ନବମ ଶ୍ରେଣୀ ଝିଅ କୁ କମେଣ୍ଟ କରି, ଶେଷରେ କରିଦେଲେ ଏମିତି… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଘଟଣା ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ବା ଶୁଣିଲେ ଆପଣ ଙ୍କର ଛାତି ଥରି ଉଠିବ | ଆଉ ଆପଣ ମଧ୍ୟ କହି ଉଠିବେ ଆଜିର ଯୁବ ପିଢ଼ି ମାନେ ସତରେ କେତେ ତଳକୁ ଖସି ଗଲାଣି | ଆଉ ଯେଉଁଥିପାଇଁ ଆଜି ଏହି ନିରୀହ ନବମ ଶ୍ରେଣୀର ଛାତ୍ରୀ ଙ୍କର କମେଣ୍ଟ ମାରିବା କଥା କୁ ନେଉକି ମୃତ୍ୟୁ ମୁଖରେ ପଡିଛନ୍ତି | କିନ୍ତୁ ଘଟଣା ଟି ରେ ଏପର୍ଯ୍ୟନ୍ତ କିଛି ଜଣା ପଡିନି କି କେମିତି ଝିଅଟିର ମୃତ୍ୟୁ ଘଟିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ନନ୍ଦିପୁର ଅଞ୍ଚଳରେ | ଆଉ ଯେଉଁଠି ଏକ ନବମ ଶ୍ରେଣୀର ଛାତ୍ରୀ ଙ୍କର ମୃତ୍ୟୁ ଘଟିଛି | ଆଉ ଯାହା ଜଣା ପଡୁଛି କି ମୃତ୍ୟୁ ଘଟିବାର ଗୋଟିଏ ଦିନ ଆଗରୁ ଝିଅ ଜଣଙ୍କ ପାଠ ପଢିବାକୁ ଯାଉଥିବା ବେଳେ ତାଙ୍କୁ କିଛି ଯୁବକ କମେଣ୍ଟ କରିବା ସହିତ ଧମକ ଚମକ ମଧ୍ୟ ଦେଇଥିଲେ ବୋଲି ଜଣା ପଡିଛି ପରିବାର ଠୁ | ଆଉ ଯାହା ଜଣା ପଡୁଛି ଟି ଏହିଭଲ କମେଣ୍ଟ କୁ ଝିଅ ଜଣଙ୍କ ସହି ନ ପାରିକି ମୃତ୍ୟୁ ବରଣ କରିଛନ୍ତି |

ତେବେ ଅନ୍ୟ ପକ୍ଷରେ ଝିଅର ପରିବାର ଲୋକ ଅଭିଯୋଗ କରିଛନ୍ତି କି ଝିଅ ଟିକୁ ହତ୍ୟା କରା ଯାଇଛି ବୋଲି | ଆଉ ଏହି ଘଟଣା କୁ ନେଇକି ଥାନା ରେ ମଧ୍ୟ ଅଭିଯୋଗ କରିଛନ୍ତି | ଆଉ ଘଟଣା ସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ର ତଦନ୍ତ ଆରମ୍ଭ କରିଛି |ତେବେ ଯାହା ଜଣା ପଡିଛି କି ଛାତ୍ରୀ ଜଣଙ୍କ ଟିଉସନ ପଢିବାକୁ ବାହାରି ଥିଲେ ସବୁ ଦିନ ପରି | ଆଉ ସେ ସେଠାରୁ ଫେରି ନ ଥିଲେ, ଆଉ ବାବା ମା ବ୍ୟସ୍ତ ହେଇକି ଖୋଜା ଖୋଜି କରିବାରୁ ତାଙ୍କର ମୃତ୍ୟୁ ଦେହକୁ ଠାବ କରିଥିଲା ପୋଲିସ |

କିନ୍ତୁ ଯାହା ଦେଖାଯାଉଛି କି ମୃତ ଝିଅଟିର ଦେହରେ ଟିକିଏ ବି ଦାଗ କି ଚି଼ହ୍ନ ନାହିଁ, ତାହା ସହିତ ଝିଅଟି ମୃତ ଅବସ୍ଥାରେ ପୋଖରୀ ରେ ପଡିଛି | ଆଉ ତାଙ୍କର ସାଇକେଲ, ଆଉ ବ୍ୟାଗ ମଧ୍ୟ ସେହି ଠାରେ ପଡିଥିବାର ଦେଖିବାକୁ ମିଳିଛି | ଆଉ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଝିଅ ର ଶବ ବିବଚ୍ଛେଦ ପାଇଁ ପଠେଇଛି | ଆଉ ରିପୋର୍ଟ ଆସିଲା ପରେ ପୋଲିସ ତଦନ୍ତ ଆରମ୍ଭ କରିବ କି ଝିଅଟି କେମେଣ୍ଟ ପାଇଁ ମରିଛି ନା ତାକୁ ମାରି ଦିଆଯାଇଛି | ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment