ମୁଁ ତ ନରମ ନରମ ନିଆଳି ଛେନା… ମତେ ଗରମ ଗରମ ଖାଇବା ମନା ନାଚରେ ଘଟିଲା ଏମିତି ଅଘଟଣ… ଭିଡ଼ିଓ ଦେଖିଲେ ହୋସ ଉଡିଯିବ

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଷ୍ଟେଜ ଉପରେ ନାଚ ମାଧ୍ୟମରେ ଦର୍ଶକ ଙ୍କ ମନକୁ ଆକୃଷ୍ଟ କରାଉଥିବା ବେଳେ ଝିଅ ଜଣଙ୍କ ନିଜେ ଷ୍ଟେଜ ରୁ ଗଳି ପଡିଛନ୍ତି | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଭାବିବେ କି ନାଚୁଥିଲେ ହୁଅନ୍ତୁ ସାବଧାନ | ଆଉ ବୁଦ୍ଧି ବିଚାରି ସ୍ଥାନ କୁ ଦେଖିକି କରନ୍ତୁ ଡାନ୍ସ, ନହେଲେ ଏହିଭଳି ଷ୍ଟେଜ ରୁ ଗୋଳିପଡ଼ି ପାରନ୍ତି ଆପଣ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଭିଡିଓଟିରେ ଯାହା ଦେଖିବାକୁ ମିଳୁଛି କି ଝିଅ ଜଣଙ୍କ କରିବାକୁ ଲାଗିଛନ୍ତି ଡାନ୍ସ | ଆଉ ଗରମ ଗରମ ନିଆଳି ଛେନା, ତାକୁ ଗରମ ଗରମ ଖାଇବା ମନା ଗୀତ ରେ ସୁନ୍ଦର ଭାବରେ ଡାନ୍ସ ର ଯାଦୁ ଦେଖାଇଛନ୍ତି ଏହି ତରୁଣୀ ଯୁବତୀ ଜଣଙ୍କ | ଆଉ ସମସ୍ତଙ୍କୁ ମତୁଆଲା ମଧ୍ୟ କରେଇ ଥିବାର ଦେଝିବାକୁ ମିଳିଛି |ତେବେ ଏତେ ସବୁ ପରେ ଦେଖିବାକୁ ମିଳିଛି କି ନିଜର ଡାନ୍ସ ରେ ମୋତୁଆଲା କରୁଥିବା ଝିଅ ଜଣଙ୍କ ନିଜେ ଖସି ପଡିଛନ୍ତି ଷ୍ଟେଜ ରୁ | ଆଉ ଝିଅ ରି ଗଳି ପଡିବା ପରେ ଦର୍ଶକ ମାନେ ଏକ ପ୍ରାକାରର ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ଆଉ ଯେଉଁଠାରେ ଦେଖିବାକୁ ମିଳିଛି କି ଝିଅ ଜଣଙ୍କ ଗଳି ପଡିବା ପରେ ସାମ୍ନା ରେ ଥିବା ଯୁବକ ମାନେ ଓ ଡାନ୍ସ କମିଟିରେ ଥିବା ମେମ୍ବର ମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ବାହାରି ପଡିଥିଲେ | ତାହା ସହିତ ତାଙ୍କୁ ଉଠାଇ ଷ୍ଟେଜ ଉପରକୁ ମଧ୍ୟ ନେଇଯାଉଥିବାର ଦେଖିବାକୁ ମିଳିଛି, ତେବେ ଯୁବତୀ ଜଣଙ୍କ ଟିକିଏ ବି ନିଜ କଷ୍ଟ କୁ ଦର୍ଶକ ମାନଙ୍କ ଆଗରେ ପ୍ରକାଶ ନ କରିକି ପୁଣି ଥରେ ଡାନ୍ସ କରିବାକୁ ଲାଗିଛନ୍ତି ନିଜ ର ଡାନ୍ସ, ଆଉ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରେଇଛନ୍ତି |

ଆଉ ଯେଉଁଠି କୁହାଯାଉଛି କି ଆପଣ ମାନେ ମଧ୍ୟ ଯଦି ଷ୍ଟେଜ ରେ ନାଚୁଛନ୍ତି ତାହେଲେ ଟିକିଏ ସାବଧାନ ହେଇଯାଆନ୍ତୁ |ଆଉ ଚାରି ଆଡକୁ ଲକ୍ଷ୍ୟ କରିକି ଡାନ୍ସ କରନ୍ତୁ ବୋଲି କୁହାଯାଇଛି | ତେବେ ଏହିଭଳି ଏକ ଭିଡିଓ କୋଉଠିକାର କିଛି ଜଣା ପଡିନି | କିନ୍ତୁ ଏକ ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦେଖିବା ପରେ ଲୋକ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଥିବାର ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment