Exclusive : ମୁଁ ଓଡିଶା ସରକାରଙ୍କୁ ଅନୁରୋଧ କରୁଛି ମୋତେ ନ୍ୟାୟ ମିଳୁ ,ଟୁଙ୍ଗୁରୁକୁ ଦଣ୍ଡ ମିଳୁ: ଏ ନେଇ କଣ କହୁଛନ୍ତି ବର୍ଷା ଭୋଳ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି ଗୋଟିଏ ଘଟଣା ବେଶ କିଛି ଦିନ ହେଲା ଚାଲିଛି, ଯାହା ସାରା ଓଡ଼ିଶାର ସବୁ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି ସେହି ବର୍ଷା ଓ ଟୁଁଙ୍ଗୁରୁ ଙ୍କ କଥା | ତେବେ ସେହି ବର୍ଷା ଓ ଟୁଁଙ୍ଗୁରୁ ଭୋଳ ଙ୍କ ସମ୍ପର୍କ କୁ ନେଇକି ସେସିଆଲ ମିଡ଼ିଆରେ ବର୍ଷା ଓ ଟୁଙ୍କୁରୁ ଗୀତ ଗାଇବା ସହିତ ମ୍ୟୁଜିକ ଭିଡିଓ ମଧ୍ୟ ବନେଇଥିଲେ |କିନ୍ତୁ ଏହାକୁ ନେଇକି ସମସ୍ତଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ଆଉ ଆମ ଯୁବ ପିଢ଼ି ମାନେ ତାଙ୍କର ଏହି ସମ୍ପର୍କ କୁ ନେଇକି ବିଭିନ୍ନ ପ୍ରକାରର ଭିଡିଓ ତିଆରି କରୁଛନ୍ତି, ଆଉ ଯାହା ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ତେବେ ବର୍ଷା ଏହି ସବୁ ଯୋଉ ଅନ୍ତରଙ୍ଗ ଫୋଟ ଭାଇରାଲ ହେଉଛି ତାହା ପଛରେ ମଧ୍ୟ ଟୁଁଙ୍ଗୁରୁ ଦାୟୀ ଓ ସେ ଯୁବ ପିଢ଼ି ମାନଙ୍କୁ ଖରାପ ଭିଡିଓ ତାଙ୍କ ନାଁରେ ବନାଇବା ପାଇଁ ମନା କରିଛନ୍ତି | ତେବେ ନିଜର ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ଟୁଁଙ୍ଗୁରୁ ପାଇଁ ପଳେଇ ଆସିଥିଲି କିନ୍ତୁ ସେ କରିଲେ କଣ | ମତେ ଧୋକା ଦେଇ ମୋ ସହିତ ଅନ୍ତରଙ୍ଗ ଫୋଟ ଉଠେଇ ଏବେ ଧୋକା ଦେଉଛନ୍ତି |ଆହୁରି ମଧ୍ୟ କହୁଛନ୍ତି କି ଯୋଉ କଥାକୁ ଭାଇରାଲ କରାଉଛନ୍ତି ଟୁଁଙ୍ଗୁରୁ କହୁଛନ୍ତି କି ତାଙ୍କ ଭିତରେ କୋୖଣସି ସମ୍ପର୍କ ନାହିଁ ତାହା ସମ୍ପୂର୍ଣ୍ଣ ମିଛ ଅଟେ | ତେବେ ଟୁଁଙ୍ଗୁରୁ ଯାହା କରିଛନ୍ତି କଣ ସବୁ ଠିକ କରିଛନ୍ତି |

ବର୍ଷା ଭୋଳ ଙ୍କର ଏବେ ଗୋଟିଏ ଅଭିଯୋଗ ଯଦି ଏପରି ଜଣେ ନାରୀଙ୍କୁ ସ୍ୱାମୀ ଓ ଛୁଆଙ୍କ ଠୁ ଅଲଗା କରି ଯୋଉ ଧୋକା ଦେଇଛନ୍ତି, ତାହା କଣ ଠିକ କରିଛନ୍ତି ଟୁଁଙ୍ଗୁରୁ |ଯଦି ଏପରି ସମାଜରେ ଚାଲିବ ଆଉ ଟୁଁଙ୍ଗୁରୁ ଯେମିତି ମତେ ଭଲ ପାଇବାର ବାହାନା କରି ମୋ ସହିତ ଶାରୀରିକ ସମ୍ପର୍କ ରଖିକି ଏବେ ମତେ ଛାଡି ଦେଇକି ଚାଲିଯାଉଛନ୍ତି | ଆଉ ମତେ ଯେମିତି ନ୍ୟାୟ ନ ମିଳିଲା ଓ ଟୁଁଙ୍ଗୁରୁ ଙ୍କୁ ଯେମିତି ଖୋଲାସ କରି ଦିଆ ଗଲା |ସେମିତି ଘଟଣା ଯେମିତି ଆଉ କୋଉ ଝିଅ ସହିତ ନ ଘଟୁ ଓ ସେମାନଙ୍କ ଜୀବନ ଯେମିତି ମୋ ଭଳି ବର ବାଦ ନ ହୋଉ, ଏହି ଭଳି କହିଛନ୍ତି ବର୍ଷା ମିଡ଼ିଆ ସାମ୍ନାରେ |

ଆହୁରି ମଧ୍ୟ ବର୍ଷା ହାତ ଯଡ଼ି କହିଛନ୍ତି କି ଯଦି ମୋତେ ଫିଲ୍ମ ପାଇଁ ସୁଯୋଗ ଦିଆ ଗଲାଣି, ତାହେଲେ କାହିଁକି ଆମର ଏପରି ଖରାପ ଭିଡିଓ ବନେଇକି ସେସିଆଲ ମିଡିଆରେ ଭାଇରାଲ କରାଯାଉଛି |ତେଣୁ ବର୍ଷା ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି କି ଆଜି ଯୋଉ ଯୁବ ପିଢ଼ି ଓ ବାପା ଭାଇ ମାନେ ଆମର ଏହି ଭଳି ଭୁଲକୁ ନେଇକି ଯୋଉ ସମାଜରେ ଆମର ଖରାପ ଭିଡିଓ କରିକି ସେସିଆଲ ମିଡିଆରେ ଭାଇରାଲ କରୁଛନ୍ତି | ତାହାକୁ ଦୟାକରି ଵନ୍ଦ କରନ୍ତୁ, ଆଉ ମତେ ନ୍ୟାୟ ଦିଅନ୍ତୁ ଯେପରିକି ଟୁଁଙ୍ଗୁରୁ ଭଳି ଆଉ କୋଉ ପୁଅ ଭୁଲ ନ କରନ୍ତୁ | ତେବେ ବର୍ଷା ର ଏହି କଥା ତି ବର୍ତ୍ତମାନ ସେସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment