Viral Video – ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପାଖରେ ଏ କୁନି ଝିଅଟି କିଏ ? ଦେଖନ୍ତୁ ଏହାର Live ଭିଡ଼ିଓ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ ଆଉ ସେହି ଭଳି ଭିଡ଼ିଓ କୁ ଦେଖି ଆମ ମନ ମଧ୍ୟ ଖୁସି ହୋଇ ଯାଇଥାଏ | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁଭଳି ଭାବରେ ଛୋଟ ପିଲା ଟି ଆମର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଙ୍କର ପାଦ କୁ ପ୍ରଣାମ କରିଛନ୍ତି ମଞ୍ଚ ଉପରେ ତାହା ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ ପ୍ରତେକ ଦିନ | ତେବେ ଅନେକ ସମୟରେ ଆପଣ ମାନେ ଦେଖୁଥିବେ କି ନବୀନ ପଟ୍ଟନାୟକ ଙ୍କୁ ଯିଏ କି ବିଭିନ୍ନ ପ୍ରକାରର ସଭା ଆଉ ସମିତି ରେ ଯୋଗ ଦେଇଥାନ୍ତି ଆଉ ଲୋକ ମାନଙ୍କର ଭଲ ମନ୍ଦ କଥା ମଧ୍ୟ ବୁଝିଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ଦେଖିବାକୁ ମିଳିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି ଏକ ସଭା ରେ |

ଆଉ ସେଥିରେ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ସହିତ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ଥିଲେ ଆଉ ସେହି ସମୟରେ ଏକ କୁନି ଝିଅ ଯିଏ କି ସୁଶାନ୍ତ ସିଂ ଙ୍କର ଝିଆରୀ ସେ ମଞ୍ଚ ଉପରକୁ ଯାଇଥିଲେ | ଆଉ ସେହି ସଭା ରେ ଚାଷୀ ମାନଙ୍କର ଉନ୍ନତି ପାଇଁ ଆଉ କେଉଁ ଭଳି ଭାବରେ ଆମ ରାଜ୍ୟ ଓଡିଶା ରେ ଲୋକ ମାନଙ୍କର କୃଷି ର ଉନ୍ନତି ଘଟିବ ଆଉ କୌଣସି ପ୍ରକାରର ଅସୁବିଧା ରେ ଆମ ଓଡିଶା ର କୃଷକ ମାନେ ନ ପଡିବେ ସେ ବିଷୟରେ ମଧ୍ୟ ଆଲୋଚନା ହେଉଥିଲା |

ଆଉ ସେଠାରେ ମଞ୍ଚ ଉପରେ କିଣି ଝିଅ ଟି ନବୀନ ପଟ୍ଟନାୟକ ଙ୍କ ସହିତ କଥା ହୋଇଥିଲେ ଆଉ ସେଠାରେ ନବୀନ ଙ୍କର ପାଦ ଛୁଇଥିଲେ ଆଉ ପ୍ରଣାମ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା | ଆଉ ଯେଉଁଥିପାଇଁ ନବୀନ ମଧ୍ୟ ଖୁସି ହୋଇ ଯାଇଥିଲେ ଆଉ ପିଲା ଟିର ପ୍ରସଂଶା ମଧ୍ୟ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment