ତେବେ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କୁନି ସିଙ୍ଗର ଶାନ୍ତନୁ ଙ୍କ କଥା | ଯିଏ କି ତାଙ୍କର ସ୍ବରର ଯାଦୁରେ ସମସ୍ତଙ୍କ ମନ କୁ ବେଶ ଆକୃଷ୍ଟ କରେଇ ପାରିଥିଲେ | ତେବେ ଆପଣ ମାନେ ଜାଣିଥିବେ ବଡ଼ କଳାକାର ଆପେକ୍ଷା ଛୋଟ କଳାକାର ମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି | ଆଉ କୁନି କଳାକାର ଙ୍କ କଳା ଆଉ ପ୍ରତିଭା ରେ ସମସ୍ତେ ବେଶ ଆକୃଷ୍ଟ ହୋଇଯାଇଥାନ୍ତି | ତେବେ ସେମିତି ଜଣେ କଳାକାର ଓ ଜଣେ ଲୋକ ପ୍ରିୟ କୁନି ସିଙ୍ଗର ଭାବରେ ପ୍ରସଂଶା ଅର୍ଜନ କରିଥିବା ଶାନ୍ତନୁ ଙ୍କ ବିଷୟରେ ଆସନ୍ତୁ ଅଧିକ ଆଲୋଚନା କରିବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଶାନ୍ତନୁ ଯିଏକି ପ୍ରଥମେ ସିଦ୍ଧାନ୍ତ ଟିଭି ରେ ହେଉଥିବା ନୂଆ ସ୍ୱର ଅଡିସନ ରେ ଭାଗ ନେଇଥିଲେ | ଆଉ ସେହି ଅଡିସନ ରେ ଥିବା ଜୋର୍ଜ ମାନଙ୍କୁ ତାଙ୍କ ସ୍ୱର ର ଯାଦୁ ରେ ଏମିତି ପାଗଳ କରେଇଥିଲେ କି ଯିଏ ବି ଦେଖିବ ସିଏ ନିଶ୍ଚୟ ଭାବରେ ଶାନ୍ତନୁ ର ପ୍ରସଂଶା ନ କରିକି ରହି ପାରିବ ନାହିଁ | ତେବେ ସେହି ଭଳି ଭାବରେ ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ରହି ଯାଇଥିଲେ ଶାନ୍ତନୁ |
ଆଉ ଏବେ ତାଙ୍କର କଣ୍ଠ ରୁ ବିଭିନ୍ନ ପ୍ରକାରର ଗୀତ ନୂଆ ନୂଆ ରିଲିଜ ହେବାରେ ଲାଗିଛି | ଆଉ ସେ ନିଜର ସ୍ୱର ର ଯାଦୁରେ ମଧ୍ୟ ଦର୍ଶକ ମାନଙ୍କ ମନକୁ ଆକୃଷ୍ଟ ମଧ୍ୟ କରାଉଛନ୍ତି | ଆଉ ଶାନ୍ତନୁ ଙ୍କୁ ମିଡ଼ିଆ ଭାଇ ମାନେ ଭେଟିଥିଲେ , ଆଉ ତାଙ୍କୁ ପଚାରିଥିଲେ କି ତାଙ୍କ ଜୀବନର ଲକ୍ଷ୍ୟ କଣ ଅଛି, ବଡ଼ ହେଇକି ଶାନ୍ତନୁ କଣ ହେବାକୁ ଚାହୁଁଛନ୍ତି ବୋଲି | ଆଉ ଶାନ୍ତନୁ କହିଥିଲେ କି ବଡ଼ ହେଇକି ସେ ସାଉଥ ହିରୋ ହେବା ପାଇଁ ଚାହୁଁଛନ୍ତି ବୋଲି | ଆଉ ତାଙ୍କର ସୁନ୍ଦର ସୁମଧୁର କଣ୍ଠରେ ସେ ଏକ ଗୀତ ମଧ୍ୟ ଗାଇଥିଲେ |
ଏହିରୁ ମଧ୍ୟ ଶାନ୍ତନୁ ଏକ ଷ୍ଟେଜ ଶୋ ପ୍ରଫେସନାଲ ଇଚିଭମେଣ୍ଟ ଆୱାର୍ଡ ରେ ଯୋଗ ଦେଇଥିଲେ | ଆଉ ସେ ସେହି ଷ୍ଟେଜ ରେ ବହୁତ ସୁନ୍ଦର ଭାବରେ କୁନି ଓଠ ରେ ସଂଗୀତ ପ୍ରଦର୍ଶନ କରିଥିଲେ | ଆଉ ତାଙ୍କର ସ୍ୱର ର ଯାଦୁ ଏତେ ଅଧିକ ଥିଲା କି ତାହା ଦର୍ଶକ ମାନଙ୍କ ମନକୁ ବେଶ ଆକର୍ଷିତ ମଧ୍ୟ କରିଥିଲା |
ଆଉ ଲୋକ ମାନେ ଶାନ୍ତନୁ ଙ୍କ ଗୀତ କୁ ପ୍ରସଂଶା କରିବା ସାହିତ, ଆହୁରି ଅଧିକ ଗୀତ ଶୁଣିବା ପାଇଁ ଚାହୁଁଥିଲେ ଲୋକ ମାନେ | ଆଉ ସମସ୍ତ ଙ୍କ ମନରେ ଏକ ଜାଗା ବନେଇ ସାରିଛନ୍ତି ଶାନ୍ତନୁ | ଆଉ ତାଙ୍କର ସାଉଥ ହିରୋ ହେବା କଥା ସାଙ୍ଗକୁ ତାଙ୍କ କଣ୍ଠ ରୁ ନିର୍ଗତ ସ୍ୱର ସେସିଆଲ ମିଡ଼ିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗୁଛି | ଆଉ ବହୁତ ପ୍ରସଂଶା ର ପାତ୍ର ମଧ୍ୟ ହେଉଛନ୍ତି ଶାନ୍ତନୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।