OMG ! ନାଗକୁ ମାରିଦେଲେ ବୋଲି ପ୍ରତିଶୋଧ ନେଉଛି ନାଗୁଣୀ… ଦେଖନ୍ତୁ Video

ବେଳେବେଳେ ଏମିତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା କାହାଣୀ ପରି ଲାଗେ ହେଲେ କିଛି ସେଥି ମଧ୍ୟରୁ ସତ ରହିଥାଏ। ଆଉ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା କୌଣସି ସିନେମା ନୁହେଁ। ଆଉ ଏହି ଘଟଣାଟି ବାସ୍ତବରେ ଘଟି ଯାଇଛି ଯାହାକୁ ଦେଖିବା ପରେ ଫିଲ୍ମ ପରି ଲାଗିବ କିନ୍ତୁ ତାହା ସତ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ। ଏଠାରେ ଏବେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ଏବେ ସୋସିଆଲ ମିଡ଼ିଆରେ ନଜରକୁ ଆସିଛି।

ଆଉ ଏହି ଘଟଣା ଏବେ କିଛି ଦିନ ତକେ ଘଟଣା ଟି ଘଟି ଯାଇଥିଲା ଏବଂ ଏହି ଘଟଣା ଟି ସମୟରେ ଯିଏ ବି ଦେଖିଛି ତାହା ସମସ୍ତେ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଘଟଣା ଟିରେ ଏକ ଅଭୂତ ଘଟଣା ସମ୍ନାକୁ ଆସୁଛି ଯାହା ଏବେ ଭାଇରଲ ଜୋର ରେ ହୋଇଛି । ଏହିଠାରେ ଆପଣ ମାନେ ମଧ୍ୟ ଦେଖିଥିବେ ଯେଉଁଠି ଜଣେ ଯୁବକ ସହିତ ଏମିତି କିଛି ଘଟି ଯାଇଛି ଆଉ ବିଭିନ୍ନ ସମୟରେ ଆମେ ସାଧାରଣ ଭାବରେ ଶୁଣି ଥାଉ ଯେ ନାଗ ସାପ କାମୁଡ଼ିଲେ ନାଗୁଣି ତାହାର ପ୍ରତିଶୋଧ ନେଇ ଯାଇଥାଏ।

ଆଉ ଏହିଠାରେ ଏକ ଅଭୂତ ଘଟଣା ତାହା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଯୁବକ ଏମିତି କିଛି କରିଛନ୍ତି ଯାହା ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଅନେକ ଥର ହଇରାଣ ହେବାକୁ ପଡିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ଜୋର ରେ ହୋଇଛି। ଏହିଠାରେ ଯାହା ଜାଣିବାକୁ ମିଳିଛି ଯେ ସେଠାରେ ଏକ ଅଭୂତ ଘଟଣା ଘଟିଛି ଯାହା ନଜରକୁ ଆସିଛି। ଏହି ଘଟଣା ଟିରେ ଗୋଟିଏ ସାପ ର ଆଗକୁ ଆସିଛି। ଯେଉଁଠାରେ ଗୋଟିଏ ସାପ ନିଜ ସାଙ୍ଗ ପାଇଁ ପ୍ରତିଶୋଧ ନେଇଛି ଯାହା ଏଠାରେ ଦେଖୁବାକୁ ମିଳୁଛି।

ଆଉ ଏହିଠାରେ ଗୋଟିଏ ନାଗ ସାପ ଓ ନାଗୁଣି ଖେଳି ଥିବା ବେକେ ଯୁବକ ଜଣଙ୍କ ନାଗ ଟିକୁ ମାରି ଦେଇଥିଲେ ଯାହା ପରେ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲା ନାଗୁଣି। ସେହି ଯିବକ ଜଣଙ୍କୁ ବାରମ୍ବାର ମଧ୍ୟ ଦଂଶନ କରିଥିଲେ ହେଲେ ଏମିତି କିଛି କ୍ଷତି ହୋଇ ନାହିଁ। ଏହି ଠାରେ ଜଣେ ଯୁବକ ଗୋଟିଏ ଫାର୍ମ ରେ କାମ କରି ଥାଆନ୍ତି କିନ୍ତୁ ଦିନେ ସେ ସେଠାରେ ଦୁଇଟି ସାପ ଖେଳି ଥିବାର ଦେଖୁବା ପରେ ନାଗ ସାପ କୁ ମାରି ଦେଇଥିଲା ଏବଂ ନାଗୁଣିକୁ ମାରିବାକୁ ପ୍ରୟାସ କରିଥିଲା। ହେଲେ ସେହିଦିନ ତାହା ହୋଇ ପାରିନଥିଲା ଏବଂ ପରବର୍ତ୍ତୀ ସମୟରେ ସେହି ଯୁବକ କୁ ସେହି ନାଗୁଣି ୭ ଥର କାମୁଡି ଥିଲେ ହେଲେ ତାଙ୍କର ଦେହ ପରବର୍ତ୍ତୀ ସମୟରେ ଭଲ ହୋଇ ଯାଇଛନ୍ତି। ଏହି ଘଟଣା ଟି ଉତ୍ତର ପ୍ରଦେଶରେ ଦେଖିବାକୁ ମିଳି ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment