଲେଜ ରେ ପିଲାମାନେ ପଢି କେତେ କଣ କରି ପାରିଛନ୍ତି | ଆଉ ତାହା ସହିତ ଜୀବନରେ ଆଗକୁ ବଢିଛନ୍ତି ନିଜର ନାଁ କରିବା ସହିତ ନିଜ କଲେଜ ର ନାଁ କରିଛନ୍ତି ସେ ବିଷୟରେ ଇଂରାଜୀ ରେ ଭାଷଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ସାମ୍ନା ରେ |ଆଉ ଏହି କଥା କୁ ନେଇକି ସମସ୍ତେ ବେଶ ଖୁସି ହୋଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।