ମୁଁ ବିଧବା ହେବିନି ମୁଁ ମୋ ପ୍ରେମିକ ସହ ନୂଆ ସଂସାର ଗଢିବି, ମୋର ଛୁଆ ଦରକାର ନାହିଁ… ଦେଖନ୍ତୁ Video

ବର୍ତ୍ତମାନ ର ଏହି ମିଛ ମାୟା ସଂସାର ରେ କେହି କାହାକୁ ଖାତର କରୁନାହାନ୍ତି କିମ୍ବା କେହି କାହାକୁ ସଂମାନ ମଧ୍ୟ ଦେଉ ନାହାନ୍ତି ଏଠାରେ କୌଣସି ସମ୍ପର୍କରେ ପଵିତ୍ରତା ନାହିଁ। ନା ବଡ଼ ମାନେ ସାନ ମାନ ଙ୍କୁ ସେନ୍ହ ମମତା ଓ ଭଲପାଇବା ଦେଉଛନ୍ତି ନା ସାନ ମାନେ ଗୁରୁଜନ ଙ୍କୁ ସଂମାନ।ବର୍ତ୍ତମାନ ର ଏହି ସମାଜ ରେ ସମସ୍ତେ କେବଳ ମିଛ , ଗର୍ଵ , ସ୍ୱାର୍ଥ ଏବଂ ଅଶୀଳତା ତଥା କାମନା ଓ ବାସନା ର ଭୋଗ ବିଳାସ ରେ ହଜି ଯାଉଛନ୍ତି।ଏପରି କି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ଟି ମଧ୍ୟ କଳଙ୍କିତ ହୋଇଯାଇଛି ଯେ ଜଣେ ସ୍ତ୍ରୀ ନିଜ ପରକୀୟ ପ୍ରେମ ପାଇଁ ନିଜ ସ୍ୱାମୀ ଙ୍କୁ ହତ୍ୟା କରିବାକୁ ପଛଉ ନାହାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ର ରାଜକନିକା ଠାରେ ଏହିପରି ଏକ ଘଟଣା ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି।ଯେଉଁ ଥିରେ ଜଣେ ସ୍ତ୍ରୀ ଏତେ ସ୍ୱାର୍ଥପର ହୋଇଗଲା ଯେ ନିଜର ଚାରି ଟି ଛୁଆ ଓ ସ୍ୱାମୀ ଙ୍କୁ ଛାଡି ଅନ୍ୟ ଯୁବକ ଙ୍କ ସହ ପ୍ରେମଳ୍ପ କରିବାରେ ଲୁପ୍ତ ରହିଲା। ଏଥିରେ ବି ତାର ମନ ଶାନ୍ତି ହେଲା ନାହିଁ ଯେ ନିଜ ସ୍ୱାମୀ ଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଦେଲେ। ଆଉ ବର୍ତ୍ତମାନ ନିଜ ଝିଅ କହୁଛି କି ମୋ ବୋଉ ତା ପ୍ରେମିକ ସହ ମିଶି ମୋ ବାପା ଙ୍କୁ ମାରି ଦେଉଛି ବୋଲି।

ସୂଚନାଯୋଗ୍ୟ ଯେ ଆଜ କୁ ତିନି ଦିନ ହେବ ମହିଳା ଙ୍କ ସ୍ୱାମୀ ନିଖୋଜ ଥିଲେ କିନ୍ତୁ ଗତକାଲି ପୋଲିସ ଏକ ଜନଶୂନ୍ୟ ସ୍ଥାନରେ ଗଙ୍ଗାଧର ଙ୍କ ର ମୃତ ଦେହ କୁ ଉଦ୍ଧାର କରିଛନ୍ତି। ତେବେ ଯୁବକ ଙ୍କୁ ତାଙ୍କ ପତ୍ନୀ ନିଜ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି ବୋଲି ଜଣା ପଡ଼ିଛି।ତେବେ ଯୁବକ ଙ୍କ ମୃତ ପରେ ଯେତେବେଳେ ସେ ମହିଳା ଙ୍କୁ ପଚରା ଯାଇଥିଲା କି ସ୍ୱାମୀ ତ ମରିଗଲେ କିନ୍ତୁ ତାର ଦୁଃଖ ତୁମ ପାଖରେ ନାହିଁ ତୁମେ କଣ ନିଜ ପ୍ରେମିକ ସହ ପଳେଇବ କି। ଆଉ ଏହାର ଯାହା ଉତ୍ତର ସେ ମହିଳା ଜଣଙ୍କ ଦେଇଥିଲେ ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ।

ତେବେ ପ୍ରଥମ କଥା ତ ସ୍ୱାମୀ ମରିଯିବାର ଦୁଃଖ ସେ ମହିଳା ଙ୍କ ମୁଁହ ରେ ନଥିଲା ଆଉ ତା ଉପରେ ସେ କହିଥିଲେ କି ମୁଁ ମୋ ପ୍ରେମିକ କୁ ଭଲ ପାଏ ତାକୁ ଛାଡି ପାରିବି ନାହିଁ କିନ୍ତୁ ପିଲା ଛୁଆ ଓ ସ୍ୱାମୀ ଙ୍କୁ ଛାଡ଼ିଦେଇ ପାରିବି। ସେ କହିଛନ୍ତି କି ଯଦି ମୋ ଶାଶୂ ଘରେ ମୋତେ ପ୍ରେମିକ ସହ ରହିବା ପରେ ରଖିବାକୁ ଅନୁମତି ଦେବେ ତେବେ ମୁଁ ଛୁଆଁ ଙ୍କ ସହ ଏଠି ରହିବି ନହେଲେ ମୋ ପ୍ରେମିକ ସହ ପଳେଇ ଯିବି। ତେବେ ମହିଳା ଙ୍କ ର କଥା ଶୁଣି ସବୁ ବେହୋସ ଆଉ ଏହି ଘଟଣା ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment