Breaking News : ପୁଣି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲା ବଡ ଦୁଖଦଃ ଖବର, ଅଚାନକ ମୃତ୍ୟୁବରଣ ଏହି ଅଭିନେତ୍ରୀଙ୍କ…ଦେଖନ୍ତୁ ଭିଡ଼ିଓ

ହଁ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଓଡ଼ିଆ ଚଳଚିତ୍ର ଜଗତ ପାଇଁ ଅନ୍ଧାର ସମାନ ଅଟେ ବୋଲି କୁହାଯାଉଛି | ଆଉ ଯେଉଁଠି ଜଣା ପଡିଛି କି ସମସ୍ତଙ୍କ ପର ପରି ଦୁଃଖର ଯମୁନା ରେ ଓଡ଼ିଆ ଚଳଚିତ୍ର ଜଗତକୁ ଭୋସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ | ଅନେକ ଓଡ଼ିଆ ଚଳଚିତ୍ର ଆମ ଓଡ଼ିଆ ଫ୍ଲିମ ଜଗତ ପାଇଁକି ତାଙ୍କର ଅବଦାନ ରହିଛି | ଆଉ ବର୍ତ୍ତମାନ ସେ ଆଉ ଆମ ଗହଳରେ ନାହାନ୍ତି କେବଳ ରହିଛି ତାଙ୍କର ସାଇତା ଥିବା କେତେକ ମନ ଛୁଆଁ ସ୍ମୃତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ହୃଦୟ ବିଦାରକ ଘଟଣା ଉପରେ ନଜର ପକାଇବା |

ଅପେରା ରାଇଜରେ ବର୍ତ୍ତମାନ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ | ତେବେ ଯାହା କୁହାଯାଉଛି କି ଗତ କାଲି ବିଳମ୍ବିତ ରାତି ରେ କଟକ ର କନିକା ଛକ ନିକଟରେ ଥିବା ତାଙ୍କର ବାସ ଭାବନାରେ 82 ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ଆଉ ତାଙ୍କର ବିୟୋଗରେ ସିନେ ଜଗତ ସହିତ ଓଡିଶା ବାସୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି | ଆଉ ଯାହା କୁହାଯାଉଛି କି ଝରଣା ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ଓ ରାଷ୍ଟ୍ରୀୟ ମଜ୍ୟାଦାରେ ତାଙ୍କର ଶେଷ ସ୍କୁତି ଅର୍ପଣ ହେବ ବୋଲି ମଧ୍ୟ କୁହାଯାଉଛି |

ତେବେ 60 ଦଶକର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ସେ ବହୁତ ପ୍ରସଂଶା ପାଇଛନ୍ତି ଓ ଅନେକ ଫ୍ଲିମ ମଧ୍ୟ ଓଡ଼ିଆ ରେ ସେ କରିଛନ୍ତି ଓ ଅନେକ ଧାରାବାହିକା ଟେ ମଧ୍ୟ ତାଙ୍କର ଅଭିନୟ ର ନିପୁଣତା ଦେଖାଇଛନ୍ତି | ତେବେ ତାଙ୍କର ଲୋକ ପ୍ରିୟ ସିନେମା ଗୁଡିକ ମଧ୍ୟରୁ ମଲାଜହ୍ନ,ଅଦିନମେଘ, ଅମଡ଼ାବାଟ,ସମୟ ବଡ଼ ବଳବାନ ଥିଲା ତାଙ୍କର ଚର୍ଚ୍ଚିତ ଚଳଚିତ୍ର| ତେବେ ନାରୀ,ହୀରା ନିରା, ଭାଗ୍ୟ ଚକ୍ର ,ଆ ଜନ୍ହ ରେ ଦେଖିବା ନାଁ, ଟୋପାଏ ସିନ୍ଦୁର ଦି ଟୋପା ଶଙ୍ଖା, ଶ୍ରୀ ଜଗନ୍ନାଥ ଚଳଚିତ୍ର ରେ ତାଙ୍କର ଝଲକ ଦେଖାଇଥିଲେ |ତେବେ ସେ ପ୍ରଥମେ ଅଲ ଇଣ୍ଡିଆ ରେଡିଓ ରେ କାମ କରିଥିଲେ ଅଭିନେତ୍ରୀ ଭାବରେ |


ଅନେକ ମଞ୍ଚସ୍ଥ ନାଟକ ରେ ମଧ୍ୟ ସେ ଅଭିନୟ କରି ଥିବାର ଦେଖିବାକୁ ମିଳିଥିଲା |ଆମଡ଼ାବାଟ ରେ ସେ ପ୍ରଥମେ ଅଭିନୟ କରିଥିଲେ ଚଳଚିତ୍ର ରେ | ଆଉ ତାହା ପରେ 1997 ମସିହାରେ ସେ ଜୟଦେବ ପୁରସ୍କାର ମଧ୍ୟ ପାଇଥିଲେ | ତେବେ ସେ ଅଭିନୟ ସାଙ୍ଗକୁ ଭଲ ଓଡିଶୀ ଡାନ୍ସର ଭାବରେ ମଧ୍ୟ ଅନେକ ନାଁ କମେଇଛନ୍ତି | ତେବେ କୁହାଯାଏ ଯେବେ କି ଓଡ଼ିଆ ଚଳଚିତ୍ର କଥା ଆସିବ ଝରଣା ଦାସ ଙ୍କ ନାଁ ସାମ୍ନା କୁ ଆସିବ | ଆଉ ତାଙ୍କର ମୃତ୍ୟୁ ପରେ ତାଙ୍କର ଶୂନ୍ୟସ୍ଥାନ କୁ କେହି ପୂରଣ କରି ପାରିବେନି ଆଉ ବର୍ତ୍ତମାନ ସାରା ଓଡିଶା ତାଙ୍କର ମୃତ୍ୟୁ ପାଇଁ ଝୁରି ହେଉଛି ବୋଲି କୁହାଯାଇଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment