ଦେଖନ୍ତୁ ଭିଡ଼ିଓ : ନାଗ-ଢମଣାଙ୍କ ଜବରଦସ୍ତ ଖେଳ, ଦେଖନ୍ତୁ ଭାଇରାଲ Video ଯାହାକୁ ଏବେ ସୁଦ୍ଧା 60 ହଜାରୁ ଅଧିକ ଲୋକ ଦେଖି ସାରିଲେନି

ବନ୍ଧୁଗଣ ଆପଣ ସାପକୁ ନେଇ ଅନେକ ଖବର ସଂସ୍ପର୍ଶରେ ଆସିଥିବେ ନିଶ୍ଚିତ। ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।

ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। ପୁରାଣ ଶାସ୍ତ୍ର ଅନୁସାରେ ଯାହା କୁହା ଯାଇଥାଏ ଯେ ସାପ ଯୋଡ଼ା ଖେଳୁ ଥିବାର ଦେଖିଲେ ତାହାକୁ ଶୁଭ ବୋଲି ମାନା ଯାଇଥାଏ।

ବିଶେଷ କରି ଯଦି ନାଗ ନାଗୁଣୀ ଖେଳିବାର ଦେଖିବାକୁ ମିଳେ ତେବେ ଏହାକୁ ଦେଖିଲେ ଲୋକମାନେ ତାହାକୁ ଶୁଭ ବୋଲି ମାନିଥାନ୍ତି।ସବୁଆଡେ ଜନ ବସତି ଗଢି ଉଠୁ ଥିବାରୁ ଏବେ ଆଉ ଜନବସତି ଅଞ୍ଚଳରେ ସାପକୁ ଦେଖିବାକୁ ମିଳୁନାହିଁ। ପ୍ରାୟତଃ ସେମାନେ ଜଙ୍ଗଲରେ ରହିଥିବାର ଆଉ ଏହି ଖେଳ ଖେଳୁଥିବା ର ଦେଖାଯାଏ। ଗାଆଁ ମାନଙ୍କରେ କିଛି ସମୟରେ କିନ୍ତୁ ଏହା ଦେଖିବାକୁ ମିଳିଥାଏ। ତେବେ ସେହିପରି ଏକ ଦୃଶ୍ୟ ପୁଣି ଏବେ ଲୋକ ଲୋଚନକୁ ଆସିଛି। ସାପ ଦୁଇଟି ଖେଳୁଥିବା ର ଦେଖିବା ପାଇଁ ମିଳିଛି।ଏହି ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲାର ଏକ ଗ୍ରାମରେ।

ଏଠାରେ ଯାହା ଦେଖିବା ପାଇଁ ମିଳିଛି ଖେଳୁ ଥିବା ସାପ ଦୁଇଟି ଭିତରୁ ଗୋଟିଏ ନାଗ ଏବଂ ଗୋଟିଏ ଢମଣା। ଏମାନେ ପରସ୍ପର ଗୋଡେଇ ହୋଇ ଖେଳୁଛନ୍ତି। ଗାଆଁ ଲୋକେ ଏହାକୁ ଦେଖିବାକୁ ପାଇ ବହୁତ୍ ଖୁସି ହୋଇଛନ୍ତି।ଏହି ଅଦ୍ଭୁତ ଦୃଶ୍ୟକୁ ସେମାନେ କ୍ୟାମେରା ରେ ରେକର୍ଡ କରିଛନ୍ତି।ଏହା ଦେଖିବାକୁ ବହୁତ ସୁନ୍ଦର ଲାଗୁଛି। ଗାଆଁ ଲୋକେ ଏହାକୁ ଦେଖି କେହି ସାପ ଦୁଇଟିର ପାଖକୁ ଯାଇ ନାହାନ୍ତି। ଦୂରରେ ରହି ଏହି ବିରଳ ଦୃଶ୍ୟକୁ ରେକର୍ଡ କରି ଛନ୍ତି ଏବଂ ଏହା ପରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।