ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣା ଟି କିଛି ଏହି ପରି ରହିଛି କି, ଜଣେ ଯୁବତୀ ନିଜ ମାମୁଁ ଙ୍କୁ ବିବାହ କରିବା ପାଇଁ ଜିଦି କରି ବସିଛନ୍ତି। ଆଉ ସେ କେବଳ ଜିଦି କରି ନାହାନ୍ତି ବରଂ ମାମୁଁ ଙ୍କୁ ବିବାହ କରିବା ପାଇଁ ଯାଇ ଥାନା ରେ ମଧ୍ୟ ପହଂଚିଛନ୍ତି। ତେବେ କିନ୍ତୁ ଭାଣିଜୀ ର ଏପରି କରିବା ପଛରେ ଥିବା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ସୂଚନା ଅନୁସାରେ, ଘଟଣା ଟି ହେଉଛି ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ଏକ ଗ୍ରାମ ରେ ଯେଉଁ ଠାରେ ନିଜ ଭାଣିଜୀ ସହ ଜିତେନ୍ଦ୍ର ନାମକ ଜଣେ ଯୁବକ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରଖି ଆସୁଥିଲେ। ଖାଲି ପ୍ରେମ ସମ୍ପର୍କ ନୁହେଁ ବରଂ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ ଆଉ ତାଙ୍କ ସହ ଶାରୀରିକ ସମ୍ପର୍କ ରେ ମଧ୍ୟ ରହି ଆସୁଥିଲେ। ମାତ୍ର ବର୍ତ୍ତମାନ ଜିତେନ୍ଦ୍ର ଙ୍କ ର ମନ ବଦଳି ଗଲା , ପ୍ରାୟ ୭ ବର୍ଷ ହେବ ନିଜ ଭାଣିଜୀ ସହ ପ୍ରେମ କରି ମନ ଭରିବା ପରେ ଅନ୍ୟତ୍ର ବିବାହ କରିବା କୁ ମନ ବଳେଇ ଥିଲେ।
ମାତ୍ର ଭାଣିଜୀ ଜଣଙ୍କ ଏହା ଜାଣିବା ପରେ ମାମୁଁ ଙ୍କୁ ବିବାହ କରିବାକୁ ଜିଦି କରିଥିଲେ , ମାତ୍ର ଜିତେନ୍ଦ୍ର ଏହାକୁ ବିରୋଧ କରିଥିଲେ। ମାତ୍ର ମାମୁଁ ନମାନିବା ରୁ ଭାଣିଜୀ ଯାଇ ଥାନା ରେ ପହଁଚି ଥିଲେ ନ୍ୟାୟ ପାଇଁ ଏବଂ ମାମୁଁ ଙ୍କୁ ବିବାହ କରିବାର ଜିଦି କରିଥିଲେ ।ତେବେ ଥାନା ରେ ଅଭିଯୋଗ ହେବା ଦିନ ଠାରୁ ମାମୁଁ ଜିତେନ୍ଦ୍ର କୁଆଡେ ଫେରାର ହୋଇ ଯାଇଛନ୍ତି ଏପଟେ ଭାଣିଜୀ ର ଗୋଟିଏ ଜିଦି କି ସେ ମାମୁଁ ଙ୍କୁ ହିଁ ବାହା ହେବ। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଖୁବ ସମାଲୋଚନା ର ସ୍ୱୀକାର ହୋଇଛି ମଧ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।