jitu das amrutabani – ସ୍ତ୍ରୀର ନାଭି କଣା ଦେଖି ଜାଣନ୍ତୁ ସେମାନଙ୍କ ଚରିତ୍ର ଓ ସ୍ଵଭାଵ ଜାଣନ୍ତୁ….

ବନ୍ଧୁଗଣ ଆପଣ ଜୀବନରେ ଅନେକ କାର୍ଯ୍ୟ କରିଥାନ୍ତି କିନ୍ତୁ ତାହା କେତେ ମାତ୍ରାରେ ଠିକ ତାହା ଆପଣ ଜାଣି ନାହାନ୍ତି |ଆପଣ ଜୀବନରେ ଅନେକ ନୂଆ ନୂଆ କଥା ଜାଣିବା ଆବଶ୍ୟକ ଯାହା ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆଣିବ |ସାମୁଦ୍ରିକ ଶାସ୍ତ୍ର ବର୍ଣ୍ଣନା କରାଯାଛି ଯେ ମହିଳାମାନଙ୍କ ସ୍ଵଭାଵ ସେମାନଙ୍କ ଶରୀର ଗଠନ ଅନୁସାରେ କିପରି ହୋଇଥାଏ | ମୁଁ ଆଜି ଆପଣକୁ ମହିଳାମାନଙ୍କ ଶରୀର ଗଠନ ଅନୁସାରେ ସେମାନଙ୍କ ସ୍ଵଭାଵ,ଚରିତ୍ର,ବ୍ୟବହାର ଓ ଗୁଣ କିପରି ହୋଇଥାଏ ସେ ବିଷୟରେ କହିବି ଯାହା ଦ୍ଵାରା ଆପଣ ଜାଣିପାରିବେ କେଉଁ ମହିଳାଙ୍କ ସ୍ଵଭାଵ କିପ୍ରକାର |ତେବେ ଆସନ୍ତୁ ଜାଣିବା ମହିଳାର ଶରୀର ଗଠନ ଅନୁସାରେ ତାଙ୍କର ସ୍ଵଭାଵ ବିଷୟରେ |

1-ଯେଉଁ ମହିଳା ଓ ପୁରୁଷମାନଙ୍କ ନାଭି ଛୋଟ ସେମାନଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ସେମାନେ କୌଣସି କାର୍ଯ୍ୟରେ ସଫଳତା ଶୀଘ୍ର ପାଆନ୍ତି ନାହିଁ |

2-ଯଉଁ ବ୍ୟକ୍ତିଙ୍କ ନାଭି ଗୋଲ ଓ ଗଭୀର ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି, ଏମାନେ ତାଙ୍କ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି |ସବୁ କାର୍ଯ୍ୟରେ ଏହି ବ୍ୟକ୍ତିମାନେ ସଫଳତା ପାଇଥାନ୍ତି |

3-ଯେଉଁ ମହିଳାମାନଙ୍କ ପେଟ ପତଳା ଓ ମୋଟା ଦେଖାଯାଏ ସେମାନଙ୍କ ଜୀବନରୁ କେବେ ଅର୍ଥର ଅଭାବ କମିନଥାଏ |ଏହି ବ୍ୟକ୍ତିମାନେ ଅଧିକ ଭୋଜନ କରିବାପାଇଁ ମଧ୍ୟ୍ୟ ପସନ୍ଦ କରନ୍ତି |

4-ଯେଉଁ ବ୍ୟକ୍ତିଙ୍କ ବେକ ଅଧିକ ଲମ୍ବା ହୋଇଥାଏ ସେମାନେ ଜୀବନରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ, ଏମାନେ କେବେ ଜୀବନରେ ବିନା ସମସ୍ୟରେ ରହି ପାରନ୍ତି ନାହିଁ |

5-ଯେଉଁ ବ୍ୟକ୍ତିମାନଙ୍କ ଜଂଘରେ ବାଳ ନଥାଏ ସେମାନଙ୍କ ଜୀବନରେ ତାଙ୍କୁ କେବେ ଭାଗ୍ୟ ସାଥ ଦେଇନଥାଏ, ତେଣୁ ଏମାନେ ଜୀବନରେ କେବେ କେବେ ସଫଳତା ପାଇନଥାନ୍ତି ଯଦି ପାଇଥାନ୍ତି ତେବେ ବହୁତ କଷ୍ଟରେ |

6-ଯେଉଁ ପୁରୁଷ ଓ ମହିଳାଙ୍କ ପାଦ ଆଙ୍ଗୁଠି ପାଦ ତୁଳନାରେ ମୋଟା ହୋଇଥାଏ ସେମାନେ ଜୀବନରେ ସଫଳତା ବହୁତ କଷ୍ଟରେ ପାଇଥାନ୍ତି |ଏହି ବ୍ୟକ୍ତିମାନଙ୍କୁ ଭାଗ୍ୟ କେବେବି ସାଥ ଦେଇନଥାଏ |

7-ଯେଉଁ ବ୍ୟକ୍ତିମାନଙ୍କ ଗାଲ ଫୁଲିକରି ରହିଥାଏ ଏବଂ ଗୋଲାପୀ ହୋଇଥାଏ ସେମାନେ ଜୀବନରେ ସବୁ କାର୍ଯ୍ୟରେ ସଫଳତା ପାଇଥାନ୍ତି ତେଣୁ ସେମାନଙ୍କ ଭାଗ୍ୟ ସର୍ବଦା ଏମାନଙ୍କ ସାଥ ଦେଇଥାଏ |

8-ଯେଉଁ ବ୍ୟକ୍ତିଙ୍କ ମଥା ଚଉଡା, ମୁହଁ ଗୋଲ ଓ ଆଖି ସୁନ୍ଦର ହୋଇଥାଏ ଏମାନେ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି |ଏହି ବ୍ୟକ୍ତିମାନେ ଭାଗ୍ୟଶାଳୀ ସ୍ଵଭାଵର ମଧ୍ୟ୍ୟ ହୋଇଥାନ୍ତି |

9-ଯେଉଁ ମହିଳା ମାନଙ୍କ ପାଦ ସୁନ୍ଦର ହେବା ସହିତ ତାଙ୍କର ଦୁଇ ପଦରୁ କେବେ ଝାଳ ବାହାରୁ ନଥାଏ ସେହି ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି |

10-ଯେଉଁ ବ୍ୟକ୍ତିଙ୍କ ପାଦ ଆଙ୍ଗୁଳି ବୁଢ଼ା ଆଙ୍ଗୁଳି ଠାରୁ ବଡ ହୋଇଥାଏ ଏମାନେ ଦୁନିଆରେ ଧନୀ ଶୀଳ ବ୍ୟକ୍ତି ଭାବରେ ପରିଚିତ ହୋଇଥାନ୍ତି |

11-ଯେଉଁ ପୁରୁଷ ମାନଙ୍କ ପେଟ ମାଂସଳ ଓ ଗୋଲାକାର ହୋଇଥାଏ ସେମାନେ ଜୀବନରେ ଧନବାନ ବ୍ୟକ୍ତି ହୋଇଥାନ୍ତି |

12-ଯେଉଁ ବ୍ୟକ୍ତିଙ୍କ ନାକ ସାମାନ୍ୟ ଉଠିକରି ରହିଥାଏ ସେମାନେ ବହୁତ ହୃଦୟବାନ ବ୍ୟକ୍ତି ହୋଇଥାନ୍ତି,ଏହି ବ୍ୟକ୍ତିମାନେ ସହଜରେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment