ମୁଁ କଣ ରାନୀ ପଣ୍ଡା ଭଳିଆ ବ୍ଲାଉଜ ଖୋଲି ଦେଖେଇ ଦେଇଛି ନା କାହାକୁ ଭାଷା କହୁଛି,ସେ କଣ କହିବ ମୋ… ଏ ନେଇ କଣ କହିଲେ ରାନୀ ପ୍ରିୟଦର୍ଶନୀ, ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ବର୍ତ୍ତମାନ ଏଭଳି ଏକ ଘଟଣା ଯାହା ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଯାହା କୁହାଯାଉଛି କି ରାଣୀ ପ୍ରିୟଦର୍ଶିନୀ ଙ୍କ ଡାନ୍ସ ପ୍ରଗ୍ରାମ କୁ ନେଇକି | ଆଉ ଯେଉଁଠି ଅଶ୍ଳୀଳ ଭାବରେ ଡାନ୍ସ ପିନ୍ଧିକି ଷ୍ଟେଜ ଉପରେ ନାଚିବା କାରଣ ରୁ ଏଭଳି କିଛି ଘଟିଛି ବୋଲି କୁହାଯାଉଛି | ତେବେ ଏହି କଥା କୁ ତୀବ୍ର ବିରୋଧ କରିକି କହିଛନ୍ତି କି ସେ ଯେହେତୁ ଆଇଟମ ଡାନ୍ସ ର ତେଣୁ ସେ ସେମିତି ଆଇଟମ ଡାନ୍ସ କରିଛନ୍ତି | ଆଉ ରମ୍ଭା , ମେନକା ଯେତେବେଳେ ନୃତ୍ୟ କରୁଥିଲେ ସେତେବେଳେ କିଛି ନ ଥିଲେ ତେବେ ଏବେ କଣ ପାଇଁ ତାଙ୍କ ଉପରକୁ ମହିଳା ଜଣଙ୍କ କହୁଛନ୍ତି ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ରାଣୀ ପ୍ରିୟଦର୍ଶିନୀ ଙ୍କର କହିବା କଥା କି ମହିଳା ଜଣଙ୍କ ଭଦ୍ର ହୋଇଥିଲେ ଏହିଭଳି କିଛି କାମ କରି ନ ଥାଆନ୍ତେ | ତାହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ସେ ସେମିତି ଅଶ୍ଳୀଳ ଡାନ୍ସ କରିଥାନ୍ତେ ତାହେଲେ ତାଙ୍କ ପାଇଁକି ପାଞ୍ଚ ହଜାର ଲୋକ ବସିଥିଲେ ତେବେ କେହି ସେ କଥା କୁ ବିରୋଧ କରୁ ନ ଥିବା ବେଳେ ସେ ମହିଳା ଜଣଙ୍କ କାହିଁକି ଏମିତି କରିଥିଲେ ବୋଲି | ଆଉ ସେ କହିଛନ୍ତି କି ତାଙ୍କୁ ବ୍ଲେମ କରିବା ପାଇଁକି ଏହିଟା ଗୋଟିଏ ପ୍ରିପ୍ଲାନ ବୋଲି ମଧ୍ୟ କହିଛନ୍ତି ରାଣୀ |

ତେବେ ରାଣୀ କହିଛନ୍ତି କି ସେ ଅନ୍ୟ ମାନଙ୍କ ଭଳି ବ୍ଲାଉଜ ତ ଖୋଲି ନାହାନ୍ତି ନାଁ ତାହା ସହିତ ସେ ଆଉ କିଛି ଖରାପ କାମ କରୁ ନାହାନ୍ତି ତେବେ ତାଙ୍କ ସହିତ ମହିଳା ଜଣଙ୍କ ଏମିତି କରିକି ସମ୍ପୂର୍ଣ୍ଣ ଭୁଲ କରିଛନ୍ତି | ଆଉ ଯେଉଁଠି ରାଣୀ ମଧ୍ୟ କହିଛନ୍ତି କି ଯେତେବେଳେ ରାଣୀ ପ୍ରିୟଦର୍ଶିନୀ ଭଦ୍ରକ ରେ ବନ୍ୟା ସମୟରେ ଧାମନଗର କୁ ଯାଉଥିଲେ ଆଉ ସେଠାରେ ଲୋକ ମାନଙ୍କୁ ସାହାଯ୍ୟ କରୁଥିଲେ ସେତେବେଳେ କାହିଁ ତାଙ୍କର କଥା ମହିଳା ଜଣଙ୍କ କହି ନ ଥିଲେ | ତେଵେବ ଏବେ କାହିଁକି ଡାନ୍ସ କଥା ଉଠୁଛି ବୋଲି |

ତାହା ବ୍ୟତୀତ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି କି ଯେହେତୁ ସେ ଜଣେ ଆଇଟମ ଡାନ୍ସ ର ଆଉ ସେଥିପାଇଁ ସେ ଏହିଭଳି ଡାନ୍ସ କରି ଫେମସ ହେଉଛନ୍ତି ଆଉ ଦର୍ଶକ ମାନେ ମଧ୍ୟ ପସନ୍ଦ କରୁଛନ୍ତି | ତେବେ ତାଙ୍କର କହିବା କଥା ଏହି କଥା ଟି ଘଟିବା ପରେ ସମସ୍ତେ ରାଣୀ ଙ୍କୁ ଅଧିକ ଭଲ ଭାବରେ ଜାଣି ଯାଇଛନ୍ତି ଗାଁ ଗଣ୍ଡା ରେ, ଆଉ ଏତେ ତାଙ୍କର ଟନ କୁ ମଧ୍ୟ ଶୁଣିକି ଲୋକ ମାନେ ଜାଣି ନେଉଛନ୍ତି କି ସେ ରାଣୀ ବୋଲି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment