Exclusive : ମାଛ ବିକିବା ଲୋକର ଭୁଲ ନୁହେଁ ମାଛ ଖାଇବା ଲୋକର ଭୁଲ ,ତୁମେ ମାନେ ତା ପାଖକୁ ଗଲ ବୋଲି ସେ ବେଶ୍ୟା ହେଲା… ଏ ନେଇ କଣ କହିଲେ ଏହି ମହିଳା, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଯାହାଙ୍କ ନାଁ ଏହି କିଛି ଦିନ ହେବ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସବୁଥିରେ ବେଶ ଲୋକପ୍ରିୟ ଚେହେରା ପାଲଟିଛନ୍ତି ଅର୍ଚ୍ଚନା ନାଗ | ତେବେ ପୂର୍ବ ସୂଚନା ଅନୁଯାୟୀ ହନିଟ୍ରାପ ଓ ବ୍ଲାକମେଲିଂ କରି ଫିଲ୍ମ ନିର୍ଦେଶକ ଓ ବହୁତ ବଡ ବଡ଼ ନେତାଙ୍କୁ ଫସାଇ କମାଇ ଥିବା ନା ହେଉଛି ଅର୍ଚ୍ଚନା ନାଗ | ତେବେ ସୂଚନା ଅନୁଯାୟୀ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ଠୁ ଆରମ୍ଭ କରି ବିଭିନ୍ନ ରାଜନେତା ମାନଙ୍କୁ ଅର୍ଚ୍ଚନା ନାଗ ତାଙ୍କ ନାଗ ଜାଲ ରେ ଫୋଶାଇ ବ୍ଲାକମେଲ କିରିବା ଆରମ୍ଭ କରିଥିଲେ ଅର୍ଚ୍ଚନା | ତେବେ ମିଳିଥିବା ସୂଚନା କିଭଳି ଅକ୍ଷୟ ପରିଜାଙ୍କୁ ଓ ବିଭିନ୍ନ ରାଜନେତା ଙ୍କୁ ହନିଟ୍ରାପରେ ଫୋସାଇବା ପରେ ବ୍ଲାକମେଲ୍ କରି ତାଙ୍କ ଟଙ୍କା ଆଦାୟ ପାଇଁ ଷଡ଼ଯନ୍ତ୍ର କରିଥିଲା ଅର୍ଚ୍ଚନା ନାଗ |ତେବେ ଏହି ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ପୋଲିସ ହେପାଜତରେ ଥିବା ଏହି ଯୁବତୀଙ୍କ ପାଇଁ ଲୋକ ମାନେ ତାଙ୍କର ପ୍ରତିକ୍ରିୟା ଯାହା କହିଛନ୍ତି | ଆସନ୍ତୁ ସେ ବିଷୟରେ ଜାଣିବା |

ଦର୍ଶକ ବନ୍ଧୁ ବର୍ତ୍ତମାନ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଏକ ଛୋଟ ଗାଁ ଆସି କିପରି ବଡ଼ ବଡ଼ିଆ ଙ୍କୁ ତାଙ୍କ ନାଗ ଜାଲ ରେ ଫସାଇଛନ୍ତି ସେ କଥା ତୋର ଆପଣ ମାନେ ଧୀରେ ଧୀରେ ସବୁ ଜାଣିସାରିଲେଣି | ତେବେ ଅର୍ଚ୍ଚନାଙ୍କ ପରେ ତାଙ୍କ ସ୍ୱାମୀ ଙ୍କୁ ମଧ୍ୟ ପୋଲିସ ଗିରଫ କରି ହେପାଜତ କୁ ନେଲା ପରେ ଏବେ ନେତା ମନ୍ତ୍ରୀ ଙ୍କ ମନରେ ଛନକା ପୋସିଛି ବୋଲି କୁହାଯାଉଛି | ତେବେ ଏହା ଭିତରେ ଏବେ କିଛି ଲୋକଙ୍କର ଅର୍ଚ୍ଚନା ନାଗ ଙ୍କ ପ୍ରତି ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ତେବେ କିଛି ଦିନ ହେବ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ହେପାଜତ ଯାଇଥିବା ଅର୍ଚ୍ଚନା ନାଗ ଙ୍କ ନାରେ ଜଣେ ମହିଳା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ | ଅର୍ଚ୍ଚନା ନାଗ ଯାହା କରିଛି ଭଲ କରିଛି | କାରଣ ଅର୍ଚ୍ଚନା ନାଗ ଗରିବ ଲୋକଙ୍କୁ ମରିନି ଅର୍ଚ୍ଚନା ନାଗ ବଡ଼ବଡ଼ିଆ ଲୋକଙ୍କୁ ମାରିଛି | ଯେଉଁ ନେତା ମନ୍ତ୍ରୀ ମାନେ ଗୋଟିଏ ଗରିବ ଠୁ ଲୁଟୁଛି ସେହି ନେତା ମନ୍ତ୍ରୀ କୁ ଅର୍ଚ୍ଚନା ନାଗ ଫସାଇଛି | ତେବେ ସେ କହି ଏକ ସୁନ୍ଦର ଉଦାହରଣ ମଧ୍ୟ ଦେଇଛନ୍ତି ଯେ ଯିଏ ମାଛ ବିକିବା ଲୋକ ର ଭୁଲ ନୁହେଁ ମାଛ ଖାଇବା ଲୋକ ର ଭୁଲ |

ଆଉ ସେଥିପାଇଁ ତୋ କୁହାଯାଇଛି କି ଏହାର ମାନେ ଅର୍ଚ୍ଚନା ନାଗ ବେଶ୍ୟା ନୁହେଁ ତମେ ତା ପାଖକୁ ଯାଇଥିଲ ପାଇଁ ସେ ବେଶ୍ୟା ହେଲା | ଆଉ ସେହି ମାନଙ୍କୁ ଧରିବା ନିହାତି ଆବଶ୍ୟକ, ସେମାନେ ବାହାରେ ବୁଲୁଛନ୍ତି ସେମାନଙ୍କୁ ନ ଧରି ଖାଲି ଅର୍ଚନା ଙ୍କୁ ଧରିଲେ କଣ ଲାଭ |ଏମିତି ନିଜର ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା ନାଗ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment