ଦେଖନ୍ତୁ LIVE ଭି଼ଡିଓ : ନଦୀ ପୋଲ ଉପରେ ଆତ୍ମହତ୍ୟା କରିବେ ବୋଲି ନାକେଦମ କଲେ ଯୁବତୀ…ଭାଇରାଲ ହେଉଛି ଏହି ଭିଡିଓ

0

ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି,ଲୋକେ ବର୍ତ୍ତମାନ ଏକ ଚାପଆଡକୁ ଗତି କରୁଛନ୍ତି।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅନେକ ସମସ୍ୟା ଦେଇ ଗତି କରିଥାଏ। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢନ୍ତି। କିନ୍ତୁ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ଚାପରେ ରହନ୍ତି। ସେମାନେ ସେତବେଳେ ନିଜ ଜୀବନକୁ ତୁଚ୍ଛ ବୋଲି ଭାବନ୍ତି ଏବଂ ଜୀବନ ହରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆଜି କାଲିର ସମାଜରେ ମନୁଷ୍ୟ ସୁଇସାଇଡ କୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି। ଏଭଳି ସୁଇସାଇଡ଼ ଏକ ସାଧାରଣ କଥା ହୋଇଗଲାଣି, ଏଭଳି ଅନେକ ଘଟଣା ସମାଜରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବୁ, ଯାହାକି ବର୍ତ୍ତମାନ ଦେଖିବା ପାଇଁ ମିଳିଛି। ତେବେ ଘଟଣାଟି ହେଉଛି, ଜଣେ ଯୁବତୀ ନିରାଶ ହୋଇ ଶେଷରେ ଜୀବନ ହାରିବା ପାଇଁ ପୋଲ ଉପରେ ଡେଇଁବା ପାଇଁ ଉଦ୍ୟମ କରିଥିଲେ। ଏହା ପରେ ଯାହା ହେଲା ଆପଣ ମାନେ ପୂରା ଘଟଣାଟିକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ ଏଭଳି ଏକ ଘୋଟଣା ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ଆଜି ଜଣେ ଯୁବତୀ ଭୁବନେଶ୍ୱର ଏକ ପୋଲ ଉପରୁ ତଳକୁ ଡେଇଁବା ପାଇଁ ଉଦ୍ୟମ କରୁଥିଲା। ଏହା ପରେ ସେ ତାଙ୍କୁ ବଂଚିବା ପାଇଁ ପାଇଁ ଅନେକ ଲୋକ ମନା କରିଥିଲେ। ଶେଷରେ ତାଙ୍କୁ ପୋଲିସ ଆସି ଧରିଥିଲା। ପୋଲିସ ଏବଂ ଜନତା ତାଙ୍କୁ କେହିବି ଅଟକାଇ ପାରୁନଥିଲେ। ଏହାପରେ ଅନେକ ସମୟ ପରେ ପରେ ତାଙ୍କୁ ଆତ୍ମହତ୍ୟା ଉଦ୍ୟମକୁ ରୋକାଯିବାରେ ସକ୍ଷମ ହୋଇଥିଲେ। ତେବେ ଯୁବତୀ ଜଣକଙ୍କର କେବଳ ଗୋଟିଏ ଜିଦ ଯେ, ସେ ଜୀବନ ହାରିବା ପାଇଁ ଚାହାନ୍ତି ତାଙ୍କୁ ଛାଡି ଦେବା ପାଇଁ ବାରମ୍ବାର କହୁଥିଲେ। ଏବଂ ଆତ୍ମହତ୍ୟା କରିବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ।

ତେବେ ମହିଳା ଜଣଙ୍କ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ହେଉଛି। ଯେ ସେ ଜଣେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ, କିଛି ମାସ ବିତିଯାଇଥିଲେ, ମଧ୍ୟ ପୋଲିସ ତାଙ୍କୁ କୌଣସି ସାହାଯ୍ୟ କରିନଥିଲେ। ସେ ବାରମ୍ବାର ପୋଲିସ ପାଖରୁ ତଡା ଖାଉଥିଲେ। ତାଙ୍କ କହିବା କଥା ଯେ ପୋଲିସ ଯୁବକ ଠାରୁ ପଇସା ପାଇ ଚୁପ ହୋଇ ବସିଛି। ଏପଟେ ଘରେ ତାଙ୍କର ଭାଉଜ ତାଙ୍କୁ ଟରଚର କରୁଥିବା, ଏପରି ଭାବରେ ଶେଷରେ ନିରାଶ ହୋଇ ନଦୀକୁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବନ୍ଧୁଗଣ ଆପଣଙ୍କୁ ଆମର ଗୋଟିଏ ଅନୁରୋଧ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।