ଦେଖନ୍ତୁ Shocking ଭିଡ଼ିଓ : ନାତୁଣୀ ବାହାଘରରେ ନାଚୁନାଚୁ ଚାଲିଗଲା ଜୀବନ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ମାନ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ | ଆଉ ଯେଉଁଠି କୁହାଯାଉଛି କି ଏକ ବିବାହ ସମରହ ଚାଲିଥିବା ବେଳେ ଖୁସି ମଜା କରୁଥିଲେ ସମସ୍ତେ | ଆଉ ସେହି ସମୟରେ ଷ୍ଟେଜ ଉପରେ ନାଚ ଓ ଗୀତ ର ମାହଲ ମଧ୍ୟ ଚାଲୁଥିଲା | ତେବେ ସେତିକି ବେଳେ ଚାଲି ଯାଇଥିଲା ବୃଦ୍ଧ ମହିଳା ଜଣଙ୍କର ଜୀବନ ନାଚୁ ନାଚୁ ଆସି ଯାଇଥିଲା ତାଙ୍କୁ ହୃତ ଘାତ | ଆଉ ସେହି ଷ୍ଟେଜ ଉପରେ ଟଳି ପଡିଥିଲେ ସେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ସେୟନି ରେ ବାନ୍ଦର ପୋଲିସ ଷ୍ଟେସନ ଅଧୀନରେ ଥିବା ବୋକ୍ରି ଗ୍ରାମରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା ଯାହାକୁ ଦେଖିଲେ ଆପଣଙ୍କର ମଧ୍ୟ ଛାତି ଥରି ଉଠିବ ବୋଲି କୁହାଯାଉଛି | ତେବେ ମାନ୍ଦର ପୋଲିସ ଦାୟିତ୍ୱ ରେ ଥିବା ଦିଲୀପ ମଞ୍ଚେଶ୍ୱର ଙ୍କର କହିବା ଅନୁସାରେ ବାକ୍ରି ଗାଁ ର ସାହୁ ପରିବାରରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଧୂମଧାମ ରେ | ଆଉ ଯେଉଁଠି ସମସ୍ତେ ନାଚ ଗୀତ ରେ ମଧ୍ୟ ମାତି ଯାଇଥିଲେ ଆଉ ନାଚ ଗୀତ ର ମଜା ମଧ୍ୟ ନେବାକୁ ଲାଗିଥିଲେ |

ତେବେ ଏହି ଘଟଣା ଟି ବିବାହ ପୂର୍ବରୁ ହେଉଥିବା ହଳଦୀ ର ସଂଗୀତ ସମୟର ଘଟଣା | ଆଉ ଯେଉଁଠି କୁହାଯାଉଛି କି ଡ଼ିସେମ୍ବର 14 ରେ ବିବାହ ପୂର୍ବରୁ ଚାଲିଥିବା ଫାଂକ୍ସନ ରେ ବର ଙ୍କର ଜେଜେ ବାପା ଙ୍କର 4 ଜଣ ଭଉଣୀ ଙ୍କୁ ଡ଼କା ଯାଇଥିଲା | ଆଉ ସେମାନେ ମଧ୍ୟ ବିବାହର ଖୁସିରେ ମଜା ନେବା ପାଇଁ ଷ୍ଟେଜ ଉପରେ ଡାନ୍ସ କରିବାକୁ ଲାଗିଥିଲେ | ସେତେବେଳେ ସେମାନେ ଡାନ୍ସ କରୁଥିଲେ କିଛି ସମୟ ପରେ ମହିଳା ଜଣକ ହାଲିଆ ହୋଇ ଥକି ଯାଇଥିବାର ଦେଖିବାକୁ ମିଳିଥିଲା | ସେତେବେଳେ ହଠାତ ଜେଜେମା ଜଣଙ୍କ ଷ୍ଟେଜ ଉପରେ ଅଲଟି ପଡିଥିଲେ |

ତେବେ ପଡ଼ିଯିବ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତର ଖାନା କୁ ନିଆଯାଇଥିଲା | ଆଉ ଘଟଣା ସ୍ଥଳରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଆସିଥିଲା | ତେବେ ହଠାତ ମହିଳା ଜଣଙ୍କୁ ହୃତ ଘାତ ଆସିବା ଫଳରେ ଏଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା ଟି ପରେ ବିବାହ ର ମାହଲ ବଦଳି ଯାଇଥିଲା ଆଉ ସୁଖ ଶୋକ ରେ ପରିଣତ ହୋଇଯାଇଥିଲା | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

Leave a Comment