ଦେଖନ୍ତୁ ଭିଡ଼ିଓ । ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁର ଏହି ମହିଳା, ଗୀତଟିଏ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..

0

କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ ଯଦି ଆପଣଙ୍କ ପାଖରେ କୌଣସି ପ୍ରକାର କଳା ଲୁଚି ରହିଛି ତେବେ ତାହା କୁ କେହି ଅଟକାଇ ପାରିବେ ନାହିଁ ଦିନ ନା ଦିନେ ତାହା ଲୋକ ଲୋଚନ କୁ ଆସିବ ।ତେବେ ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ।

ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ୍ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ଏହି ଭିଡିଓ ଟି ସବୁ ଠାରୁ ଭିନ୍ନ ଅଟେ ।ତେବେ କଣ ରହିଛି ଏହି ଭିଡିଓ ରେ ଆସନ୍ତୁ ଜାଣିବା ;

ଆଜି କାଲି ସୋସିଆଲ ମିଡ଼ିଆ ସହିତ ଆମେ ମାନେ ସମସ୍ତେ ଜଡିତ। ତେବେ ଯଦି ଆମେ ଦେଖିବା ଏହି ସୋସିଆଲ ମିଡ଼ିଆ ଜରିଆ ରେ ଅନେକ ଲୋକ ନିଜ କ୍ୟାରିୟର ମଧ୍ୟ ଆରମ୍ଭ କରି ପାରୁଛନ୍ତି। ନିଜର ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ କରି ସେମାନେ ଆଜି ଲୋକ ମାନଂକ ପାଖରେ ଏକ ଚିହ୍ନା ଚେହେରା ହୋଇ ପାରିଛନ୍ତି।

ତେବେ ସେମିତି ଏକ ଭିଡିଓ ଆଜି କାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ରେ ଆପଣ ଏକ ସ୍ତ୍ରୀ ଲୋକ ର ଗୀତ ଶୁଣିବାକୁ ପାଇବେ। ଏହି ସ୍ତ୍ରୀ ଲୋକ ଟିର କଣ୍ଠ ଏତେ ସୁନ୍ଦର ଯେ ଜିଏବି ଶୁଣିଛି ପ୍ରଶଂସା ନକରି ରହି ପାରୁ ନାହାଁନ୍ତି।ତେବେ ଏହି ମହିଳା ଜଣଙ୍କ ନିଜ ପ୍ରତିଭା ର ମାତ୍ର ଗୋଟିଏ ଝଲକ୍ ରେ ଆଜି ଖୁବ୍ ପରିଚିତ ହୋଇ ପାରିଛନ୍ତି।

ନିଜର ଏହି ସଂଗୀତ କଳା ପ୍ରଦର୍ଶନ କରି ସେ ଆଜି ସମସ୍ତଙ୍କ ର ଖୁବ୍ ପ୍ରିୟ ହୋଇ ପାରିଛନ୍ତି । ତେବେ ମହିଳା ଜଣଙ୍କ ଯେଉଁ ସବୁ ଭଜନ ଗାଇ ଅଛନ୍ତି ସେସବୁ ଶୁଣିଲେ ଆପଣଙ୍କୁ ଲାଗିବ ଯେପରି ନିଜ ହୃଦୟ ରେ ଥିବା ସମସ୍ତ ବେଦନା , ସମସ୍ତ ଭାବନା କୁ ସଙ୍ଗୀତ କରି ସେଥିରେ ନିଜର କଣ୍ଠ ପ୍ରଦାନ କରିଛନ୍ତି ଆଉ ସେସବୁ କୁ ମା ଙ୍କୁ ଜଣାଇ ଅଛନ୍ତି।

ତେବେ ମହିଳା ଜଣଙ୍କ ର ଏହି ଭିଡିଓ ଟି ୟୁତିୟୁବ ରେ ଟ୍ରେଣ୍ଡିଙ୍ଗ ରେ ରହିଛି ଆଉ ଲୋକ ମାନେ ଏହି ଭିଡିଓ କୁ ଖୁବ୍ ପସନ୍ଦ କରୁଛନ୍ତି । ମହିଳାଙ୍କ ର ଏହି ଭିଡିଓ ଟି ସତ୍ୟଭଂଜ ୟୀତିୟୁବ୍ ଚ୍ୟାନେଲ ରେ ଅପଲୋଡ଼ କରା ଯାଇଅଛି । ମହିଳା ଙ୍କ ର ଏହି ଗୀତ କୁ ଯିଏ ଶୁଣିଛି ସିଏ ମହିଳା ଙ୍କୁ ପ୍ରଶଂସା ରେ ପୋତି ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।