ବନ୍ଧୁଗଣ ଆମର ଓଡ଼ିଆ ରେ ଏମିତି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ଆମେ ମାନେ ଖୋଜିଲେ ମଧ୍ୟ ସହଜରେ ପାଇ ନ ଥାଉ | ଆଉ ଯେଉଁ ପ୍ରଶ୍ନ କୁ ଶୁଣିଲେ ଆପଣଙ୍କୁ ଶୁଣିଲା ଭଳିଆ ଲାଗିପାରେ କିନ୍ତୁ ପ୍ରଶ୍ନ ର ଉତ୍ତର ଦେବା ଏତେ ସହଜ ହୋଇ ନ ଥାଏ | ଆଉ ଯାହା IAS ପ୍ରଶ୍ନ ଉତ୍ତର ଭଳି ହୋଇଥାଏ | ତାହେଲେ ଆମ ଓଡ଼ିଆ ରେ ମଧ୍ୟ ସେହିଭଳି କିଛି ପ୍ରଶ୍ନ ରହିଛି | ଆଉ ଯାହାର ଉତ୍ତର ଆମେ ସହଜରେ ଜାଣି ପାରି ନ ଥାଉ, ଆଉ ଯାହାର ଉତ୍ତର ଦେବା ଆମ ପକ୍ଷରେ ସେତେ ସୁବିଧା ହୋଇ ନ ଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେମିତି କିଛି ପ୍ରଶ୍ନ ଆଉ ଉତ୍ତର ବିଷୟରେ ଆଜି ଆମେ ମାନେ ଆଲୋଚନା କରିବା |
ତେବେ ଆମ ଓଡ଼ିଆ ମାନଙ୍କର ଅନେକ ପ୍ରଶ୍ନ ଭାବରେ ଢୋଗ ଗୁଡିକ ଆକାରରେ ପ୍ରଶ୍ନ ଗୁଡିକ ରହିଛି, ଆଉ ଯାହାକୁ ଆଲୋଚନା କରିକି ଆମେ ବହୁତ ଖୁସି ମଧ୍ୟ ପାଇଥାଉ |ତେବେ ଆମ ଓଡ଼ିଆ ରେ ଥିବା ସେମିତି କିଛି ନଟ ଖଟି ପ୍ରଶ୍ନ ଗୁଡିକ ବିଷୟରେ ଆସନ୍ତୁ ଆଲୋଚନା କରିବା | ଆଉ ଯାହାକୁ ଆଲୋଚନା କରିବା ଦ୍ଵାରା ଆମେ ମାନେ ମଧ୍ୟ ଅନେକ ମଜା ମଜା ନୂଆ ନୂଆ ପ୍ରଶ୍ନ ସବୁ ଜାଣିପାରିବା | ତାହେଲେ ଆସନ୍ତୁ ଜାଣିବା |
ପ୍ରଶ୍ନ 1:-ନାରୀ ମାନଙ୍କର ଯେଉଁ ଜିନିଷ ନେଇଗଲେ ସେମାନେ ନ ରାଗିକି ବହୁତ ଖୁସି ହୋଇଥାନ୍ତି?
ଉତ୍ତର :-ଦୁଃଖ ବା କଷ୍ଟ
ପ୍ରଶ୍ନ 2:-ଏମିତି କିଏ ଡ୍ରାଇଭର ଅଛି ଯାହାକୁ କେବେବି ଲାଇସେନ୍ସ ଦେବାକୁ ପଡି ନ ଥାଏ?
ଉତ୍ତର :- ସ୍କୃ ଡ୍ରାଇଭର
ପ୍ରଶ୍ନ 3:-ଏମିତି ଗୋଟିଏ ଶବ୍ଦ ର ନାମ କୁହନ୍ତୁ ଯାହା ରାମ ଙ୍କ ନାମ ହୋଇଥିଲେ ମଧ୍ୟ ଲୋକେ ତାକୁ ଖରାପ କୁହନ୍ତି?
ଉତ୍ତର :-ହାରାମ
ପ୍ରଶ୍ନ 4:-ଜନ୍ମ କରିଲା ରାତି ତାକୁ,ସକାଳ କରିଲା ତାକୁ ଯବାନ,ଦିନ ପୋଳେଇଗଲେ ଚାଲି ଯାଇଥାଏ ତାର ଜୀବନ,କହିଲ ଦେଖି ସିଏ କିଏ ଅଟେ?
ଉତ୍ତର :-ଖବର କାଗଜ ମାନେ ସମ୍ବାଦ ପତ୍ର
ପ୍ରଶ୍ନ 5:-ଭାରତରେ କେଉଁ ସହର ରହିଛି ଯାହାକୁ ଆମେ ଖାଇ ଥାଉ?
ଉତ୍ତର :-ସିମଲା ମିରଚି
ପ୍ରଶ୍ନ 6:-ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ଗୋଟେ ନାହିଁ?
ଉତ୍ତର :-ତାରା
ପ୍ରଶ୍ନ 7:-ଟିକି ବାଛୁରୀ ଗଳାରେ ପଘା ଟିକି ଦାନ୍ତରେ କାମୁଡ଼ି ଲୁଗା?
ଉତ୍ତର :-ଛୁଞ୍ଚି ସୂତା
ତାହେଲେ ଏହା ଥିଲା ଆମର ଓଡିଶା ରେ ପ୍ରଚଳିତ ଥିଲା ମଜା ଦାର IAS ପ୍ରଶ୍ନ, ଯାହା କୁ ଆଲୋଚନା କରିବା ଯୋଗୁଁ ଆମର ମନରେ ଅନେକ ଖୁସି ମଧ୍ୟ ଲାଗିଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।