ଦେଖନ୍ତୁ Shocking ଭିଡ଼ିଓ : ନଦୀ ରେ ଗାଧୋଇବା ବେଳେ ମହିଳାଙ୍କ ସହ ଘଟିଲା ଅଜବ କାଣ୍ଡ…ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓ…

0

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ଦେଶ ବିଦେଶର ଅନେକ ଖବର ଆପଣ ଅତି ସହଜରେ ଘରେ ବସି ଦେଖିବାକୁ ପାଉଥିବେ। ସେଥି ମଧ୍ୟରୁ ଅନେକ ଖବର ଆପଣଙ୍କୁ ଭୟଭୀତ, ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଉ କିଛି ଖବର ମନୋରଂଜନ ର ସୁରାକ ଯୋଗାଇ ଥାଏ। ତେବେ ସେହିପରି ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ଯେମିତି ଏହି ଘଟଣାରେ ଘଟିଛି ଏବଂ ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଆମ ସମ୍ମୁଖକୁ ବେଳେବେଳେ ଏମିତି କିଛି ଘଟଣା ଆସିଥାଏ ଯାହା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଦୁର୍ଘଟଣା ଏବଂ ବିପଦ କେବେବି କାହା ପାଖକୁ ଜଣେଇ ଆସି ନଥାଏ। ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ଅଟେ। ଆଉ ବେଳେବେଳେ ଏମିତି ଘଟଣା ସମୟ ସମୟରେ ଏକ ଭୟାନକ ସ୍ଥିତି ସୃଷ୍ଟି କରିଥାଏ। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଯେଉଁଥିରେ ଆପଣ ଦେଖିବାକୁ ପାଉଥିବେ କିପରି ଜଣେ ଯୁବତୀ ନଦୀ ମଝିରେ ହଠାତ୍ ଏକ ଜୀବକୁ ଦେଖୀ କିପରି ପ୍ରତିକ୍ରିୟା ଦେଉଛନ୍ତି। ସାଧାରଣତଃ ନଦୀରେ ଗାଧୋଇବାରେ ଅନେକ ଜଣଙ୍କର ସଉକ ରହିଥାଏ। କିନ୍ତୁ ଯଦି ଏହି ସମୟରେ କିଛି ଅଘଟଣ ଘଟିଯାଏ ତାହା ସମସ୍ତଙ୍କୁ ବିଚଳିତ କରିଦିଏ। ଆଉ ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।ଏଠାରେ ଏହି ଭିଡିଓ ରେ ଜଣେ ଯୁବତୀ ଙ୍କୁ ନଦୀରେ ଗାଧୋଇବାର ଦେଖିବା ପାଇଁ ମିଳୁଛି। ସେଠାରେ ଅନ୍ଯ କିଛି ବ୍ୟକ୍ତି ମାନେ ମଧ୍ୟ ଗାଧୋଉ ଥିବାର ଦେଖିବାକୁ ମିଳିଛି। ସେମାନେ ସେହି ସମୟରେ ଗାଧୋଇବା ବେଳେ ଅନେକ ମଜାମସ୍ତି ମଧ୍ୟ କରୁଥିଲେ।

ପରସ୍ପର ସହ ପାଟି କରୁଥିଲେ, ମଜା କରୁଥିଲେ। ଆଉ ହଠାତ୍ ସେହି ସମୟରେ ଯୁବତୀ ଜଣଙ୍କ ଯେତେବେଳ ପଛକୁ ଦେଖିଲେ ସେତେବେଳ ସେ ହଠାତ୍ ଏକ ଧଳା ରଙ୍ଗର ଅଜିବ ଏକ ଜୀବକୁ ଦେଖିବାକୁ ପାଇଲେ ଏବଂ ଭୟଭୀତ ହୋଇ ଚିଲ୍ଲେଇ ବାକୁ ଲାଗିଲେ। ଏହାକୁ ଦେଖି ଅନ୍ୟମାନେ ମଧ୍ୟ ତାଙ୍କ ଆଡକୁ ଅନାଇବାକୁ ଲାଗିଲେ। ତେବେ ପ୍ରକୃତରେ ଏହା କଣ ଥିଲା ତାହା ଜଣା ପଡିନାହିଁ। କିନ୍ତୁ ଏହାକୁ ଦେଖି ଯୁବତୀ ଜଣଙ୍କ ଯେମିତି ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ଵାଭାବିକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।