ମୁଁ ଗୋଟେ ପୁଅ ହେଇକି ମୋତେ ପରିହାସ କରୁଛନ୍ତି ,ମୁଁ ଶାଶୁର ଲୁଗା ଟେକିଦେଇଛି କହି 7 ଦିନ ଜେଲରେ ପୁରେଇ ଦେଲେ… ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

ତେବେ ପୁଣି ଏଠି ସ୍ୱାମୀ ସ୍ତ୍ରୀ ଙ୍କ ପ୍ରେମ ବିବାହ ରେ କଳଙ୍କ ଲାଗିଛି ଯାହାକି ଏହି ସମାଜ ରେ ଏଭଳି ଘଟଣା ପ୍ରାୟ ଘଟି ଆସୁଛି | ଘଟଣା ଟି ହେଉଛି, ଉଭୟ ସ୍ୱାମୀ ସ୍ତ୍ରୀ ପ୍ରେମ କରି ବିବାହ କରି ଥିଲେ ଏବଂ କିନ୍ତୁ ସେ ପ୍ରେମ ଆଉ ନାହିଁ, ସ୍ତ୍ରୀ ବାପ ଘରକୁ ଚାଲି ଗଲେ ନା ଘରକୁ ଫେରୁଛନ୍ତି ନା ସ୍ୱାମୀ ସହ କୌଣସି ପ୍ରକାର ର ଆଉ ସମ୍ପର୍କ ରଖୁଛନ୍ତି | ଏବେ ସ୍ୱାମୀ ଭୁବନେଶ୍ୱର ରେ ଆସି ପହଞ୍ଚିଛନ୍ତି ଥାନାରେ ଅଭିଯୋଗ କରିବେ ବୋଲି, କାରଣ ଥାନାରେ ଲିଖିତ ଅଭିଯୋଗ କଲେ କିନ୍ତୁ ଥାନାରେ ଶୁଣିଲେ ନାହିଁ | ଏସିପି ଙ୍କ ପାଖରେ ଲିଖିତ ଅଭିଯୋଗ କଲେ ଏସିପି ମଧ୍ୟ ଶୁଣିଲେ ନାହିଁ ଆଉ ପରବର୍ତ୍ତୀ ସମୟ ରେ ଏବେ ସ୍ୱାମୀ ଉପର

ମୋର ଭୁଲ ଥିଲା ପ୍ରେମ କରିକି ବାହା ହେବାଟା ବାପା ମା ଙ୍କ କଥାରେ ଯଦି ବାହା ହେଇ ଥାଆନ୍ତି ତେବେ ହୁଏତ ମୁଁ ଆଜି ଭଲ ରେ ଥାଆନ୍ତି | ପ୍ରେମ କରିକି ଯୋଉ ଭୁଲ ମୁଁ କରିଛି ତାକୁ ଆଉ ପଛକୁ ଫେରେଇ ହେବନି | ମୁଁ 2014 ରେ ପ୍ରେମ ବିବାହ କରି ଥିଲି ଆଉ 2018 ପର୍ଯ୍ୟନ୍ତ ସବୁକିଛି ଭଲ ଚାଲି ଥିଲା ବୋଲି କହି ଥିଲେ | ସ୍ୱାମୀ ଙ୍କ କହିବା ଅନୁଯାଇ ମଝିରେ ସ୍ୱାମୀ ସ୍ତ୍ରୀ ଏବଂ ସ୍ୱାମୀ ଙ୍କର ଆଉଜଣେ ସାଙ୍ଗ ଆଉ ତାଙ୍କ ସ୍ତ୍ରୀ ହାଇଦ୍ରାବାଦ ବୁଲିବା ପାଇଁ ଯାଇ ଥିଲେ | ତେବେ ହାଇଦ୍ରାବାଦ ରୁ ବୁଲି ଆସିବ ପରେ ତାଙ୍କ ସାଙ୍ଗ ସହିତ ସ୍ତ୍ରୀ ଙ୍କର ସମ୍ପର୍କ ସ୍ଥାପନ ହୋଇ ଥିଲା ଏବଂ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ପ୍ରାୟ ସମୟ ଝଗଡା ହେଉ ଥିଲା |

ଏହାପରେ ସାଙ୍ଗ ଜଣଙ୍କ ସ୍ୱାମୀ ନଥିବା ସମୟରେ ବାରମ୍ବାର ଆସି ସ୍ତ୍ରୀ ସହ ଖରାପ ସମ୍ପର୍କ ରେ ରହିଲା ଏବଂ ସ୍ୱାମୀ ଯେତେ କହିଲା ପରେ ବି ସେ ସମ୍ପର୍କ ରେ ରହିଲା | ତେବେ ସ୍ୱାମୀ ଭରତ ସାହୁ ଯେତେ ବେଳେ ଶଶୁର ଘର ଲୋକ ଙ୍କୁ ତାଙ୍କ ଝିଅ ସମ୍ପର୍କ ରେ କହିଲେ କେହି ତାଙ୍କ କଥା ବିଶ୍ୱାସ କଲେ ନାହିଁ ଏବଂ ଓଲଟି କହିଲେ କି ଆମ ଝିଅ ଭଲ ଆଉ ମତେ ଶଶୁର ଘର ଲୋକ ବହୁତ ବାଡ଼ାବାଡ଼ି କଲେ |

ତେବେ ଭରତ ସାହୁ ଥାନାରେ ଅଭିଯୋଗ କରି ଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉ ନାହିଁ | ତେବେ ସ୍ୱାମୀ ଭରତ ସାହୁ କହିଛନ୍ତି କି ମୁଁ ଗୋଟେ ପୁଅ ବୋଲି ମତେ ନ୍ୟାୟ ଦେବା ପାଇଁ କେହି ନାହିଁ ଆଜିକାଲି ସମାଜ ରେ ପୁଅ ମାନେ କେବଳ ନିର୍ଯ୍ୟାତିତ ହେଉଛନ୍ତି | ଗୋଟେ ନାରୀ ସବୁ ବେଳେ ନ୍ୟାୟ ପାଉଛି କିନ୍ତୁ ଗୋଟେ ପୁଅ ପରିହାସ ପାଉଛି ଏଇଟା ଗୋଟେ ଲଜ୍ୟା ର ବିଷୟ ବୋଲି ସ୍ୱାମୀ ଜଣଙ୍କ ନ୍ୟାୟ ଦାବି କରି ମିଡ଼ିଆ ସାମ୍ନାରେ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment