ସିମରନଙ୍କ ଶେଷ ଚିଠି… ମୁଁ ତୁମ ଖୁସି ନୁହେଁ, ତୁମ ଜୀବନକୁ ଆଉ ଫେରିବିନି’ ଲେଖି ବୈତରଣୀକୁ ଡେଇଁ ପଡ଼ିଲେ… ଦେଖନ୍ତୁ Video

ଏବେ ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯେଉଁଠାରେ ପ୍ରେମ ପାଇଁ ଜୀବନ ଗଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଆଉ ସେହିଠାରେ ମଧ୍ୟ ସେହି କିଛି ହାତ ଲେଖା ଚିଠି ମଧ୍ୟ ମିଳିଛି। ଆଉ ପ୍ରେମିକ ର କିଛି ଭୁଲ ପାଇଁ ପ୍ରେମିକା ଜଣଙ୍କ ଆଜି ଆତ୍ମହତ୍ୟା କରି ଦେଇଛି ଯାହା ଏବେ ସୂଚନା ମିଳିଛି। ତେବେ ଆସନ୍ତି ଜାଣିବା ସେହି ଘଟଣା ସମ୍ପର୍କରେ।

ଏହିଠାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି। ଆଉ ଏହି ଘଟଣା ଟିରେ କିଛି ଦିନ ତଳେ ଦେଖିବାକୁ ମିଳି ଥିଲା ଯେଉଁଠାରେ ଜଣେ ଯୁବତୀ ଆତ୍ମହତ୍ୟା କରି ଦେଇଥିଲା ଯାହା କୁ ନେଇ ବିଭିନ୍ନ ମହଲ ରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହି ଘଟଣା ଯାହା କୁ ନେଇ ଏବେ ପରିବାର ଲୋକ ନ୍ୟାୟ ପାଇଁ ଦାବିରେ ଯାହା କୁ ନେଇ ଅଭିଯୋଗ କରିଛନ୍ତି।ଆଉ ଅନ୍ୟପଟେ ପୋଲିସ ତାର ତଦନ୍ତ ଚଲେଇଛି। ଆଉ ଏହି ସମୟ ରେ ଜଣେ ଜୀବନ ମଧ୍ୟ ଚାଲିଗଲା ଟିକିଏ ପ୍ରେମ ପାଇଁ।

ଆଉ ଏବେ ତାଙ୍କ ର ଏହି ଘଟଣା କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଘଟଣା ରେ ରହସ୍ୟ ଏବେ ସୋସିଆଲ ମିଡ଼ିଆରେ ଜଣା ପଡ଼ିଛି ଯାହା ଏବେ ପରିବାର ଲୋକ କହୁଛନ୍ତି। ଆଉ ଏଠାରେ ତାଙ୍କର ଗୋଟିଏ ହାତ ଲେଖା ମିଳିଛି ଯେଉଁଠାରେ ତାଙ୍କର ପ୍ରେମ ସମ୍ପର୍କ ରେ ବିଷୟରେ ଜଣା ପଡ଼ିଛି। ଆଉ ତାଙ୍କର ପ୍ରେମ ପାଇଁ ଏମିତି କିଛି ହୋଇ ନଥିବା ନେଇ ଜଣା ପଡ଼ିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଆଉ ଏହିଠାରେ ଜଣା ପଡ଼ିଛି ଯେ ଚିଠି ରେ ଯାହା ଲେଖା ହୋଇଛି ତାଙ୍କର ପ୍ରେମିକ ପାଇଁ କିଛି ମନର କଥା ଲେଖିଛନ୍ତି ଏବଂ ସେ କହିଛନ୍ତି ଯେ ତମେ ଖୁସିରେ ରୁହ, ତୁମକୁ ମୁ ବହୁତ ଭଲ ପାଉଥିଲି ହେଲେ ତମେ ଏମିତି କରି ଦେଲ , ବିଶ୍ୱାସ ଭାଙ୍ଗି ଦେବା ପରି କିଛି ଲେଖି ଚିଠି ରେ ଆତ୍ମହତ୍ୟା କରି ଦେଇଥିଲେ। ଆଉ ସେହି ସଙ୍ଗେ ସଂଗେ ନଦୀ ଭିତରକୁ ଡେଇଁ ପଡ଼ିଥିଲେ। ଆଉ ଏବେ ସେହି ଯୁବତୀ ର ମାଆ ସିଧାସଳଖ ସେହି ପ୍ରେମିକ ରଞ୍ଜିତ ସଂପର୍କ ରେ ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ ତା ପାଇମ ଝିଅ ଆଉ ଦୁନିଆ ରେ ନାହିଁ। ଆଉ ତାଙ୍କର ଭଉଣୀ ମଧ୍ୟ ଏମିତି କିଛି ବୟାନ ଦେଇଛନ୍ତି। ଆଉ ତାଙ୍କ ମଆମଧ୍ୟ କହୁଥିଲେ ଯେ ସେ ଥିଲେ ଜଣେ ମେଧାବୀ ଛାତ୍ରୀ ଏବଂ ମେଡ଼ିକାଲ ପାଇବା ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରୁଥିଲେ। ଏହି ଘଟଣା ହେବା ପରେ ଏବେ ପୋଲିସ ତାଙ୍କର ତଦନ୍ତ ଚଲେଇଛି ଦୋଷୀ ବିରୁଦ୍ଧରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment