ଓଃ କି ଡ୍ୟାନ୍ସ ! ଷ୍ଟେଜ ଉପରେ bollywood ସିଙ୍ଗର “ନେହା କକକର ” AANKH MAREY ” ଗୀତରେ ଏମିତି ଡ୍ୟାନ୍ସ କଲେ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉଥିବାର ଆପଣ ଅନେକ ସମୟରେ ଦେ ଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବୋ୍ଲୀବୂଡ଼ ଜଗତର ଜଣେ ନାମୀ କଳାକାର | ଯାହାଙ୍କ ନା ଶୁଣିଲେ ଦର୍ଶକ ମାନଙ୍କ ମନରେ ତାଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା,ଭଲ ପାଇବା କୁ ଦେଖିବାକୁ ମିଳିଥାଏ | ତେବେ ସବୁବେଳେ ନିଜର ଗୀତ ପାଇଁ ଚର୍ଚ୍ଚା ଥିବା ନେହା କାକର ଏବେ ସେ ଗୀତ ପାଇଁ ବରଂ ଡ୍ୟାନ୍ସ ପାଇଁ ଚର୍ଚ୍ଚା ରେ ଅଛନ୍ତି ବୋଲି ଭାଇରାଲ ହେଉଥିବା ଭିଡ଼ିଓ ରେ ଜଣା ପଡିଛି | ତେବେ ତାଙ୍କର ଏହିପ୍ରକାର ଡ୍ୟାନ୍ସ ଦେଖି ତାଙ୍କର ପ୍ରଶଂସକ ମାନେ ବେଶ ଖୁସିରେ ଥିବା ଜଣା ପଡିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ନେହା କାକର ଙ୍କ ଏହି ସୁନ୍ଦର ଡ୍ୟାନ୍ସ ବିଷୟରେ ଜାଣିବା ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |


ତେବେ ଆମେ ସମସ୍ତେ ଜାଣିଛୁ କି ସବୁବେଳେ ନିଜର ଗୀତ କୁ ନେଇ ଚର୍ଚ୍ଚା ଥିବା ବୋ୍ଲୀବୂଡ଼ ବେଶ ଚର୍ଚ୍ଚିତ କଳାକାର, ଯିଏ ଗୀତ ଗାଇବା ର କିଛି ସମୟ ମଧ୍ୟରେ ତାଙ୍କର ଗୀତ ହିଟ ହେବାର ଲାଗିଥାଏ | ଲୋକମାନେ ମଧ୍ୟ୍ୟ ତାଙ୍କର କଣ୍ଠ ର ସ୍ୱର ରେ ନିଜକୁ ହଜେଇ ଦେବାରେ ବେଳେ ଦେଖା ଯାଏ | ତେବେ ଏତେ ସୁନ୍ଦର ଗୀତ ଗୀତ ଗାଉଥିବା ଚେହେରା ଏବେ ନିଜର ଗୀତ ରେ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି ବଲିଉଡ ସିଙ୍ଗର ନେହା କାକର | ଆଉ ନିଜର ସଂଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ସେ | ଆଉ ଦର୍ଶକ ମାନଙ୍କ ହୃଦୟରେ ଜାଗା ମଧ୍ୟ ବନେଇ ପାରିଛନ୍ତି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ନେହା କାକର ତାଙ୍କର ବେଶ ଚର୍ଚ୍ଚିତ ଗୀତ ଯେଉଁ ଗୀତ ଶୁଣିବା ମାତ୍ରେ ଆପଣ ମଧ୍ୟ ନାଚି ଉଠିବେ | ସେହି ଗୀତ ଟି ହେଉଛି ଆଁଖ ମାରେ ଏ ଲେଡକା ଆଁଖ ମାରେ | ତେବେ ନେହା କାକର ଙ୍କ ଏହି ସୁନ୍ଦର ଗୀତ ରେ ନିଜେ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ବହୁତ ସେ ସୁନ୍ଦର ଭାବରେ ଡ୍ୟାନ୍ସ କରିଥିବା ର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଆଉ ସମସ୍ତେ ମଧ୍ୟ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି ନେହା ଙ୍କର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment