ବନ୍ଧୁମାନେ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା କୁ ନେଇ ସବୁବେଳେ କିଛି ନା କିଛି ନୂଆ ନୂଆଗୁମର ଫିଟିବାରେ ଲାଗିଛି ।ତେବେ ଆଜକୁ ମାସେ ପାଖାପାଖି ହେବାକୁ ବସିଲାଣି ମନ୍ତ୍ରୀ ଙ୍କ ହତ୍ୟା କୁ,ହେଲେ ଏଯାଏ ହତ୍ୟା କରିବାର ପ୍ରକୃତ କାରଣ ବାହାର ହେଇ ପାରିଲା ନାହିଁ ଗୋପାଳ ପାଖରୁ ।ହେଲେ ଏହି ଭିତରେ ଆଉ ଗୋଟିଏ ଖବର ଶୁଣିବାକୁ ମିଳୁଛି କି ଗୋପାଳ ନବ ଙ୍କ ପାଖକୁ ଚାକିରୀ ପାଇଁ ଯାଇଥିଲା ଗୋପାଳ ର ଝିଆରୀ ।ଆଉ ସେହି ସମୟରେ ମନ୍ତ୍ରୀ ଗୋପାଳ କୁ ଚାପୁଡ଼ା ମାରିଥିଲେ, ତେବେ ଏହାକୁ ନେଇ ବର୍ତ୍ତମାନ ଆଲୋଚନା ହେଉଥିବା ପ୍ରକୃତ ଘଟଣା ଉପରେ ନଜର ପକାନ୍ତୁ ।
ତେବେ ଆପଣ ମାନେ ଜାଣିଛନ୍ତି କି ମନ୍ତ୍ରୀ ଙ୍କ ହତ୍ୟାରେ ପୋଲିସ ASI ଗୋପାଳ ବର୍ତ୍ତମାନ ଜେଲ ରେ ଅଛନ୍ତି ।ଆଉ ତାଙ୍କୁ ନେଇ କ୍ରାଇମବ୍ରାଞ୍ଚ ଅନେକ ତଦନ୍ତ ଚଳାଇ ସାରିଲେଣି ଆଉ ହତ୍ୟା ପଛର ସତ ବାହାର କରିବା ପାଇଁ ଅନେକ ଟେଷ୍ଟ ବି ସରିଲାଣି ।ହେଲେ ଏବେ ଯାଏ ଅନେକ ସୁରାକ ମିଳିଥିଲେ ବି ହତ୍ୟା ପଛର କାରଣ ଜଣା ପଡୁନାହିଁ, କିନ୍ତୁ ଅନ୍ୟପଟେ ବିରୋଧୀ ଦଳର ନେତା କହିଛନ୍ତି କି ପୂର୍ବରୁ ନବ ଙ୍କ ପାଖକୁ ଗୋପାଳ ର ଝିଆରୀ ଚାକିରୀ ପାଇଁ ବହୁତ ଥର ଆସିଛନ୍ତି ।ଆଉ ଏହି ଭିତରେ ଗୋପାଳ ଙ୍କ ନବ ଙ୍କ ହାତରୁ ଚାପୁଡ଼ା ଖାଇବାକୁ ପଡିଥିଲା, ଯେଉଁଥି ପାଇଁ ଗୋପାଳ ରାଗରେ ମନ୍ତ୍ରୀ ଙ୍କ ହତ୍ୟା କରୁଛନ୍ତି ।
ତେବେ କୁହାଯାଉଛି କି ଗୋପାଳ ନିଜ ଝିଆରୀ କୁ ଚାକିରୀ ଦେବା ପାଇଁ ମନ୍ତ୍ରୀ ନବ ଦାସ ଙ୍କ ପାଖକୁ ନେଇ ଯାଇଥିଲେ ।ଆଉ ବାରମ୍ବାର ନେବା ସତ୍ତ୍ୱେ ବି ଗୋପାଳ ର ଝିଆରୀ କୁ ଚାକିରୀ ମିଳି ନଥିଲା, ଏଥି ପାଇଁ ଗୋପାଳ ଙ୍କୁ ନବ ଦାସ ଚାପୁଡ଼ା ବି ମାରିଥିଲେ ।ଆଉ ଏହି ରାଗ କୁ ଗୋପାଳ ମନରେ ରଖିଥିଲେ ଯେଉଁଥି ପାଇଁ ସେ ମନ୍ତ୍ରୀ ଙ୍କୁ ହତ୍ୟା କରିଛନ୍ତି ।ତେବେ ଏହି ଘଟଣା ବିଷୟରେ ବିରୋଧୀ ଦଳର ନେତା ନରସିଂହ କହିଥିବା ବେଳେ ମନ୍ତ୍ରୀ ନବ ଦାସ ଙ୍କ ଆଉ କିଛି ଗୁମର କଥା ଫିଟାଇ ଥିଲେ ।ଆଉ ଏହି କଥା ଗୁଡିକ ଶୁଣିବା ପରେ ବର୍ତ୍ତମାନ ପୁଣିଏକ ଆଶଙ୍କା ଘେର ରେ ପିଡ଼ି ଯାଇଛି ମନ୍ତ୍ରୀ ଙ୍କ ହତ୍ୟା ।
ସବୁ ପରେ ବୁ ବର୍ତ୍ତମାନ ମୁଖ୍ୟ ଆଲୋଚନା ର ବିଷୟ ହେଉଛି କି କାହିଁକି ମନ୍ତ୍ରୀ ପାଖକୁ ଗୋପାଳ ର ଝିଆରୀ ବାରମ୍ବାର ଯାଉଥିଲେ ।ଚାକିରୀ କାରଣ ଥିଲା ନା ଏହା ପଛରେ ଆଉ କିଛି କଥା ଲୁଚି ରହିଛି !ତେବେ ସତ କେବେ କଣ ତାହା ତ ଗୋପାଳ କୁ ହିଁ ଜଣା, ଏବେ ଅପେକ୍ଷା କରବେ ଦୋଷୀ କୁ ଦଣ୍ଡ ମିଳିବ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।