ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଆମ ଓଡିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ନବ ଦାସ ନିଯୁକ୍ତ ହୋଇଥିଲେ ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ମଧ୍ୟ ସେ କାର୍ଯ୍ୟରତ ଥିଲେ |ଆଉ ଝାଡ଼ସୁଗୁଡା ର ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ଉଦଘାଟନ ପାଇଁ ଯାଇଥିବା ବେଳେ ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି ମାଡ଼ କରିଥିଲେ | ଯାହା କୁହାଯାଉଛି କି ନବ ଦାସ ହେଉଛନ୍ତି ସବୁଠାରୁ ଧନୀ ମନ୍ତ୍ରୀ | ଆଉ ତାଙ୍କର ସମ୍ପତ୍ତି କେତେ ରହିଛି ଆଉ ତାଙ୍କ ଉପରକୁ କେମିତି ଗୁଳି ମାଡ଼ ହୋଇଥିଲା ସେ ସମସ୍ତ ଘଟଣା ବିଷୟରେ ଆସନ୍ତୁ ଆଜି ଆମେ ଆଲୋଚନା କରିବା |
ଯାହା କୁହାଯାଉଛି କି ଝାଡ଼ସୁଗୁଡା କୁ ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦଘାଟନ ପାଇଁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା | ଆଉ ତାହା ଛଡା ଗୋପାଳ ଦାସ ଯିଏ କି ଜଣେ ପୋଲିସ ASI ଅଛନ୍ତି ସେ କରିଥିଲେ ନବ ଦାସ ଙ୍କ ଉପରକୁ ଗୁଳି ମାଡ଼ | ଆଉ ଯାହା କୁହାଯାଉଛି କି ନବ ଦାସ ଥିଲେ ବିଜେଡି ର ଜଣେ ବଡ଼ ନେତା, ଆଉ ଯିଏ କି ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ଓଡିଶା ରେ ମଧ୍ୟ ରହିଛନ୍ତି | ଆଉ ଯାହା କୁହାଯାଉଛି କି ନବ ଦାସ ହେଉଛନ୍ତି ନବୀନ ଙ୍କ କେବିନେଟ ରେ ସବୁଠାରୁ ଧନୀ ମନ୍ତ୍ରୀ| ଯାହାଙ୍କର ଅନେକ ଟଙ୍କା ଆଉ ଘର ଦ୍ୱାରା ମଧ୍ୟ ରହିଛି |
ଆଉ ଯାହା କୁହାଯାଉଛି କି ପାଖା ପାଖି 40 କୋଟି ଟଙ୍କା ର ସମ୍ପତ୍ତି ରହିଛି ନବ ଦାସ ଙ୍କ ପାଖରେ |ଆଉ ଭାରତ ବ୍ରାଞ୍ଚ, ଟାଟା ଓ ମହେନ୍ଦ୍ରା କମ୍ପାନୀ ରେ ନାମୀ ଦାମୀ 70 ଟି ଗାଡ଼ି ତାଙ୍କ ପାଖରେ ରହିଛି |ଆଉ ଯାହା କୁହାଯାଉଛି କି କେବଳ କୋଭିଡ ସମୟରେ ସେ 18 ଟି ଗାଡ଼ି କିଣିଛନ୍ତି |ଆଉ ତାହା ଛଡା ନବ ଦାସ ଙ୍କ ପାଖରେ ତିନୋଟି ବନ୍ଧୁକ ମଧ୍ୟ ରହିଛି ଆଉ ସେହି ବନ୍ଧୁକର ମୂଲ୍ୟ ପାଖା ପାଖି 3 ଲକ୍ଷ 55 ହଜାର ଟଙ୍କା ହେବ ବୋଲି ମଧ୍ୟ କୁହାଯାଉଛି |ଆଉ ଗୋଟିଏ ରାଇଫୋଲ ର ମୁଖ୍ୟ 1 ଲକ୍ଷ୍ 25 ହଜାର ଟଙ୍କା ହେବ ବୋଲି ମଧ୍ୟ କୁହାଯାଉଛି |
ଆଉ ଯାହା କୁହାଯାଉଛି କି ନବ ଦାସ ଙ୍କ ଉପରକୁ ଗୁଳି ମାଡ଼ କରିବା ପରେ ତାଙ୍କୁ ଏୟାର ଲିଫ୍ଟ ଯୋଗେ ନିଆଯାଇଥିଲା ଭୁବନେଶ୍ୱର ର ଆପୋଲୋ ହସ୍ପିଟାଲ କୁ |ଆଉ ସେଠାରେ ସ୍ପେଶାଲ ଟିମ ଦ୍ୱାରା ମଧ୍ୟ ତାଙ୍କର ଚିକିତ୍ସା କରାଯାଇଥିଲା | ଆଉ ସେ ଚିକିତ୍ସିତ ହେଉଥିବା ସମୟରେ ଅନେକ ମନ୍ତ୍ରୀ ବିଜେଡି କର୍ମୀ ମାନେ ମଧ୍ୟ ତାଙ୍କୁ ଦେଖିବା ପାଇଁ ଯାଇଥିଲେ | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।