ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି କିଛି କଥା |ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କୁ ମାରିଥିବା ଗୋପାଳ ଦାସ ଙ୍କର ମୁହଁରେ ଅନୁତାପ ନ ରହି ଗୋପାଳ ଖବର କାଗଜ ରେ ତାଙ୍କରଫୋଟ କୁ ଦେଖି ହସିବାକୁ ଲାଗିଥିଲେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ASI ଗୋପାଳ ଦାସ ଝାଡ଼ସୁଗୁଡା ର ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଫା ରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଗୁଳି କରି ଥିଲେ ଆଉ ଯାହା ଫଳରେ ନବ ଦାସ ଙ୍କ ମୃତ୍ୟୁ ଘଟିଥିଲା |ଆଉ ଆଜି ନବ ଦାସ ଙ୍କର ମୃତ୍ୟୁ କୁ 10 ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘଟଣା ର କୌଣସି ସତ ସାମ୍ନା କୁ ଆସିନି | କଣ ପାଇଁ ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ତାହା ର କୌଣସି ସତ ସାମ୍ନା କୁ ଆସି ନ ଥିବା ବେଳେ ସେପଟେ ଦେଖିବାକୁ ମିଳିଛି ଆଉ ଗୋଟିଏ ଘଟଣା |
ଯେଉଁଠି କୁହାଯାଉଛି କି ଝାଡ଼ସୁଗୁଡା ଏୟାର ପୋର୍ଟ ରେ ନବ ଦାସ ଘରେ ଚାହା ପିଇବା ପାଇଁ ବସିଲା ଭଳି ସଫା ରେ ବସିଥିଲେ ଆଉ ଖବର କାଗଜ ରେ ନିଜର ଫୋଟ କୁ ଦେଖି ଜୋର ରେ ହସିବାକୁ ଲାଗିଥିଲେ |ଆଉ ଯେଉଁଠି କୁହାଯାଉଛି କି ଗୋପାଳ ଦାସ ଙ୍କର ନାଗ ଟେଷ୍ଟ ପାଇଁ ଅନୁମତି ଦେଇଛି ଏସ ଡ଼ି ଜି ଏମ କୋଟ ବୋଲି କୁହାଯାଉଛି | ଆଉ ତାଙ୍କୁ ବର୍ତ୍ତମାନ ଝାଡ଼ସୁଗୁଡା ବିମାନ ବନ୍ଦର ରୁ ଗୁଜୁରାଟ କୁ ଟେଷ୍ଟ ପାଇଁ ନିଆଯିବାର ବ୍ୟବସ୍ତା କରାଯାଇଥିବା ବେଳେ ଗୋପାଳ ଦାସ ଙ୍କର ଏହିଭଳି କିଛି କାଣ୍ଡ କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି |
କାରଣ ଗୋପାଳ ହେଉଛନ୍ତି ଜଣେ ପୋଲିସ କର୍ମଚାରୀ ଆଉ ସେ ସମସ୍ତ ପ୍ରକାରର ନିୟମ କାନୁନ ଜାଣିଛନ୍ତି ବୋଲି କୁହାଯାଉଛି |ତେବେ ଗୋପଳ ଦାସ ଙ୍କର ଏହି ଭଳି ଭାବରେ ଝାଡ଼ସୁଗୁଡା ଏୟାର ପୋର୍ଟ ରେ ଖବର କାଗଜ ରେ ନିଜ ଫୋଟ କୁ ଦେଖିକି ହସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।