ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆପଣ ମାନେ ଜାଣିଥିବେ କି ବିଷଧର ନାଗ ଆଉ ନାଗୁଣୀ ଗୋଟିଏ ସ୍ଥାନରେ ରହିଥାନ୍ତି ଆଉ ଭୁଲ ରେ ବି ସେମାନଙ୍କ ସହିତ ଲାଗିଵା ପାଇଁ ଚେଷ୍ଟା କରିଲେ ସେମାନେ ସେମାନଙ୍କର ଭୟଙ୍କର ରୂପ ମଧ୍ୟ ଦେଖାଇଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସାପ ଧରାଳି ଜଣଙ୍କ ପୋଖରୀ ଭିତରୁ ବିଷଧର ସାପ କୁ ଧରିବା ପାଇଁ ଚେଷ୍ଟା ଚଲେଇ ଥିଲେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ମେହେକରି ଗାଁ ଅହମଦାବାଦ ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କେଉଁ ଭଳି ଭାବରେ ଲୋଳ ଜଣଙ୍କ ବିଷଧର ନାଗ ଆଉ ନାଗୁଣୀ ଙ୍କୁ ଧରିବା ପାଇଁକି ଆସିଥିଲେ | ଆଉ ସେଠାରେ ବିଷଧର ନାଗ ଆଉ ନାଗୁଣୀ ପୋଖରୀ ରେ ପାଣି ଭିତରେ ଥିବା କଥା ମଧ୍ୟ କୁହାଯାଉଛି | ଆଉ ସେହି ପୋଖରୀ ଭିତରକୁ ପ୍ରଥମେ ବାଉଁଶ ସାହାଯ୍ୟ ରେ ନାଗ ସାପ ଟିକୁ ଟାଣି ଥିଲେ କୂଳ ସାମ୍ନା କୁ |
ଆଉ ସେହି ନାଗ କୁ ବ୍ୟାଗ ରେ ପୁରାଇବା ସମୟରେ ସାପ ଟି ରାଗି ଯାଇ ଲୋକଙ୍କ ଉପରକୁ ଫେଣା ଟେକୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ସେହି ଭିଡିଓ ଟିରେ | ଆଉ ତାହା ପରେ ନାଗ ସାପ ଟିକୁ ସାବଧାନତାର ସହିତ ବ୍ୟାଗ ଭିତରେ ପୁରାଇବା ପରେ ନାଗୁଣୀ ଧରିବା ପାଇଁ ବାହାରି ପଡିଥିଲେ ସେମାନେ | ତେବେ କୁହାଯାଉଛି କି ନାଗ ଆଉ ନାଗୁଣୀ ଗୋଟିଏ ସ୍ଥାନରେ ରହୁଥିବେ ବୋଲି , ଆଉ ନାଗ କୁ ଧରିବା ପରେ ନାଗୁଣୀ ଙ୍କୁ ମଧ୍ୟ ଧରିବାର ଅପେରସନ ଆରମ୍ଭ କରି ଦେଇଥିଲେ ସେମାନେ |
ଆଉ ନାଗୁଣୀ ଟିକୁ ମଧ୍ୟ ବାଉଁଶ ସାହାଯ୍ୟ ରେ ପୋଖୋରୀ ର କୂଳ କୁ ଅଣା ଯାଇଥିଲା, ଆଉ ତାହା ପରେ ସେହି ନାଗୁଣୀ କୁ ବ୍ୟାଗ ଭିତରେ ପୁରାଇ ନେଇଯାଇଥିଲେ | ଆଉ ସେମାନଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ଛାଡିବା ପାଇଁ ମଧ୍ୟ ଯାଇଥିଲେ ବୋଲି କୁହାଯାଉଛି | ଆଉ କହିଛନ୍ତି କି ସାଧାରଣତଃ ନାଗ ଓ ନାଗୁଣୀ ଏକାଠି ରହିଥାନ୍ତି ଆଉ ସେମାନେ ବହୁତ ଭୟଙ୍କର ମଧ୍ୟ ହୋଇଥାନ୍ତି | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।