H’ ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ, ଏମିତି ହୋଇଥାନ୍ତି ‘H’ ନାମର ଲୋକ – Vastu Shastra

ପ୍ରତ୍ୟେକ ବ୍ୟକ୍ତିର ତାଙ୍କ ନାମର ପ୍ରଥମ ଅକ୍ଷର ର ବହୁତ୍ ହିଁ ମହତ୍ତ୍ଵ ରହିଥାଏ। ନାମର ପ୍ରଥମ ଅକ୍ଷର ରୁ ହିଁ ବ୍ୟକ୍ତିର ବ୍ୟକ୍ତିତ୍ଵ ବାବଦରେ ବହୁତ୍ କିଛି ଜାଣି ହୋଇଥାଏ।ସେଥିପାଇଁ ପିତା ମାତା ଭାବି ଚିନ୍ତି ନିଜ ସନ୍ତାନ ର ନାମ କରଣ କରିଥାନ୍ତି।ନାମର ପ୍ରଥମ ଅକ୍ଷର ସହିତ ରାଶି ମାନଙ୍କ ସହିତ ଜଡ଼ି ହୋଇ ରହିଥାଏ। ଓ ସେହି ରାଶି ସହ ଜଡ଼ିତ ଥିବା ବ୍ୟକ୍ତିର ବ୍ୟକ୍ତିତ୍ଵ ସ୍ଵଭାବ ଭବିଷ୍ୟତ ସହିତ କିଛି ଖାସ୍ କଥା ଜଣାଇ ଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ କି ବର୍ଷ ୨୦୨୩ H’ ଅକ୍ଷର ନାମ ଥିବା ବ୍ୟକ୍ତିମାନଙ୍କର କିପରି କଟିବ।

ଶିକ୍ଷା ଓ କ୍ୟାରିୟର:-

୨୦୨୩ ରାଶିଫଳ ଅନୁଯାୟୀ H ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ପାଇଁ ଖୁବ୍ ଭଲ ରହିଛି। ଶିକ୍ଷାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବାରେ ଭଲ ସୁଯୋଗ ପାଇ ପାରିବେ। ତେବେ ଆପଣଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଟିକିଏ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ଆପଣ ସଫଳତା ପାଇ ବେଶ୍ ଆଗକୁ ଯିବେ। ଚାକିରୀ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଆଗକୁ ବଢିବାର ବେଶ୍ ସୁବିଧା ସୁଯୋଗ ମିଳିବ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରୁ ସାହାଯ୍ୟ ପାଇ ଆଗକୁ ଯିବେ।ଭାଗ୍ୟଦେବୀ ଆପଣଙ୍କ ଉପରେ ପ୍ରସନ୍ନ ରହିଛନ୍ତି। ଆପଣ ଯେଉଁ କାର୍ଯ୍ୟ ହାତକୁ ନେବେ କି କରିବାକୁ ଚାହୁଁଛନ୍ତି ସେଥିରେ ସଫଳ ହେବେ କାରଣ ଆପଣଙ୍କ କ୍ୟାରିୟର ବହୁତ୍ ହିଁ ଭଲ ରହିବ।

ପ୍ରେମ୍ ଜୀବନ:-

ରାଶିଫଳ ଅନୁଯାୟୀ ୨୦୨୩ H ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟମ ଧରଣର ରହିବ। ଆପଣଙ୍କ ତାଳମେଳରେ ସାମାନ୍ୟ କମି ଦେଖିବାକୁ ମିଳିବ। ଭୁଲ ବୁଝାମଣା ହୋଇ ପାରେ। ସେଥିପାଇଁ ବିଶେଷ ଧ୍ୟାନ ରଖିବେ ଏବଂ ନିଜ ଜିଦି ଓ କ୍ରୋଧ କୁ ନିୟନ୍ତ୍ରଣ କରନ୍ତୁ ସମ୍ପର୍କ ମଜବୁତ୍ ହେବ।ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିବାହ କରିବାକୁ ଯାଉଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ସମୟ ଖୁବ୍ ଭଲ ରହିଛି।

ଆର୍ଥିକ ପରିସ୍ଥିତି:-

ଆପଣଙ୍କ ଆର୍ଥିକ ସ୍ଥିତି ରେ ଉଚ୍ଚାନୀଚା ଅବସ୍ଥା ଦେଖିବାକୁ ମିଳିବ। ଦେଖିବା ପାଇଁ ଗଲେ ଆର୍ଥିକ ଅବସ୍ଥା ମୋଟାମୋଟି ଭାବେ ଭଲ ରହିବ। ବର୍ଷର ମଧ୍ୟ ଭାଗରେ ଆପଣ ପ୍ରଚୁର ଲାଭ ପାଇବେ। ଆୟ ଯେତିକି କରିବେ ସେମିତି ଖର୍ଚ୍ଚ ମଧ୍ୟ କରି ପାରନ୍ତି। ଏହି ବର୍ଷ ଆପଣ ଟଙ୍କା ମଧ୍ୟ ଜମା କରିବେ ଏବଂ ଭବିଷ୍ୟତ ପାଇଁ କିଛି ଭଲ ବିନିଯୋଗ ମଧ୍ୟ କରି ପାରନ୍ତି। କିଛି ନୂଆ ଆରମ୍ଭରୁ ଆପଣ ଭଲ ଲଭ୍ ପାଇ ପାରିବେ।ଆପଣ ଯେଉଁ କାର୍ଯ୍ୟ ହାତକୁ ନେବେ କି କରିବାକୁ ଚାହୁଁଛନ୍ତି ସେଥିରେ ସଫଳ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment