ନରେନ୍ଦ୍ର ମୋଦି କି ସୁଖ କରୁଛ ହେ ..ଦିନକୁ 7 ଲକ୍ଷ ଟଙ୍କାର ଅଷ୍ଟ୍ରେଲିଆନ ଛତୁ ଓ ଦହି ଖାଉଛ: ମୋଦି ଙ୍କୁ ସୁଦିଦେଲେ ସୁର ରାଉତରାୟ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏବେ ସାରା ଭାରତ ବର୍ଷ ରେ ସେସିଆଲ ମିଡିଆରେ ଭାଇରାଲ ହେଉଛି ସେହି ଗୋଟିଏ ଖବର ଯାହାକୁ ଶୁଣିଲେ ଆପଣ ମାନେ ବି କହିବେ ଆରେ କଣ ଏହି କଥା ଟି ସତ ନା ବାହାନା ପ୍ରଧାନମନ୍ତ୍ରୀ ଙ୍କର, ହଁ ଆଜ୍ଞା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଛି ଗୋଟିଏ ବଡ ଖବର ଯାହା ପାଇଁ ଆପଣ ମାନେ ବି ଆଶାରେ ବସିଛନ୍ତି, ତାହା ହେଉଛି ଭାରତର ନାଗରିକ ମାନଙ୍କୁ ଚାକିରୀ ଯୋଗାଇଦେବା କଥା, ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଘେଷଣା କରିଛନ୍ତି କି ଆଗାମୀ ଦେଢ ବର୍ଷ ଭିତରେ 10 ଲକ୍ଷ ର ଚାକିରୀ ଯୋଗାଇ ଦିଆଯିବ, ଆଉ ଯାହାକୁ ଶୁଣି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁର ରାଉତରାୟ, ଆଉ ମିଡ଼ିଆ ସାମ୍ନାରେ ମୋଦିଙ୍କ ନାଁ ରେ କହିଲେ କିଛି ଏମିତି, ତେବେ ଆସନ୍ତୁ ଜାଣିବା କଣ କହିଥିଲେ ସୁର |

ସୁରଙ୍କ କହିବା କଥାକି ନରେନ୍ଦ୍ର ମୋଦି ଆପଣ 7 ଲକ୍ଷ ଟଙ୍କାର ଛତୁ ଖାଉଛନ୍ତି ଯାହା ଅଷ୍ଟ୍ରେଲିଆ ରୁ ଆସୁଛି ଓ ଦହି ଖାଉଛ ଯାହା ମଧ୍ୟ ଅଷ୍ଟ୍ରେଲିଆ ରୁ ଆସୁଛି , ଯାହା ହୋଉ କି ଭାଗ୍ୟ ତମେ ପାଇଛ ଯାହା ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ହେଇଛ ଆଉ ଏମିତି ସୁଖ ସୁବିଧାରେ ଦିନ କାଟିଛ |ଆଉ ଦିନକୁ ଦଶ ଦଶ ଥର ଲେଖାଏଁ ଡ୍ରେସ ଚେଞ୍ଜ କରୁଛ ତାହା ପୁଣି ଦଶ ଲକ୍ଷ ଟଙ୍କା ଦେଖାଏ ଦର ଗୋଟିଏ ଗୋଟିଏ ଡ୍ରେସ ର ଆଉ ସେମିତି ଜୋତା ମଧ୍ୟ ପିନ୍ଧୁଛ ଯାହା 3 ଲକ୍ଷ ଟଙ୍କାରେ, ବା କି ପ୍ରହସନ ଚଳେଇଛ ଭାରତର ଜଣସାଧାରଣ ଙ୍କ ଉପରେ ଲୋକ ମାନଙ୍କର ପଇସା ରେ ନିଜେ ସୁଖ ସୁବିଧାରେ ଜୀବନ ବିତଉଛ |

ଆଉ ବର୍ଷ ଟାରେ ଦଶ ଦଶ ଲେଖାଏଁ ବିଦେଶକୁ ଯାଉଛ ଆଉ ବୁଲୁଛ , ତମର ବୁଦ୍ଧିକୁ ମାନିବାକୁ ପଡିବ ଲୋକଙ୍କ ଠୁ ଶଶୀ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛ , ଲଜ୍ୟା ଲଜ୍ୟା ଆମର ପ୍ରଧାନମନ୍ତ୍ରୀ ପାଇଁ, ଆଉ ଲୋକମାନଙ୍କ ଟଙ୍କାରେ ବୁଲୁଛ , ଆଉ ସବୁ ଜିନିଷର ଦର ଦାମ ଦିନକୁ ଦିନ ବଢ଼ାଇ ଚାଲିଛ |ଆଉ ଲୋକ ମାନଙ୍କୁ ଦେଉଛ ମିଥ୍ୟା ପ୍ରତିଶୃତି ତାହା ପୁଣି ଚାକିରୀର ଲୋଭକୁ ଦେଖାଇ,10 ଲକ୍ଷ ଚାକିରୀ ଦେବାର ମିଥ୍ୟା କଥା କହି ଲୋକଙ୍କ ମନରେ ଆଶା ଜନ୍ମାଇ ନିଜେ ଓଏସ ଓ ଆରାମରେ ଜୀବନ ଯାପନ କରୁଛ, ଏପରି କହିବା ଆଗରୁ ଟିକେ କାମରେ କରିକି ଦେଖାଇବା ପାଇଁ ଚେଷ୍ଟା କରନ୍ତୁ |

ଏହି ପରି କିଛି କଥା ମିଡ଼ିଆ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନାଁ ରେ କହିଛନ୍ତି ସୁର ରାଉତରାୟ, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment