ମୁଁ ଯାହା କହିଲି ବର୍ଷା ସେ କଥାରେ ରାଜି ହେଲା ..ମୁଁ ତାକୁ କଲ୍ କରିବିନି ..ସେ ମଝିରେ ମଝିରେ କଲ୍ କରିବ… କଣ ହେଲା ସମାଧାନ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଅଟୋ ଚାଳକ ଟୁଙ୍ଗୁରୁ ଭୋଳ ଏବେ ଚର୍ଚ୍ଚା ରେ ତାଙ୍କ ପ୍ରେମ କାହାଣୀ| ଗତ କିଛି ଦିନ ଆଗରୁ ଟୁଙ୍ଗୁରୁ ଓ ବର୍ଷା ଙ୍କ ବିଷୟରେ ଯାହା ସବୁ ହେଇଥିଲା ତାହା ଆପଣ ମାନେ ଜାଣିଛନ୍ତି, ଭଲ ପାଇ ଧୋକା ଦେଇଥିବା ଅଭିଯୋଗ ରେ ଟୁଙ୍ଗୁରୁ ଭୋଳ ଙ୍କୁ ଥାନା ର ଦ୍ୱାରସ୍ଥ ହେବାକୁ ପଡିଥିଲା ଓ ସେ ଥାନାରେ ଦୁଇ ଦିନ ଧରି ରହିଥିଲେ ହେଲେ ଏବେ ସେ ବାହାରି ଆସିଛନ୍ତି ଥାନାରୁ| ଥାନାରୁ ବାହାରି ଆସି କିଛି ଏମିତି ଉକ୍ତି ରଖିଛନ୍ତି ଟୁଙ୍ଗୁରୁ ଭୋଳ ଯାହା ଏବେ ଧୀରେ କରି ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଥାନା ରୁ ଫେରିବା ପରେ କଣ କହିଛନ୍ତି ଟୁଙ୍ଗୁରୁ ଭୋଳ ସେ ବିଷୟରେ ନଜର ପକାଇବା |

ବେଶ କିଛି ଦିନ ଆଗରୁ ଆପଣ ମାନେ ଜାଣିଥିବେ ଟୁଙ୍ଗୁରୁ ଭୋଳ ଙ୍କୁ ଓ ତାଙ୍କ ଭଲ ପାଇବା ବିଷୟରେ ହେଲେ ଭଲ ପାଇ ଧୋକା ଦେଇଥିବା କାରଣ ରୁ ତାଙ୍କ ପ୍ରେମିକା ବର୍ଷା ସ୍ଥାନୀୟ କିଛି ମହିଳା ଙ୍କୁ ନେଇ ସେ ବିବାହ କରିବା କୁ ଯାଉଥିବା ମନ୍ଦିରେ ପହଞ୍ଚିଥିଲେ | ତାପରେ ସେଠାରେ ସିଏ ବାହାଘର ଭାଙ୍ଗିବା ସହିତ ଥାନାରେ ଅଭିଯୋଗ କରି ସେ ଟୁଙ୍ଗୁରୁ ଙ୍କୁ ଥାନାରେ ପୁରାଇଦେଇଥିଲେ ଓ ନିଜେ ଥାନା ବାରଣ୍ଡା ବସି ଟୁଙ୍ଗୁରୁ ଙ୍କୁ ବିବାହ କରିବେ ବୋଲି ଜିଦ ଧରିବସିଥିଲେ ଯାହା ଆପଣ ମାନେ ସୋସିଆଲ ମିଡିଆରେ ଭାଇରଲ ହେଇଥିବା ଭିଡ଼ିଓ ରେ ଦେଖିଥିବେ| ହେଲେ ଏବେ ଟୁଙ୍ଗୁରୁ ଭୋଳ ଥାନାରେ ଦୁଇ ଦିନ ରହି ଫେରି ଆସିଛନ୍ତି ଓ ଗଣ ମାଧମ ଆଗରେ କିଛି ଏମିତି କହିଛନ୍ତି, ତାହାଲେ କଣ କହିଛନ୍ତି ଟୁଙ୍ଗୁରୁ ଆସନ୍ତୁ ସେ ବିଷୟରେ ଜାଣିବା |

ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ୱର ରେ ଘଟିଥିବା ଟୁଙ୍ଗୁରୁ ଓ ବର୍ଷା ଙ୍କ ଭଲ ପାଇବା ଘଟଣା ଏବେ ମଧ୍ୟ ଚର୍ଚ୍ଚା ରେ ଅଛି, ଦୁଇ ଦିନ ଧରି ଥାନାରେ ଥିବା ଟୁଙ୍ଗୁରୁ ଏବେ ଫେରି ଆସିଛନ୍ତି ଓ କହିଛନ୍ତି ମୋତେ ବର୍ଷା ଫୋସେଇ ଦେଇଛନ୍ତି, ସେ କହିଛନ୍ତି ମୋତେ ବର୍ଷା ଅଟୋ ଭଡ଼ା ନବା ପାଇଁ ଡାକିଥିଲେ ଓ ମୁଁ ଯାଇଥିଲେ ହେଲେ ଜାଣି ନଥିଲେ ମୁଁ ଏମିତି ଫୋସି ଯିଵି ବୋଲି|

ନହେଲେ ସିଏ କିଏ ମୁଁ ଜାଣି ନଥିଲି କି ତାଙ୍କୁ ଆଗରୁ କେବେ ଦେଖି ନଥିଲି, ଏହି ପରି ଭାବରେ ଥାନାରେ ସେ ବର୍ଷା ଙ୍କ ଆଗରେ କହିଥିଲେ ଓ ବର୍ଷା ତାହା ମାନି ଥିଲେ ଏହି ପରି ଭାବରେ ଟୁଙ୍ଗୁରୁ ତାଙ୍କର ଉକ୍ତି ରଖିଥିଲେ ଗଣମାଧ୍ୟମ ଆଗରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଓ ଲୋକଙ୍କ ବିଭିନ୍ନ ମୋତ ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment