New Twist – ‘ବଦଳିଲା Tapaswini ଙ୍କ ମନ ! Sumit ମୁଁ ତୁମ ସହ ମିଶି କ୍ୱାର୍ଟରରେ ରହିବି, ତୁମେ ଡ୍ୟୁଟି ରୁ ଫେରିଲେ ଖୁଆଇଦେବି… ଦେଖନ୍ତୁ Video

ନିକଟରେ କିଛି ଦିନ ତଳେ ଏମିତି ଘଟଣା ସାମ୍ନାକୁ ଆସିଥିଲା ଯେଉଁଠାରେ ପ୍ରେମ ପାଇଁ ଜଣେ ମହିଳା ଲଢେଇ କରିଛନ୍ତି ଅନ୍ୟପଟେ ତାଙ୍କ ସ୍ୱାମୀ ମଧ୍ୟ। ଏହି ଘଟଣା ଧୀରେ ଧିରେ କୋର୍ଟ କୁ ଗଲା ଏହାର ସମ୍ପୂର୍ଣ୍ଣ ନ୍ୟାୟ ମିଳି ନାହିଁ ହେଲେ କିଛି ମାତ୍ରାରେ ତାଙ୍କୁ ବୋହୂର ମାନ୍ୟତା ଦିଆ ଯାଇଛି। ଏବେ ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବା ପାଇଁ ଯାହା କହିଛନ୍ତି ଆସନ୍ତୁ ଜାଣିବା।

ପୁଣି ଏବର ଚର୍ଚ୍ଚାକୁ ଆସିଛନ୍ତି ତପସ୍ୱିନୀ ଏବଂ ଡକ୍ଟର ସୁମିତ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। କିଛି ଦିନ ତଳେ ତାଙ୍କର ବିବାହ ସାରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏମିତି ଘଟଣା ଘଟିଥିଲା ଯାହା ପାଇଁ ଦୁହେଁ ଅଲଗା ମଧ୍ୟ ହୋଇ ନ୍ୟାୟ ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ। ଆଉ ତପସ୍ୱିନୀ ମଧ୍ୟ ନ୍ୟାୟ ପାଇଁ ବହୁତ ଦିନ ଧରି ଧାରଣ ଦେଇଥିଲା ସୁମିତ ଙ୍କ ଘର ଆଗରେ ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ଏବେ ସେହି ଦୁହିଁଙ୍କର ଅଲଗା କୁ ନେଇ ହାଇକୋର୍ଟ ଙ୍କ ପାଖରେ ପହଂଚିଛନ୍ତି। ଆଉ ଏଠାରେ ତପସ୍ୱିନୀ ଚାହୁଁଛନ୍ତି ଯେ ତାଙ୍କ ସ୍ୱାମୀ ଙ୍କ ସହିତ ଏକାଠି ରହିବା ପାଇଁ।

ଆଉ ଏଠାରେ ତପସ୍ୱିନୀ ଙ୍କ ଓକିଲ ମଧ୍ୟ ମୁଁହ ଖୋଲିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଏହି ଘଟଣା ଟିରେ ଦୁହେଁ ଅଲଗା ହୋଇ ଏବେ ମଧ୍ୟ ରହିଛନ୍ତି ଯାହା ଏଠାରେ ତପସ୍ୱିନୀ ନିଜେ କହିଛନ୍ତି।କିଛି ଦିନ ତଳେ ଏହି ଘଟଣା କୁ କୋର୍ଟ ମଧ୍ୟ ନ୍ୟାୟ ଶୁଣେଇ ଥିଲେ ଯେ ସ୍ତ୍ରୀ ତପସ୍ୱିନୀ ଙ୍କୁ ଗୋଟିଏ ଘର ଆଉ କିଛି ବୋହୂର ମାନ୍ୟତା ହେଲେ ତାଙ୍କୁ ସବୁ ସୁମିତ ପ୍ରଦାନ କରିଥିଲେ। ଆଉ ଏବେ ତପସ୍ୱିନୀ ଚାହୁଁଛନ୍ତି ପୁର୍ଣ୍ଣ ମାତ୍ରାରେ ନ୍ୟାୟ ଯାହା ଜଣେ ସ୍ତ୍ରୀ ର ସବୁ ଅଧିକାର। ଆଉ ଏହାକୁ ନେଇ ହାଇକୋର୍ଟ ଙ୍କର ଶୁଣାଣି ଙ୍କୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ତପସ୍ୱିନୀ ଓକିଲ ମଧ୍ୟ ନ୍ୟାୟ ପାଇଁ ସବୁ ପ୍ରକାର ସହଯୋଗ ତାଙ୍କୁ କରିଛନ୍ତି। ଏଠାରେ ତପସ୍ୱିନୀ କହିଛନ୍ତି ଯେ ମୁଁ ତାଙ୍କ ସହିତ ପାଖରେ ରହିବାକୁ ଚାହୁଁଚି ଏବଂ ସେ ଏବେ ଯେଉଁଠାରେ ରହୁଛନ୍ତି ସେହିଠାରେ ରହିବି।

ଆଉ ମଧ୍ୟ କହୁଛନ୍ତୁ ଯେ ସେ ଏବେ ସରକାରୀ କ୍ୱାଟର ରେ ରହୁଛନ୍ତି ହେଲେ ଏହାକୁ କୋର୍ଟ ରେ ଖଣ୍ଡନ କରିଛନ୍ତି। କିନ୍ତୁ ତପସ୍ୱିନୀ ଶୁଣିବାକୁ ପାଇଛନ୍ତି ସେ ଯେଉଁ ମେଡ଼ିକାଲ ରେ ଚାକିରୀ କରିଛନ୍ତି ସେହିଠାରେ ରହୁଛନ୍ତି। ଆଉ ଏହି ଘଟଣା ରେ ନ୍ୟାୟ ପାଇଁ ତପସ୍ୱିନୀ ନିଜର ପ୍ରେମ କୁ ପାଇବା ପାଇଁ ବହୁତ ଦିନ ହେଲାଣି ଲଢେଇ କରିଛନ୍ତି ଯାହା ଏବେ ମଧ୍ୟ ବିଚାର ଧୀନ ଅବସ୍ଥାରେ। ତାଙ୍କର ଓକିଲ ମଧ୍ୟ ଏହି ଘଟଣା କୁ ନେଇ ଅନେକ ଥର କୋର୍ଟ ରେ ଫାଇଲ କରିଥିବାର ନଜର ରେ ଆସିଛନ୍ତି। ଯାହାର ସମ୍ପୂର୍ଣ ଫଇସଲା ପାଇଁ ଅପେକ୍ଷା ରେ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment