ସୋସିଆଲ ମିଡ଼ିଆରେ ଅନେକ ସମୟରେ ଭିଡ଼ିଓ ସବୁ ନଜରକୁ ଆସିଥାଏ ହେଲେ ବର୍ତ୍ତମାନ ସମୟ ରେ ପ୍ରେମ କୁ ନେଇ ଅନେକ ଘଟଣା ସାମ୍ନା କୁ ଆସୁଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏବେ ଜଣେ ବିବାହିତ ମହିଳା ସ୍ୱାମୀ ଥିଲେ ମଧ୍ୟ ପ୍ରେମିକ ପାଇଁ ଥାନା ଆଗରେ ବସି ଏମିତି କିଛି ବୟାନ ଦେଲେ। ଏଠାରେ ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି ଯେଉଁଠି ଜଣେ ମହିଳା ନିଜର ପ୍ରେମିକ ବିରୋଧ ରେ ଏମିତି କିଛି ଅଭିଯୋଗ ଆଣିଛନ୍ତି।
ଯାହା ଏବେ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏହି ସମୟ ରେ ଏକ ଘଟଣା ସୋସିଆଲ ମିଡ଼ିଆ ଭାଇରଲ ଜୋର ହୋଇଛି। ବିଭିନ୍ନ ସମୟରେ ପ୍ରେମ କୁ ନେଇ ଅନେକ ଘଟଣା ସାମ୍ନା କୁ ଆସିଥାଏ ଯାହା ଏମିତି କିଛ ଘଟି ଥାଏ ପରବର୍ତ୍ତୀ ସମୟରେ ଭାଇରଲ ହୋଇଥାଏ। ପ୍ରେମ ହେବା ପରେ ପ୍ରେମିକ ମାନେ ପ୍ରତାରଣା ର ଶିକାର ହୋଇ ଶେଷରେ ଜୀବନ କୁ ହାରି ଦେଇ ଥାନ୍ତି କାହାର ଭିଡ଼ିଓ ଅନେକ ସମୟରେ ନଜରକୁ ଆସିଥାଏ।
ଆଉ ଯୁବକମାନେ ଅନେକ ସମୟରେ ମିଛ ପ୍ରତିଶ୍ରୁତି ଦେଇ ଯୁବତୀ ଙ୍କ ସହିତ ପ୍ରେମ କରିବା ପରେ ସମ୍ପର୍କ ସ୍ଥାପନ କରି ଥାଆନ୍ତି ଯାହାର ପରବର୍ତ୍ତୀ ସମୟରେ ବିବାହିତ ବୋଲି ଯୁବତୀ ଜାଣିବାକୁ ପାଇଥାଏ ଯାହା ଫଳ ରେ ଘଟଣା ସବୁ ସାମ୍ନା କୁ ଆସିଥାଏ। ଆଉ ଏବେ ସେହିପରି ଜଣେ ମହିଳା ପ୍ରେମିକ ପାଇଁ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚା ଧରିଛି। ଆଉ ଏହି ମହିଳା ଜଣଙ୍କ ମଧ୍ୟ କହିଛନ୍ତି ଯେ ତାଙ୍କୁ ଏଠାରେ ବାହା ହେବା ପରେ ଯିବେ। ଆଉ ଜାଣିବାକୁ ମିଳିଛି ଯେ ସେହି ମହିଳା ଜଣଙ୍କ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ରହିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ମହିଳା ଜଣଙ୍କ ସେହି ଯୁବକ ଙ୍କୁ ଏବେ ବିବାହ କରିବା ପାଇଁ ଜିଦି କରି ବସିଛନ୍ତି। ଆଉ ଏଠାରେ ସେ କହିଛନ୍ତି ଯେ ଯୁବକ ଠାରୁ ବଡ଼ ଯାହା ଏକ ବଡ଼ ପ୍ରସଙ୍ଗ।
ଆଉ କହିବାକୁ ଗଲେ ସେହି ଯୁବକ ଜଣଙ୍କ ପ୍ରଥମ ରୁ ଜାଣିଥିଲେ ମହିଳା ଜଣଙ୍କ ବିବାହିତ ଓ ତାଙ୍କ ଠାରୁ ବଡ଼ ହେଲେ ମଧ୍ୟ ପ୍ରେମ କରିଥିଲେ ଆଉ ଏହାକୁ ନେଇ ଏବେ ମହିଳା ଅଭିଯୋଗ ଆଣିଛନ୍ତି। ଆଉ ଏହିଠାରେ କହିଛନ୍ତି ଯେ ସେ ବାହାହେବା ପାଇଁ ରାଜି ଅଛନ୍ତି କିନ୍ତୁ ତାଙ୍କ ଘର ଲୋ ଜବରଦସ୍ତ ଆଉ ଗୋଟିଏ ଜାଗା ରେ ବିବାହ କରି ଦେଇଛନ୍ତି। ସେ ସେହି ମହିଳା ଜଣଙ୍କ ଏବେ ବାହାହେବା ପାଇଁ ଥାନା ଆଗରେ ବସିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହି ଘଟଣା କୁ ନେଇ ସମାଜ ବିରୋଧ କରୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।