ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ASI ଗୋପାଳ ଦାସ ଙ୍କର ବିଷୟରେ କିଛି କଥା | ଆଉ ଯେଉଁଠି କୁହାଯାଉଛି କି ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିଥିବା ଗୋପଳ ଦାସ ଜାଣି ଜାଣି ଘଟଣା ର କାରଣ ଜଣାଉ ନ ଥିଲେ, ଆଉ ଯେଉଁଠି ପାଇଁ ତାଙ୍କୁ ନାର୍କ କୁ ନେଇଯାଇଥିଲେ ଟେଷ୍ଟ କରିବା ସହିତ ସମସ୍ତ ଘଟଣା ର ସତ୍ୟା ସତ୍ୟ କୁ ଜାଣିବା ପାଇଁ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଝାଡ଼ସୁଗୁଡା ରେ ASI ଗୋପଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲେ | ଆଉ ଯାହା ଫଳରେ ଗୋପାଳ କୁ କ୍ରାଇମ ବ୍ରାଞ୍ଚ ର ପୋଲିସ ମାନେ ଗିରଫ କରିଥିଲେ ଆଉ ତାହା ସହିତ ମନ୍ତ୍ରୀ ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ ବୋଲି କୁହାଯାଉଛି | ତେବେ ଯାହା ଜଣା ପଡିଛି କି ଗୋପଳ ଦାସ ହତ୍ୟା କରିଥିଲେ ନବ ଦାସ ଙ୍କୁ ତାହା ସ୍ୱୀକାର କରୁଥିଲେ ମଧ୍ୟ ଜାଣି ଜାଣି ସେ ହତ୍ୟା ର କାରଣ ଜଣାଉ ନ ଥିଲେ ବୋଲି ମଧ୍ୟ କୁହାଯାଉଛି |
ଆଉ ଯାହା କୁହାଯାଉଛି କି ସୋଡିୟମ ପେଣ୍ଟଥୋଲ ଯାହାକୁ ଚିକିତ୍ସା ବିଜ୍ଞାନ ରେ ଗୋପାଳ ଙ୍କୁ ଦିଆଯାଇଥିଲା ତାହା ର ପ୍ରଭାବ ରେ ଗୋପାଳ ଦାସ କିଛି ସମୟ ପାଇଁ ଚେତାଶୂନ୍ୟ ହୋଇଯାଇଥିଲେ ବୋଲି କୁହାଯାଉଥିଲା | ଆଉ ନାର୍ଟ ଟେଷ୍ଟ ପରେ ବର୍ତ୍ତମାନ ଗୋପାଳ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଯାହା ସୂଚନା ଅନୁସାରେ କୁହାଯାଇଛି |ତେବେ ଯାହା କୁହାଯାଉଛି କି ଗୋପାଳ ଦାସ ନବ ଦାସ ଙ୍କୁ ହତ୍ୟା କରିଥିଲେ ଆଉ ଜାଣି ଜାଣି ଘଟଣା ର ସତ୍ୟ କୁ ପ୍ରକାଶ କରୁ ନ ଥିଲେ ଆଉ ଯେଉଁଥିପାଇଁ ତାଙ୍କୁ ଏହି ଭଳି ଟେଷ୍ଟ କରାଯାଇଥିଲା ବୋଲି ସୂଚନା ଦିଆଯାଉଛି |
ତେବେ ଗୋପାଳ କୁ ନାର୍ଟ ଟେଷ୍ଟ ପରେ ଗୋପାଳ ଙ୍କୁ ଗତ କାଲି ଝାଡ଼ସୁଗୁଡା ଅଣା ଯିବା କଥା ମଧ୍ୟ କୁହାଯାଉଛି | ତେବେ ଯାହା କୁହାଯାଉଛି କି ନାର୍ଟ ଟେଷ୍ଟ ସମୟରେ ମଧ୍ୟ ଗୋପାଳ ଙ୍କୁ ଅନେକ ଗୁଡିଏ ପ୍ରଶ୍ନ ପଚାରା ଯାଇଥିଲା ଆଉ ଜହର ଉତ୍ତର ଗୋପଳ ଦେଇଥିଲେ ମଧ୍ୟ | ତେବେ ଦେଖିବାକୁ ବାକି ରହିଲା ନାର୍କ ଟେଷ୍ଟ ର ରିପୋର୍ଟ ବିଷୟରେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।