ନାମ.. ନେ… ଜେଲ ଗଲେ ଏହି ରସିକିଆ ପ୍ରେମୀ ଯୁଗଳ… ଦେଖନ୍ତୁ Video

ସମୟ ଏବେ ଏମିତି ହୋଇଗଲାଣି ସବୁ ଜାଗାରେ ଡିଜିଟାଲ ସେବା ର ବ୍ୟବସ୍ଥା ରହିଛି। ଆଉ ଏବେ ସେହି ସବୁ ର ଫାଇଦା ଅଧିକାଂଶ ଲୋକ ମାନେ ଉପଯୋଗ କରୁଛନ୍ତି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଏଠାରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା ଯେଉଁଠାରେ ଜଣେ ଯୁବକ ଗେମ ଖେଳିବା ପାଇଁ ୬୦ ଲକ୍ଷ ରୁ ଅଧିକ ଟଙ୍କା ବ୍ୟବହାର କରି ଫସି ଯାଇଛନ୍ତି। ଏହିଠାରେ ଭିଡ଼ିଓ ରେ ଜାଣିବାକୁ ମିଳିଛି ଏକ ଘଟଣା ଯାହା ଆପଣ ମାନେ କିଛି ଦିନ ତଳେ ଶୁଣିଥିବେ ଯାହା ସବୁ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଥିଲା। ଆଉ ଏବେ ଘଟଣା ଟିର ସବୁ ରହସ୍ୟ ଧୀରେ ଧୀରେ କିଛି ମାତ୍ରାରେ ଜଣା ପଡ଼ିଛି ଯାହା ଏଠାରେ ସୂଚନା ଯୋଗ୍ୟ।

ସେହି ଘଟଣା ଟିରେ ଜଣେ ଯୁବକ ଏମିତି କିଛି କରିଛନ୍ତି ଯାହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଘଟଣା ଟିରେ ଏମିତି ମଧ୍ୟ ଜଣେ ଯୁବତୀ କରିଛି ଯାହା ସବୁଠୁ ଲଜ୍ଜା। ଦୁହେଁ ପ୍ରେମୀ ଯୁଗଳ ଏମିତି କିଛି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି। ଏହି ଘଟଣା ଟିରେ ସେହି ଯୁବକ ଜଣଙ୍କ ଏମିତି କିଛି କରିଛନ୍ତି ତାହାର ପ୍ରେମିକା ସହିତ ମିଶିକି ଯାହା ଆପଣ ମାନେ ଏଠାରେ ଜାଣିବା ପରେ ମୁଣ୍ଡରେ ହାତ ଦେବେ। ଆଉ ଏବେ ଘଟଣା ଟିର ରହସ୍ୟ ସମ୍ପର୍କରେ ଶୁଣିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ଜୋର ରେ ହୋଇଛି।

ସେହି ଯୁବକ ଜଣଙ୍କ ତାର ପ୍ରେମିକା ପାଖରୁ ପ୍ରାୟତଃ ୯୭ ଲକ୍ଷ ଟଙ୍କା ନେବା ପରେ ଫେରାର ହେବା ପରେ ପୋଲିସ ତାଙ୍କୁ ଖୋଜିଥିଲେ ହେଲେ ପ୍ରଥମେ ତାଙ୍କ ପ୍ରେମିକା ଜଣଙ୍କ ଧରି ଥିଲେ। ଆଉ ଶେଷ ସମୟରେ ପ୍ରେମିକ ଜଣଙ୍କୁ ପାଇଥିଲେ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ତାଙ୍କର କିଛି ରହସ୍ୟ ସମ୍ପର୍କରେ ଏବେ କିଛି ଶୁଣିବାକୁ ମିଳୁଛି ଯାହା ଏହିଠାରେ ଦେଖିବାକୁ ମିଳିଛି। ଏବେ ସେହି ଘଟଣା ଟି ରେ ପୋଲିସ ତାର ଜୋର ଦାର ତଦନ୍ତ ଚଲେଇଛି। ଏବେ ଦୁଇ ପ୍ରେମୀ ଯୁଗଳ ଙ୍କୁ ପୋଲିସ ଗିରଫ କରି ସାରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଏବେ ଘୁରି ବୁଲୁଛି।

ଏହି ଠାରେ ଜାଣିବାକୁ ମିଳିଛି ଯେ ସେହି ଯୁବକ ଜଣଙ୍କ ପଇସା ନେବା ପରେ ଗେମ ଖେଳି ସେଠାରେ ବ୍ୟବହାର କରିଥିଲେ ଯାହା ଏହି ଠାରେ ଜାଣିବାକୁ ମିଳିଛି। ଆଉ ଗେମ ରେ ପଇସା ଲଗେଇ ସେ କିଛି ଆଉ ପାଇବା ପାଇଁ ଆଶା ରଖିଥିଲେ ଯାହା ଏହି ଠାରେ ସୂଚନା ଯୋଗ୍ୟ। ଆଉ ଏତେ ଟଙ୍କା ନେଇ ଜଣେ ବିଜନେସ ନ କରି ଏମିତି କାମ ରେ ବ୍ୟବହାର କରି ଏମିତି ଚର୍ଚ୍ଚାକୁ ଆସିଛନ୍ତି ଯାହା ଶୁଣିବାକୁ ମିଳିଛି। ବର୍ତମାନ ସେ ଦୁହେଁ ଜେଲ ର କାନ୍ଥ ଭିତରେ ରହିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment