ମୁଁ ରାଇକୁ ଗୋଟିଏ ଚାପୁଡ଼ା ମାରିଥିଲି ଆଉ କହିଥିଲି “କ’ଣ ଏଇଆ କରିବାକୁ ଆସିଥିଲୁ ?” – ଅଶ୍ରୁମୋଚନ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଜର ଅଭିନୟ ମାଧମ ରେ ଅନ୍ୟ କୁ କଂଦେଉଥିବା ରାଇମୋହନ ପରିଡା ଆଜି ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି ସତ ହେଲେ ତାଙ୍କର ସମସ୍ତ ଅବଦାନ ଯାହା ସିଏ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଦେଇଛନ୍ତି ତାହା ଅତୁଳନୀୟ, | ଓଡ଼ିଆ ଚଳଚ୍ଚିତ୍ର ହଉ ନହେଲେ ବାଙ୍ଗଳା ହଉ ସେ ତାଙ୍କର ଅଭିନୟ ର ଚତୁରତା ରେ ସାରା ଓଡିଶା ବାସୀ ଙ୍କ ମନରେ ଘର କରିଥିଲେ| ଜୀବନ ର ବହୁତ ବାଧା ବିଘ୍ନ ପରେ ବି ସେ ନିଜକୁ କେବେ ବି କାପୁରୁଷ ଙ୍କ ଭଳି ବଞ୍ଚିବା କୁ ଦେଇନାହାନ୍ତି ହେଲେ ସେ ଯେ ଏମିତି କରିବେ ତାହା କେହି ବିଶ୍ୱାସ କରି ପାରୁନାହାନ୍ତି, ମୃତ୍ୟ ର ନିଦ୍ରା ରେ ରାଇମୋହନ ଶୋଇଯାଇଛନ୍ତି ସତ ହେଲେ ଓଡିଶା ବାସୀ ଙ୍କ ମନରେ ସେ କେବେ ମରିବେ ନାହିଁ |

ରାଇମୋହନ ପରିଡା ଯିଏ ନିଜର ସାରା ଜୀବନ ଚଳଚ୍ଚିତ୍ର ରେ କୋଟେଇଦେଲେ 1963 ମସିହା ଜୁଲାଇ 10 ତାରିଖ ରେ ଭୁବନେଶ୍ୱର ରେ ସେ ଜନ୍ମ ଗ୍ରହଣ କରିଥିଲେ| ତାପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ରେ ସେ ତାଙ୍କର ପାଠ ପଢା ଜୀବନ ଆରମ୍ଭ କରିଥିଲେ ଓ ତାପରେ ସେ କରଞ୍ଜିଆ ରେ ସେ ଗ୍ରାଜୁଏସନ ପାସ କରି ଥିଲେ ଏହି ପରି ଭାବରେ ସେ ତାଙ୍କ ପାଠ ପଢା ଜୀବନ ଶେଷ କରିଥିଲେ |ତାପରେ ପ୍ରଥମ ଥର ସିନେମା ଜଗତ ପ୍ରବେଶ ପାଇଁ ଅଶ୍ରୁ ବଚନ ଙ୍କ ସହତ ସେ ତାଙ୍କର ଜୀବନ ଆରମ୍ଭ କରିଥିଲେ ଓ ତାଙ୍କର ପ୍ରଥମ ସିନେମା ସାଗର ଚଳଚ୍ଚିତ୍ର ରେ ସେ ବହୁତ ଭଲ ଅଭିନୟ କରିଥିଲେ ସେଇ ଠାରୁ ଆରମ୍ଭ ହେଇଥିଲା ତାଙ୍କର କାରିଅର ଓ ଧୀରେ ଧୀରେ ତାଙ୍କର ସମସ୍ତ ଚଳଚ୍ଚିତ୍ର ଦର୍ଶକ ମାନଙ୍କ ମନରେ ଘର କରି ସାରିଥିଲା |

ରାଇମୋହନ ପରିଡା କେବେଳ ଓଡ଼ିଆ ଚଳଚ୍ଚିତ୍ର ନୁହେଁ ସେ ବହୁତ ଯାତ୍ରା ମାନ କରିଥିଲେ ସେ 100 ଟି ଓଡ଼ିଆ ଚଳଚ୍ଚିତ୍ର କରିଥିବା ବେଳେ 15 ଟି ବଙ୍ଗଳା ଚଳଚ୍ଚିତ୍ର ମଧ୍ୟ ସେ ଅଭିନୟ କରିଥିଲେ,ହେଲେ ତାଙ୍କର ଏହି ଅଭିନୟ ଭିତରେ ସେ ନିଜକୁ ପୁରା ପୁରି ହେଜେଇଦେଇଥିଲେ ବି ପ୍ରକୁତ ଜୀବନ ତାଙ୍କର କଣ ଚାଲିଥିଲା ସେ କଥା ବୋଧେ କେହି ଜାଣିନଥିଲା |ଯାହା ଫଳରେ ସେ ନିଜକୁ ଫାଶୀ ଲଗାଇ ଦେଇ ଆଜି ସାରା ଓଡିଶା ବାସୀ ଙ୍କୁ ଏକା କରି ଚାଲିଯାଇଛନ୍ତି ।

ହେଲେ ତାଙ୍କର ସେଇ ଅଭୁଲା ସମୁର୍ତ୍ତି ଓଡିଶା ବାସୀ ଙ୍କ ମନରେ ଚିରନ୍ତନ ପାଇଁ ସାଇତି ରହିବ| ରାଇମୋହନ ପରିଡା ଆଜି ନାହାନ୍ତି ସତ ହେଲେ ଦୁଃଖ ର ଦରିୟା ରେ ଖାଲି ତାଙ୍କ ପରିବାର ନୁହେଁ ସାରା ଓଡିଶା ଆଜି ବିୟୋଗ ରେ କାନ୍ଦୁଚି କହିଲେ କିଛି ଭୁଲ ହେବ ନାହିଁ, ଏହା ହେଉଛି ରାଇମୋହନ ଙ୍କ ପାଇଁ ଓଡିଶା ବାସୀ ଙ୍କ ଭଲ ପାଇବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment