ଦେଖନ୍ତୁ Shocking ଭିଡ଼ିଓ : ନଦୀରେ ଭାସିଯାଉଥିଲେ ଯୁବକ, ଜୀବନ କୁ ବାଜିଲଗାଇ ଉଦ୍ଧାର କଲେ IETBP ଯବାନ…

ହଁ ଦର୍ଶକ ବନ୍ଧୁ ଏପରି ଏକ ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଇଛି ଯାହାକୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଥିବେ | ଆଉ ଗର୍ବର ସହିତ ସୋଲ୍ୟୁଟ କରିବେ ଆମର ଭାରତରେ ଥିବା ଓ ଦେପାଇଁ ନିଜର ପ୍ରାଣକୁ ଦେଇକି କାମ କରିଥିବା, ଦେଶ ପ୍ରେମୀ ଯବାନ ମାନଙ୍କୁ ଦେଖିଲେ | ତେବେ ଆଜି ଏପରି କିଛି ସାହାସିକତା ଦେଖାଇଛନ୍ତି ଆମ I TBP ର ଯବାନ ମାନେ ଯାହାକୁ ଦେଖିଲେ ଆପଣ ବି ସେମାନଙ୍କର ପ୍ରସଂଶା କରିବାକୁ ଲାଗିବେ | ତେବେ ଆସନ୍ତୁ ଜାଣିବା ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ |

ତେବେ ଘଟଣା ରୁ ଯାହା ସୂଚନା ମିଳିଛି କି ଗୋଟିଏ ନଦୀ କୂଳରେ ଜମା ହୋଇଛନ୍ତି ଲୋକ ମାନେ | ଆଉ ଯାହା ଭିତରେ ଚାଲଛି ଅପେରସନ, ଏକ ରେସକ୍ୟୁ ଆପେରେସନ ଆଉ ଯାହାକୁ କାର୍ଯ୍ୟ କାରୀ କରୁଛନ୍ତି ଇଣ୍ଡୋ ତିବେ୍ତାନ ବୋର୍ଡର ପୋଲିସ ର ଯବାନ ମାନେ | ତେବେ ଘଟଣାଟିକୁ ଦେଖିକି ଯାହା ଜଣା ପଡୁଛି କି ପ୍ରଖର ନଦୀ ସୁଅରେ ନିଜର ଜୀବନକୁ ବାଜିରେ ଲଗାଇ ତାର ରେ ଝୁଲି ରହିଛନ୍ତି ITBP ର ଯବାନ ଜଣଙ୍କ | ଯାହା ସେମାନଙ୍କର ବିରତ୍ୱ ର ପରିଚୟ ଦେଉଛି |

ତେବେ ITBP ର ଯବାନ ମାନେ ଏହି ପରି ସବୁବେଳେ ନିଜର ବିରତ୍ୱ ର ପରିଚୟ ଦେଇ ଆସିଛନ୍ତି ଓ ଲୋକ ମାନଙ୍କର ସାହାଯ୍ୟ ମଧ୍ୟ କରି ଆସିଛନ୍ତି ଏହି ଯବାନ ମାନେ |ଆଉ ଏଠାରେ ଆଉ ଏକ ଜ୍ୱାଳାନ୍ତ ପ୍ରମାଣ ଦେଖାଇଛନ୍ତି ଯବାନ ମାନେ | ତେବେ ଘଟଣାଟି ଘଟିଛି ଚଣ୍ଡିଗଡ ସ୍ଥିତ ମନାଲି ହାଇ ୱେ ରେ | ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜମା ହୋଇ ଯାଇଥିଲା ପାଣି | ଆଉ ଲୋକ ମାନେ ମଧ୍ୟ ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଥିଲେ , ଆଉ ସେହି ବର୍ଷା ଯୋଗୁଁ ଜି ଏପରି ଗୋଟିଏ ଅଭାବ ନିୟ ଘଟଣା ଟି ଘଟିଛି |

ତେବେ ଯୋଉ ଘଟଣା ଟି ଘଟିଛି ତାହା ହେଉଛି କି ପ୍ରଖର ବର୍ଷା ର ସ୍ରତ ରେ ଭାସି ଆସିଛି ଗୋଟିଏ କାର ଆଉ କାର ଟି ଯାଇ ପଡିଛି ନଦୀ ଗର୍ଭରେ | ତେବେ ସୂଚନା ଅନୁସାରେ ଯାହା ଜଣା ପଡିଛି କି କାର ଟିରେ 3 ଜଣ ଲୋକ ଥିଲେ | କିନ୍ତୁ ITBP ର ଯବାନ ମାନେ ଏପରି ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ , ଆଉ ସେମାନଙ୍କୁ ସେହି କାର ଟି ପୋଡ଼ିଯାଇଥିବା ପ୍ରଖର ନଦୀ ର ସୁଅ ରୁ ରକ୍ଷା କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ |

ଆଉ ସେ କାର ରେ ଥିବା 3 ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ କୁ ପଠାଇଥିଲେ ଓ ସେହି ପ୍ରଖର ନଦୀ ର ସୁଓରେ ରସି ଯୋଗେ ଭାସିଯାଇଥିବା କାର ଟିକୁ ଠାବ କରିଥିଲେ, କିନ୍ତୁ ଆଉ 2 ଜଣଙ୍କର କିଛି ସୂଚନା ମିଳି ନ ଥିଲା | ତେବେ ଏହି ଯବାନ ମାନଙ୍କର ସାହସ କଥା ବର୍ତ୍ତମାନ ସେସିଆଲ ମିଡିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment