ମିଡ଼ିଆ ଆଗରେ ନିଜ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. OLYWOD ହଟ ଅଭିନେତ୍ରୀ ରଚନା ବାନାର୍ଜୀ ( Rachana banarji )ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ହଁ ଦର୍ଶକ ବନ୍ଧୁ ସୋସିଆଲ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଅନେକ କଥା ଏମିତି ଥାଏ ଯାହା ଆମକୁ ଫ୍ଲିମ ଜଗତ ପ୍ରତି ଆକୃଷ୍ଟ କରେଇଥାଏ ଆଉ ଫ୍ଲିମ ପ୍ରତି ଭଲ ପାଇବା ଆଣି ଦେଇଥାଏ | କୁହାଯାଏ ଯଦି କଳାକାର ଟିଏ ତାହାର କଳା ର ପ୍ରଦର୍ଶନ ଠିକ ଭାବରେ ଦେଖାଇ ପାରୁଥିବ ତାହେଲେ ସେହି କଳା କୁ ଦେଖିବା ପାଇଁ ଦର୍ଶକ ମାନେ ମଧ୍ୟ ଅଧିକ ରୁ ଅଧିକ ଇଚ୍ଛା ପ୍ରକାଶ କରିବେ | ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛି ସେ ହେଉଛନ୍ତି ବେଶ ଜଣା ଶୁଣା ଏକ୍ଟର ରଚନା ବାନାର୍ଜୀ ଙ୍କ ବିଷୟରେ | ତାହେଲେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ନେଇକି ସେ କଣ କହିଛନ୍ତି ଆସନ୍ତୁ ଜାଣିଵା |

ତେବେ ଆପଣ ମାନେ ସମସ୍ତେ ରଚନା ବାନାର୍ଜୀ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ୱେଷ୍ଟ ବେଙ୍ଗଲ ରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ପାଇଁ ଅନେକ ଫ୍ଲିମ କରିଛନ୍ତି | ଆଉ ତାଙ୍କର ଅଭିନୟ ମାଧ୍ୟମରେ ଓଡ଼ିଆ ଲୋକ ମାନଙ୍କର ହୃଦୟରେ ଘର କରିଛନ୍ତି ଆଉ ଆଜି ପର୍ଯ୍ୟନ୍ତ ଲୋକ ମାନେ ତାଙ୍କୁ ପସନ୍ଦ କରୁଛନ୍ତି ଆଉ ସମସ୍ତଙ୍କ ର ମଧ୍ୟ ଆଶା ରହିଛି ରଚନା ଆସିବେ ଆଉ ଅଲିଉଡ ରେ ସିଦ୍ଧାନ୍ତ ଙ୍କ ସହିତ ଫ୍ଲିମ କରି ସେହି ହିତ ଯୋଡ଼ି କୁ ଦର୍ଶକ ମାନେ ପୁଣି ଥରେ ଦେଖିବାର ସୁଯୋଗ ପାଇବେ |

ଆଉ ଯାହାକୁ ନେଇକି ରଚନା କହିଛନ୍ତି କି ଜି ସାର୍ଥକ ତରଫରୁ ଏକ ଆୱାର୍ଡ ଶୋ ରେ ହଷ୍ଟ କରିବା ପାଇଁ ସେ ଆସିଛନ୍ତି | ତେବେ ଜି ସହିତ ସେ କାମ କରିଛନ୍ତି ଆଉ ସେଥିପାଇଁ ସେ ଜି ସାର୍ଥକ କୁ ଆସିଛନ୍ତି | ଆଉ ତାଙ୍କର କହିବା କଥା କି ସେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅନେକ କାମ କରିଛନ୍ତି ଆଉ ସେ ଏଠାକୁ ଆସି ଅନେକ ପ୍ରଡୁସର ଡିରେକ୍ଟର ମାନଙ୍କ ସହିତ ଦେଖା କରି ଖୁସି ଅଛନ୍ତି | ଆଉ ତାଙ୍କର କହିବା କଥା କି ଏବେ ଆଉ ସେହି କଳାକାର ମାନେ ନାହାନ୍ତି ସେମାନେ ଚାଲି ଗଲେଣି |

ଗୋଟିଏ ଫ୍ଲିମ ଖାଲି ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ହୋଇଥାଏ ତାହା ନୁହଁ ସମସ୍ତଙ୍କ ର ଅନଶ୍ୟକତା ରହିଛି ଫ୍ଲିମ ଟି ଭଲ ହେବା ପାଇଁ | ଆଉ ସେ କହିଛନ୍ତି କି କମ ବଜେଟ ରେ ଭଲ ଭଲ କଳାକାର ମାନଙ୍କୁ ନେଇକି ଯଦି ଭଲ ଷ୍ଟୋରି ନେଇକି ଫ୍ଲିମ ହେବ ତାହେଲେ ଦର୍ଶକ ମାନେ ସେହିଭଳି ଫ୍ଲିମ କୁ ଦେଖିବା ପାଇଁ ପସନ୍ଦ କରିବେ ଆଉ ସେ ମଧ୍ୟ ସମୟ ମିଳିଲେ ଓଡ଼ିଆ ଦର୍ଶକ ଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି |

ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment