ଦେଖନ୍ତୁ Shocking ଭିଡ଼ିଓ : ନଈକୁ ମାଛ ଧରିବାକୁ ଯାଇଥିଲେ ଯୁବକ ହଠାତ ଦେଖିଲେ….

0

ବର୍ତ୍ତମାନ ସମୟରେ, ଆମ ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ। ଲୋକ ମାନଙ୍କ ମଧ୍ୟରେ ମଣିଷ ପଣିଆ ଗୁଣ ଦେଖିବା ପାଇଁ ମିଳୁନାହିଁ। ଚୋରି, ହତ୍ୟା, ଡକାୟତି, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ପାରିବାରିକ ଘଟଣା, ଆପଣ ମାନେ ଦେଖିଥିବେ ପ୍ରାୟତଃ ଅଧିକାଂଶ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର କଳହ ଲାଗି ଅନେକ ପ୍ରକାର ବଡ଼ ବଡ଼ ଅପରାଧ ଘଟି ଯାଉଛି। ଏବଂ କେଉଁଠି କିଏ କାହାକୁ ମାରି ଫିଙ୍ଗି ଦେଇ ଯାଉଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ପୋଲିସ ମଧ୍ୟ ଜାଣି ପାରନ୍ତି ନାହିଁ, ଏବଂ ଦୋଷୀ ନିର୍ଭୟରେ ସମସ୍ତଙ୍କ ସାମ୍ନାରେ ବୁଲିଥାଏ। ପ୍ରତିଦିନ ଆମ ସମାଜରେ ଏଭଳି ଘଟଣା ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣମାନେ ଜାଣିବା ପରେ ଭୟରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି, ନଦୀରେ ଏକ ଅଜଣା ଯୁବକର ଶବ ଭାସୁଥିବାର ଦେଖି ସେଠରେ ଥିବା ଗାଁ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ତେବେ ଏଭଳି ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଆଜି ଆମେ ଆପଣଙ୍କ ମାନକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ପ୍ରତିଦିନ ଭଳି ସେମାନେ ନଦୀକୁ ଯାଇ ମାଛ ଧରନ୍ତି ଏବଂ ସେମାନେ ନିତ୍ୟକର୍ମ କରନ୍ତି, କିନ୍ତୁ ଦିନେ ଯେତେବେଳେ ସକାଳେ ନଦୀକୁ ଯାଇଥିଲେ ଏହିପରି କିଛି ଦେଖିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଦୃଶ୍ୟଟି ହେଉଛି ଏକ ଶବ ଆଜ୍ଞା ହଁ ସେମାନେ ନଦୀରେ ଭାସୁଥିବାର ଏକ ଶବ ଦେଖିଥିଲେ। ଏହା ଦେଖିବା ପରେ ସେମାନେ ଗ୍ରାମର ବୟସ୍କ ଲୋକଙ୍କୁ ଡାକିଥିଲେ, ତା ପରେ ପୋଲିସ ଙ୍କୁ ଡାକିଥିଲେ, ତେବେ ଭାସୁଥିବା ଶବ ଟି ଯୁବକର , ବୟସ ୩୦ ରୁ ୪୦ ମଧ୍ୟରେ ହେବ, ପାଖାପାଖି ୨ ରୁ ୩ ଦିନ ହେବ ମୃତ୍ୟୁ ବୋଲି ଜଣା ପଡୁଛି। ତେବେ ଶବ ଟି ପୁରାପୁରି ଭାବରେ ଫୁଲିଯାଇଥିବା ଦେଖିବା ପାଇଁ ମିଳିଛି।

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା କାଂଶବାଂଶ ନଦୀରେ ଥିବା ବ୍ରିଜ ନିକଟରେ ଦେଖିବା ପାଇଁ ମିଳିଛି। ତେବେ ଶବ କାହାର କିପରି ମୃତୁ ଘଟିଛି ବର୍ତମାନ ସୁଦ୍ଧା ତାହାର କୌଣସି ସୂଚନା ମିଳିନାହିଁ। ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ପୋଲିସଙ୍କ କହିବା କଥା ଯେ ପର୍ଯ୍ୟନ୍ତ ତଦନ୍ତ, ପୁରା ହୋଇ ନାହିଁ ସେ ପର୍ଯ୍ୟନ୍ତ ମୃତ ଯୁବକ ସମ୍ବଦରେ କିଛି କହି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ ମନାକରିଦେଇଛନ୍ତି। ତେବେ ଆମର ପ୍ରଶାସନ ନିକଟରେ ଏତିକି ପ୍ରାଥନା ଯେ ଘଟଣାର ଠିକ ଭାବରେ ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।